ମା’କୁ ବିଷ ପିଆଇ ମାରିଦେଲା ପୁଅ
ଭୋଗରାଇ, (କେପିଏନ୍ଏସ୍) : ଯେଉଁ ମା’ ନିଜ ଗର୍ଭରେ ଦଶମାସ ଧରି ପୁଅକୁ ଜନ୍ମ ଦେଇଥିଲା, ତାକୁ ପୁଣି ମାରିଦେଲା ପୁଅ । ଏକଥା ଅବିଶ୍ୱାସ୍ୟ ମନେ ହେଉଥିଲେ ବି ସତ । ଏମିତି ଘଟଣା ଦେଖିବାକୁ ମିଳିଛି ଭୋଗରାଇ ବ୍ଲକ କମର୍ଦ୍ଦା ଥାନା ଅନ୍ତର୍ଗତ ପାରୁଳିଆ ଗାଁର ୧୩ ନଂ ୱାର୍ଡ଼ରେ । ସୂଚନା!-->…
Read More...
Read More...