ଖପ୍ରାଖୋଲ ବନବିଭାଗର ଚଢ଼ାଉ : ୧୦ କ୍ୱିଣ୍ଟାଲ ଖଇର କାଠ ଜବତ
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ବନବିଭାଗ ଆଉଥରେ ପ୍ରମାଣ କରିଛି ଯେ, ଜଙ୍ଗଲ ଲୁଟେରା ଓ କାଠ ମାଫିଆଙ୍କ ପାଇଁ ଏହି ଅଞ୍ଚଳ ଆଉ ସୁରକ୍ଷିତ ନୁହେଁ । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସଠିକ୍ ସୂଚନା ଆଧାରରେ, ମଙ୍ଗଳବାର ରାତି ପ୍ରାୟ ୧୨ଟା ସମୟରେ ହରିଶଙ୍କର ରେଞ୍ଜ ଅଧିକାରୀ ଅରବିନ୍ଦ!-->…
Read More...
Read More...