ରୋଜା ନୃତ୍ୟାନୁଷ୍ଠାନର ଆଜା ନାଚଲେ କାର୍ଯ୍ୟକ୍ରମ ସମ୍ପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅନ୍ୟତମ ନୃତ୍ୟ ପ୍ରଶିକ୍ଷଣ କେନ୍ଦ୍ର ରୋଜା ନୃତ୍ୟାନୁଷ୍ଠାନ ପକ୍ଷରୁ ଆଜା ନାଚଲେ କାର୍ଯ୍ୟକ୍ରମ ସିଭିକ ସେଣ୍ଟର ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ନିର୍ଦ୍ଦେଶକ ଆଲୋକ ଜେନାଙ୍କ ସଭାପତିତ୍ୱ, ସମ୍ପାଦିକା ଶିବାନୀ ରଣାଙ୍କ
Read More...

ଉତ୍କଳ କଳାକାର ଏକାଡେମୀର ରାଜ୍ୟ କମିଟି ଗଠନ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ଉତ୍କଳ କଳାକାର ଏକାଡେମୀର ରାଜ୍ୟ ବୈଠକ ଜୀହୁଵା ଗୃପ ପ୍ଲଟ ନମ୍ବର ୨୧୯ ଶହୀଦ ନଗର ଭୁବନେଶ୍ଵର ଠାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଓଡ଼ିଶାର ବହୁତ ନାମିଦାମୀ ବ୍ୟକ୍ତି ବିଶେଷମାନେ ଯୋଗଦାନ କରିଥିଲେ ଏବଂ ଏହି ବୈଠକରେ ଆଜି ସମସ୍ତଙ୍କ ମତାମତ
Read More...

ଶିବ କଥାର ପଞ୍ଚମ ସଂଧ୍ୟା

ଶିବଙ୍କୁ ଅନୁସରଣ କରିବାର ଅଛି ତ ପ୍ରଭୁଙ୍କୁ ପାଇବା ପାଇଁ ଭକ୍ତିର ନିଶାକରଯୁବ ପୀଢ଼ି ଦେଶ ଭକ୍ତିର ନିଶା କର ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଦିବ୍ୟ ଜ୍ୟୋତି ଜାଗୃତି ସଂସ୍ଥାନ ପକ୍ଷରୁ ଡିସେମ୍ବର ୨୫ ତାରିଖରୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଦିର୍ଘ ସାତଦିନ ବ୍ୟାପୀ ସ୍ଥାନୀୟ
Read More...

ପୌଷ ପୂର୍ଣ୍ଣିମା ଅବସରରେ ଶ୍ରୀରାମ ମନ୍ଦିର ବାନ୍ଧନଘୋରରେ ଅନୁଷ୍ଠିତ ହେବ ପୁଷ୍ୟାଭିଷେକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୌଷ ପୂର୍ଣ୍ଣିମା ଅବସରରେ ଆସନ୍ତା ଜାନୁୟାରୀ ୨ ଓ ୩ ତାରିଖ ଦୁଇ ଦିନ ବ୍ୟାପି ପୁଷ୍ୟାଭିଷେକ ଉତ୍ସବ ସଦର ବ୍ଲକ ଅନ୍ତର୍ଗତ ବାନ୍ଧନଘୋର ଗ୍ରାମଠାରେ ଅନୁଷ୍ଠିତ ହେବ । ଏହି ଅବସରରେ ୨ ତାରିଖ ଦିନ ଶ୍ରୀରାମ ମନ୍ଦିରରେ ବୈଠକୀ କୀର୍ତ୍ତନ, ରାମାୟଣ, ପାରାୟଣ
Read More...

ସଞ୍ଜୟ ଭୋଇଙ୍କ ଦେହାନ୍ତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ରୁଗୁଡି ପଡା ନିବାସୀ ସଞ୍ଜୟ ଶେଖର ଭୋଇଙ୍କ ଦେହାନ୍ତ ଘଟିଛି । ମଙ୍ଗଳବାର ଭୋର ୪ଟା ସମୟରେ ଏକ ଘରୋଇ ହସ୍ପିଟାଲ ଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କ ପ୍ରାଣ ବାୟୁ ଉଡିଯାଇଥିଲା । ମୃତ୍ୟୁ ସମୟରେ ତାଙ୍କୁ ୬୯ ବର୍ଷ ହେଉଥିଲା । ସାରା ସହରରେ ସେ ଜଣେ
Read More...

