ଦେଓଗାଁ ଅଞ୍ଚଳରେ ୨ଟି ପୃଥକ୍ ଦୁର୍ଘଟଣାରେ ଜଣେ ମୃତ, ଦୁଇ ଗୁରୁତର

ଦେଓଗାଁ, (ମନୀଷ କୁମାର ସାହୁ) : ବରଗଡ଼ ବୋରିଗୁମ୍ମା ୨୬ ନଂ ଜାତୀୟ ରାଜପଥର ରତନପୁର ଛକ ନିକଟରେ ରବିବାର ବିଳମ୍ବିତ ରାତିରେ ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଥିବା ଜଣାପଡିଛି । ଏହି ଘଟଣାରେ ଟ୍ରକ୍ ହେଲପରଙ୍କ ମୃତ୍ୟୁ ହୋଇଥିବା ବେଳେ ଡ୍ରାଇଭର ଗୁରୁତର ଅବସ୍ଥାରେ ଥିବା ନେଇ ସୂଚନା
Read More...

ମହିଳା ମଞ୍ଚର ବନ୍ଧୁ ମିଳନ ଓ କବିତା ଆସର

ଲୋଇସିଂହା (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଟାଉନ୍ ଗାର୍ଲ୍ସ ହାଇସ୍କୁଲ ପରିସରରେ ବଲାଙ୍ଗିର ମହିଳା ମଂଚ ଆନୁକୂଲ୍ୟରେ ଏକ ଵନ୍ଧୁ ମିଳନ ଓ ବହୁଭାଷି କଵିତା ଆସର ଅନୁଷ୍ଠିତ ହୋଇଯାଇଛି । ଏହି କଵିତା ଆସରରେ ସୋନପୁର୍, ବରଗଡ଼, ବୌଦ୍ଧ ଓ କଳାହାଣ୍ଡି ଜିଲ୍ଲାର ଶତାଧିକ କଵି/ କବୟିତ୍ରୀ ନିଜର
Read More...

ବଙ୍ଗୋମୁଣ୍ଡାରେ ଜିଲ୍ଲା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ପକ୍ଷରୁ ସାଙ୍ଗଠନିକ ବୈଠକ ଓ ଆଲୋଚନା ଚକ୍ର

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦରରେ ଥିବା ବାବାମଠ ଠାରେ ବଲାଙ୍ଗିର ଜିଲ୍ଲା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ତରଫରୁ ସାଙ୍ଗଠନିକ ବୈଠକ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ପ୍ରଥମେ ସନ୍ଥକବି ଭୀମ ଭୋଇଙ୍କ ଫଟୋଚିତ୍ରରେ
Read More...

ହାଟପଦା ପଡା ୧୧ତମ ୨୪ ପ୍ରହରୀର ନମଯଜ୍ଞ ପାଇଁ କଳସ ଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ସ୍ଥିତ ହାଟପଦା ପଡା ମା' ମେଟାକାନୀ ମନ୍ଦିର କମିଟିର ସଭାପତି ଲୋଟସ ଷଢଙ୍ଗୀଙ୍କ ନେତୃତ୍ୱରେ ୧୧ତମ ୨୪ ପ୍ରହରୀର କଳସ ଯାତ୍ରା ଶୁଭାରମ୍ଭ ହୋଇଯାଇଛି । ସହରର ନରସିଂହ ମନ୍ଦିର ପୋଖରୀରୁ କଳସରେ ଜଳ ଅଭିଷେକ କରି ଶତାଧିକ ମହିଳା ସହର ପରିକ୍ରମା କରି
Read More...

ଶେମର୍ଫୋଡ ଫ୍ୟୁଚରିଷ୍ଟିକ୍ ବିଦ୍ୟାଳୟରେ ତୃତୀୟ ଜିଲ୍ଲାସ୍ତରୀୟ ଇଣ୍ଟର ସ୍କୁଲ୍ ଓପେନ୍‌ ଚେସ୍ ଟୁର୍ଣ୍ଣାମେଣ୍ଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଖର୍ଲିକାନି ସ୍ଥିତ ଶେମର୍ଫୋର୍ଡ ଫ୍ୟୁଚରିଷ୍ଟିକ୍ ସ୍କୁଲ୍ ପରିସରରେ ତୃତୀୟ ଇଣ୍ଟର ସ୍କୁଲ୍ ଓପେନ୍‌ ଚେସ୍ ଟୁର୍ଣ୍ଣାମେଣ୍ଟ ଉତ୍ସବମୟ ପରିବେଶରେ ପାଳନ କରାଯାଇଛି । ପ୍ରାରମ୍ଭିକ ଅଧିବେଶନରେ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରତାପ କୁମାର ଜେନା ମହାଶୟ
Read More...

