ଧାନ ପରବର୍ତ୍ତୀ ପଡିଆ ଜମି ପରିଚାଳନା ସମ୍ୱନ୍ଧୀୟ କ୍ଷେତ୍ର ଦିବସ ଶିବିର

ଆଗଲପୁର, (ବିମଳେନ୍ଦୁ ସାହୁ) : ଆଗଲପୁର ବ୍ଲକ ନଅଗାଁ(କ) ସ୍ଥିତ ଗଣ୍ଡପାଲି ଗ୍ରାମ ଠାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓଡିଶା ସରକାରଙ୍କ ତରଫରୁ କ୍ଷେତ୍ର ଦିବସ ଶିବିର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟତଃ ଧାନ ପରବର୍ତ୍ତୀ ପଡିଆ ଜମିର ପରିଚାଳନା (ରାଜ୍ୟ ଯୋଜ଼ନା) ଏକ କାର୍ଯ୍ୟକ୍ରମ ଯାହାକି…
Read More...

ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବାର୍ଷିକ ସମ୍ମିଳନୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ବାବା ମଠ ସାଗରପଡା ମନ୍ଦିର ବଲାଙ୍ଗିର ପରିସରରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବାର୍ଷିକ ସମ୍ମିଳନୀ ସଭାପତି ଗୋବିନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଛି । ମୁଖ୍ୟ ଅତିଥି ପୌରାଧ୍ୟକ୍ଷା ଲିକା ସାହୁ ଅଧିବେଶନକୁ ଉଦ୍‌ଘାଟନ କରିଥିଲେ…
Read More...

ମାରୱାଡି ଯୁବା ମଂଚ ବଲାଙ୍ଗିର ଶାଖାର ଶପଥ ଗ୍ରହଣ ସମାରୋହ ଭବ୍ୟତାର ସହିତ ସମ୍ପନ୍ନ

ମୁକେଶ ସଭାପତି, ଶୁଭମ ସଂପାଦକ ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାରୱାଡି ଯୁବା ମଂଚ ବଲାଙ୍ଗିର ଶାଖା ପକ୍ଷରୁ ମାରୱାଡିି ସେବା ସଦନ ରେ ଆୟୋଜିତ ଶପଥ ଗ୍ରହଣ ସମାରୋହ ୨୦୨୬ ବହୁତ ହର୍ଷୋଲ୍ଲାସ, ଉତ୍ସାହ ଓ ସାମାଜିକ ଏକତାର ମାହୋଲରେ ସଫଳତାର ସହ ଶେଷ ହୋଇଛି । ଏହି ଅବସରରେ ସମାଜର…
Read More...

ପଶ୍ଚିମ ଏସିଆର ବିକାଶକୁ ଦୃଷ୍ଟିରେ ରଖି ପ୍ରମୁଖ କ୍ଷେତ୍ରଗୁଡ଼ିକ ଉପରେ ଅପଡେଟ୍

ସମସ୍ତ ଭାରତୀୟ ନାବିକ ସୁରକ୍ଷିତ; ଗତ ୨୪ ଘଣ୍ଟାରେ କୌଣସି ଘଟଣା ରିପୋର୍ଟ ହୋଇନାହିଁଭାରତ ସାରା ବନ୍ଦର ପରିଚାଳନା ସ୍ୱାଭାବିକବଙ୍ଗୋପସାଗର ଓ ପଶ୍ଚିମ ଏସିଆର ପରିସ୍ଥିତି ଉପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର କଡ଼ା ନଜରଉଡ଼ାଣ ପରିସ୍ଥିତିରେ ଉନ୍ନତି; ଫେବୃଆରୀ ୨୮ ପରଠାରୁ ଭାରତ ଫେରିଛନ୍ତି…
Read More...

ଭାରତୀୟ ରେଳବାଇର ସ୍ପଷ୍ଟିକରଣ : ନବ ଗଠିତ ଦକ୍ଷିଣ ତଟ ଜୋନରେ ଷ୍ଟେସନର ସାମିଲକୁ ନେଇ ଚିନ୍ତା ପ୍ରକଟ କରିବାର କୌଣସି…

ପ୍ରଭାବିତ ହେବନାହିଁ ପୂର୍ବତଟ ରେଳବାଇର ରାଜସ୍ବ ଆୟପୂର୍ବଭଳି ଜାରି ରହିବ ରେଳସେବାପୂର୍ବତଟ ରେଳବାଇର ବିକାଶ ପ୍ରତି ଭାରତୀୟ ରେଳବାଇ ପ୍ରତିବଦ୍ଧ ଭୁବନେଶ୍ୱର, (ପିଆଇବି) : ନବ ଗଠିତ ଦକ୍ଷିଣ ତଟ ଜୋନରେ କେତେକ ଷ୍ଟେସନ ସାମିଲ ନେଇ ଯେଉଁ ଚିନ୍ତା ପ୍ରକଟ କରାଯାଉଛି ଭାରତୀୟ ରେଳବାଇ ଆଜି…
Read More...