ଗୁର୍ଜିଭଟା ଠାରେ ଦ୍ଵିତୀୟ ମହାଦେବ ମେମୋରିଆଲ ଫୁଟବଲ ଟର୍ଣ୍ଣ।ମେଣ୍ଟ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସୋମବାର ଦିନ ଗୁର୍ଜିଭଟା ଠାରେ ଅନୁଷ୍ଠିତ ହୋଇଥିବା ଦ୍ଵିତୀୟ ମହାଦେବ ମେମୋରିଆଲ ଫୁଟବଲ ଟର୍ଣ୍ଣ।ମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏହା ତା: ୨୭/୧୨/୨୦୨୫ ରୁ ଆରମ୍ଭ ହୋଇଯାଇଥିଲା । ଏଥିରେ ମୋଟ ଆଠ ଗୋଟି ଟିମ ଭାଗ ନେଇଥିଲେ ସରଗାଡ଼, ସୂଜିଆ, ସକମା, ଆଗଲପୁର
Read More...

ଜାନୁଆରୀ ୩ ରୁ ରତ୍ନାକର ବାଗ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କପିଲାଭଟା ଓ ତାଳଭଟା ଗ୍ରାମର ମିଳିତ ଆନୁକୂଲ୍ୟରେ ଆସନ୍ତା ଜାନୁଆରୀ ୩ ତାରିଖ ଠାରୁ ୦୯ ତାରିଖ ପର୍ଯ୍ୟନ୍ତ ତୃତୀୟ ତମ ରତ୍ନାକର ବାଗ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ହସ୍ପିଟାଲ
Read More...

ଲକ୍ଷ୍ମୀଗଣପତି ଏଚ୍‌ପି ପେଟ୍ରୋଲ ପମ୍ପରେ ପଡିଲା ତାଲା

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକରେ ଥିବା ଲକ୍ଷ୍ମୀଗଣପତି ଏଚ୍‌ପି ପେଟ୍ରୋଲ ପମ୍ପରେ ତାଲା ପକାଯାଇଥିବା ଦେଖିବାକୁ ମିଳିଛି । ସୂଚନା ମୁତାବକ ମଙ୍ଗଳବାର ଦିନ ସମ୍ବଲପୁର ଡିଭିଜନରୁ କିଛି ପେଟ୍ରୋଲିୟମ ବିଭାଗୀୟ ଅଧିକାରୀମାନେ କଲ୍ୟାଣସିଂହପୁର
Read More...

ଟାଟା ପାୱାର କମ୍ପାନୀ ବିରୁଦ୍ଧରେ ଜିଲ୍ଲା କଂଗ୍ରେସ ପକ୍ଷରୁ ବିଦ୍ୟୁତ୍ ମୁଖ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ବାରିପଦା, (ବିମଳେନ୍ଦୁ ସାହୁ) : ଆଜି ମୟୂରଭଂଜ ଜିଲ୍ଲା କଂଗ୍ରେସ କମିଟି ଜିଲ୍ଲା ସଭାପତି ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳଙ୍କ ନେତୃତ୍ୱରେ, ଜିଲ୍ଲା କଂଗ୍ରେସର ନେତା ଓ କର୍ମୀ ଓ ବିଦ୍ୟୁତ୍ ଉପଭୋକ୍ତା ସତ୍ୟସାଇ ଛକ ଠାରୁ ଏକ ଶୋଭାଯାତ୍ରାରେ ବାହାରି ସରକାର ଓ ବିଦ୍ୟୁତ୍ ବିଭାଗ ବିରୁଦ୍ଧରେ ଟାଟା
Read More...

ନଗର କଂଗ୍ରେସ ପକ୍ଷରୁ କଂଗ୍ରେସର ୧୪୧ତମ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ନଗର କଂଗ୍ରେସ ସଭାପତି ବୁଲୁ ଦାନୀଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ କଂଗ୍ରେସ କାର୍ଯ୍ୟାଳୟରେ କଂଗ୍ରେସ ଦଳର ୧୪୧ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ପ୍ରଥମେ କଂଗ୍ରେସର ମହାପୁରୁଷମାନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ପରେ ଗାନ୍ଧୀନଗର ପଡାସ୍ଥିତ
Read More...