ମହିଳା ମଞ୍ଚର ବନ୍ଧୁ ମିଳନ ଓ କବିତା ଆସର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟାଉନ୍ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବଲାଙ୍ଗିର ମହିଳା ମଂଚ ଆନୁକୂଲ୍ୟରେ ଏକ ବନ୍ଧୁ ମିଳନ ଓ ବହୁଭାଷୀ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଏହି କବିତା ଆସରରେ ସୋନପୁର୍, ବରଗଡ଼, ବୌଦ୍ଧ ଓ କଳାହାଣ୍ଡି ଜିଲ୍ଲାର ଶତାଧିକ କବି/ କବୟିତ୍ରୀ ନିଜର
Read More...

ପାଟଣାଗଡ଼ ପୋଲିସର ବଡ଼ ସଫଳତା : ପାଞ୍ଚ ଡକାୟତ ଗିରଫ, ସୁନା ଓ ଦଲିଲ ସହ ଅସ୍ତ୍ର ଜବତ

ପାଟଣାଗଡ଼, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲାର ପାଟଣାଗଡ଼ ପୋଲିସ ଆଜି ଆଉଥରେ ତାର ପେଶାଦାର ଦକ୍ଷତା ଓ ସତର୍କତା ଦେଖାଇ ଏକ ବଡ଼ ଅପରାଧ ମାମଲାରେ ସଫଳତା ହାସଲ କରିଛି । ଗତ ଅକ୍ଟୋବର ୧୭ ତାରିଖରେ କୁଆବାଉଁଶ ଗାଁର ରମାକାନ୍ତ ସରାଫଙ୍କ ଘରୁ ହୋଇଥିବା ଡକାୟତି ମାମଲାରେ ଜଡିତ ପାଞ୍ଚ ଜଣ
Read More...

୫୨ତମ ଟିକ୍ରାପଡା ଅହୋରାତ୍ର ନାମଯଜ୍ଞ ଆୟୋଜନ ପାଇଁ କଳସ ଶୋଭାଯାତ୍ରା ସହ ନାମଯଜ୍ଞର ଶୁଭାରମ୍ଭ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ସର୍ବପୁରାତନ ନାମଯଜ୍ଞ କମିଟି ଚଳିତ ବର୍ଷ ୫୨ତମ ଅହୋରାତ୍ର ନାମଯଜ୍ଞ ଆୟୋଜନ କରୁଛି । ପବିତ୍ର କାର୍ତ୍ତିକ ମାସର ପଞ୍ଚୁକ ସମୟରେ ଆଜକୁ ୫୨ବଷ ଧରି ଅନବରତ ଭାବରେ ନାମଯଜ୍ଞ ଆୟୋଜନ କରି ପ୍ରଭୁଙ୍କ ନାମ ଧାରପୃଷ୍ଠରେ ପ୍ରଚାର କରିଆସୁଛି । ଚଳିତ ବର୍ଷ
Read More...

ଅପହୃତ ଶିକ୍ଷକଙ୍କୁ ୧୨ ଘଣ୍ଟା ମଧ୍ୟରେ ଉଦ୍ଧାର କଲା ସିନାପାଲି ପୋଲିସ

ନୂଆପଡ଼ା, (କେପିଏନ୍‌ଏସ୍‌) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଭରୁଆମୁଣ୍ତା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ସିନାପାଲି ସହରର ଶିକ୍ଷକ ଦୈତାରୀ ମେହେର (୫୨) ଅପହରଣ ହୋଇଥିବା ନେଇ ପରିବାର ଲୋକେ ସିନାପାଲି ଥାନାର ଦ୍ୱାରସ୍ଥ ହେବାର ୧୨ ଘଣ୍ଟା ନ ପୁରୁଣୁ ସିନାପାଲି
Read More...

ଇସ୍କଫର ୨୩ତମ ରାଜ୍ୟସ୍ତରୀୟ ସମ୍ମିଳନୀ ଉଦଯାପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତୀୟ ସାସ୍କୃତିକ ସହଯୋଗ ଓ ମୈତ୍ରୀ ସମିତିର ୨୩ତମ ରାଜ୍ୟ ସମିଳନୀର ଦ୍ୱିତୀୟ ଦିବସରେ ଏହାର ପ୍ରତିନିଧି ଅଧିବେଶନ ଉଦିତନଗର ସ୍ଥିତ ଆଇଟିଡିଏ ହଲ୍ ଠାରେ ଉଦଯାପିତ ହୋଇଯାଇଛି । ଗୋକୁଳ ନନ୍ଦ ପଣ୍ଡା ଏବଂ ଡଃ କିଶୋରୀ ଦାସ ମାନଙ୍କୁ ନେଇ ଗଠିତ ସଭାପତିତ୍ୱରେ
Read More...