ଶିକ୍ଷୟତ୍ରୀ ରଶ୍ମିରାଣୀଙ୍କୁ ନେସନ ବିଲଡର ସମ୍ମାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭୁବନେଶ୍ୱର ସ୍ଥିତ ଜୟଦେବ ଭବନରେ କଳିଙ୍ଗ ଗୌରବ ଫାଉଣ୍ଡେସନ ଓ ଅନ୍ତର୍ଜାତିକ ରୋଟାରୀ କ୍ଲବର ମିଳିତ ଆନୁକୂଲ୍ୟରେ ଆୟୋଜିତ ସମାରୋହରେ ପୁଇଁନ୍ତଲା ବ୍ଲକ ଅଙ୍କରିଆପଦର ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଶିକ୍ଷୟିତ୍ରୀ ରଶ୍ମିରାଣୀ ଦାଶଙ୍କୁ ରାଜ୍ୟସ୍ତରୀୟ…
Read More...

ମ.ରାମପୁର ରାମଲୀଳା ମହୋତ୍ସବ : ପ୍ରଥମ ଦିନରେ ମନ ମୋହିଲା ଆଦ୍ୟ କାଣ୍ଡ

ମ.ରାମପୁର, (କେପିଏନ୍‌ଏସ୍‌) : କଳାହାଣ୍ଡି ଜିଲ୍ଲା ମ.ରାମପୁର ଠାରେ ଶ୍ରୀ ଶ୍ରୀ ରାମ ଜୀଉ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ପ୍ରସିଦ୍ଧ ଶ୍ରୀରାମ ଲୀଳା ମହୋତ୍ସବର ପ୍ରଥମ ତଥା ଉଦଘାଟନୀ ରଜନୀରେ ଆଦ୍ୟ କାଣ୍ଡ ମଞ୍ଚସ୍ଥ ହେବା ସହ ନାଟକର ଶେଷ ପର୍ଯ୍ୟନ୍ତ ଦର୍ଶକଙ୍କୁ ବାନ୍ଧି ରଖିଥିଲା ।…
Read More...

ନଭେମ୍ବର ସୁଦ୍ଧା ଶେଷ ହେବ ହାଇଟେକ ସର୍ଭେ ଓ ବନ୍ଦୋବସ୍ତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଦୀର୍ଘଦିନ ହେବ ସୁବର୍ଣ୍ଣପୁର ଜିଲ୍ଲାବାସୀ ଚାହିଁ ରହିଥିବା ଅପେକ୍ଷାର ହେବ ଅନ୍ତ । ପୂର୍ବ ସରକାର ସମୟରୁ ଜମିପଟ୍ଟା ନ ପାଇ ଦୀର୍ଘ ବର୍ଷ ହେବ ସୁବର୍ଣ୍ଣପୁର ଜିଲ୍ଲାବାସୀ ନୟାନ୍ତ ହେଲେଣି । ଏନେଇ ଜିଲ୍ଲାପାଳ ଡ଼. ନୃପରାଜ ସାହୁ ରାଜସ୍ୱ ବିଭାଗକୁ…
Read More...

ମୁରିବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ବ୍ଲକସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ବ୍ଲକ ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ କୈଳାସ ଚନ୍ଦ୍ର ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ…
Read More...

ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କଲେ ବିଧାୟକ ନବୀନ

ସଇଁତଲା, (ଖୁସିରାଣୀ ସାହୁ) : ସଇଁତଲା ବ୍ଲକର ବିଭିନ୍ନ ପଂଚାୟତରେ ଆଜି ଟିଟିଲାଗଡ଼ ବିଧାୟକ ନବୀନ ଜୈନ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଗ୍ରାମୀଣ ଅଞ୍ଚଳର ସମଗ୍ର ଉନ୍ନତିକୁ ଲକ୍ଷ୍ୟ କରି ପ୍ରହରୀ ମଣ୍ଡପ, ପୋଖରୀ ପୁନରୁଦ୍ଧାର ଓ ଅନ୍ୟାନ୍ୟ ଆବଶ୍ୟକ…
Read More...