ଜିଲ୍ଲା ଶ୍ରମ ବିଭାଗ ତରଫରୁ ଓଡ଼ିଆ ନାମ ଫଳକ ଅଭିଯାନ
ରାଉରକେଲା, (ସସ୍ମିତା ପ୍ରଧାନ) : ଏପ୍ରିଲ ମାସ ଏକ ତାରିଖ ଓଡ଼ିଶା ଦିବସଠାରୁ ଆରମ୍ଭ ହେଉଛି ‘ଓଡ଼ିଆ ପକ୍ଷ–୨୦୨୬’ । ଏହି କ୍ରମରେ ଆଜି ତଥା ଚାରି ଏପ୍ରିଲରେ ପାଳନ କରାଯାଇଥିଲା ଓଡ଼ିଆରେ ନାମଫଳକ ଲେଖା ଅଭିଯାନ । ଏହି ପରିପ୍ରେକ୍ଷୀ ରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ,!-->…
Read More...
Read More...