ସହରର ବିଭିନ୍ନ ସ୍ଥାନରେ ମା’ ମଙ୍ଗଳାଙ୍କ ‘ପନ୍ଥେଇ’ ପୂଜା ଅନୁଷ୍ଠିତ
ରାଉରକେଲା, (ସସ୍ମିତା ପ୍ରଧାନ) : ପୂର୍ବ ବର୍ଷଗୁଡିକ ଭଳି ଚଳିତ ବର୍ଷ ମଧ୍ୟ ମହିଳାମାନଙ୍କ ଦ୍ୱାରା କାକଟପୁର ବାସିନୀ ମା' ମଙ୍ଗଳାଙ୍କ ପୂଜା ସହରର ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି । ମାର୍ଚ୍ଚ ଓ ଏପ୍ରିଲ ମାସର ମଧ୍ୟଭାଗରେ ପ୍ରତି ମଙ୍ଗଳବାର ଦିନ ପନ୍ଥେଇ ପୂଜା ମହିଳା ମାନଙ୍କ ଦ୍ୱାରା!-->…
Read More...
Read More...