ଅମ୍ବାଭୋନା ବ୍ଲକ ଡୁଙ୍ଗୁରି ଗ୍ରାମରେ ବାଘ ଭୟ
ବରଗଡ, (ମୁନ୍ନା ସାହୁ) : ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଲକ ଡୁଙ୍ଗୁରି ଗ୍ରାମର ଚଣ୍ଡୀ ମନ୍ଦିର ପାଖରେ ଗୁରୁବାର ଦିନ ଭୋର ସମୟରେ ଏକ ବାଛୁରୀକୁ ବାଘ ମାରି ଖାଇଥିବା ଅଭିଯୋଗ ହୋଇଛି । ଗ୍ରାମର ପ୍ରତ୍ୟକ୍ଷଦର୍ଶିଙ୍କ କହିବା ଆନୁଯାୟୀ ତିନିରୁ ଚାରି ଫୁଟ ଉଚ୍ଚତା ଥାଇ ଚିତାକଟା ହଳଦିଆ ରଙ୍ଗର!-->…
Read More...
Read More...