ମା’ ନିତେଇ ଧୋବଣୀ ମନ୍ଦିରର ରତ୍ନମୁଦ ଉତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରବିବାର ଦିନ ବଲାଙ୍ଗିର, ବିଷ୍ଣୁମୁଣ୍ଡା ଠାରେ ନବନିର୍ମିତ ମା' ନିତେଇ ଧୋବଣୀଙ୍କ ଭବ୍ୟ ମନ୍ଦିରର ରତ୍ନମୁଦ ଉତ୍ସବ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ମନ୍ଦିରର ପୂଜକ ଚୈତରାମ ସେଠ୍‌ ଓ ଛବି ସେଠ୍‌ ପୂଜାର୍ଚ୍ଚନା କରିଥିଲେ । ଏହି ଉତ୍ସବରେ
Read More...

ରାଜ୍ୟ ନିର୍ବାଚନ ଆୟୁକ୍ତଙ୍କ ଦ୍ୱାରା ସୁବର୍ଣ୍ଣପୁର ଜିଲ୍ଲାପାଳ ସମ୍ବର୍ଦ୍ଧିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଭୁବନେଶ୍ୱର ଠାରେ ୧୬ତମ ଜାତୀୟ ମତଦାତା ଦିବସ ୨୦୨୬ (ମାଇ ଇଣ୍ଡିଆ) (ମାଇ ଭୋଟ) ରାଜ୍ୟସ୍ତରୀୟ ସମାରୋହରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ ସମ୍ୱର୍ଦ୍ଧିତ ହୋଇଛନ୍ତି । ରାଜ୍ୟ ନିର୍ବାଚନ ଆୟୁକ୍ତ ମଧୁସୂଦନ ପାଢ଼ୀଙ୍କ ଠାରୁ ଶ୍ରେଷ୍ଠ ଡିଇଓ
Read More...

ବିଶାଳ ଆଧ୍ୟାତ୍ମିକ ଶୋଭାଯାତ୍ରା ସହ ଶ୍ରୀ ଗୋପାଳଜୀଙ୍କ ମନ୍ଦିର ବିଜେ

ଭବ୍ୟ ସ୍ୱାଗତ କଲେ ସହର ବାସୀ ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ବିଶାଳ ଶୋଭାଯାତ୍ରାରେ ଜିଲ୍ଲା କୋଷାଗାରରୁ ମନ୍ଦିର ଅଭିମୁଖେ ବିଜେ କଲେ ଶ୍ରୀ ଗୋପାଳଜୀ ଚୋରୀ ହୋଇ ଦୀର୍ଘ ୪୨ ବର୍ଷ ପରେ ସିବିଆଇ ମାଲଖାନାରୁ ସୋନପୁରକୁ ପ୍ରତ୍ୟାବର୍ତ୍ତନ କରିଥିବା ଶ୍ରୀ ବଡ଼ ଗୋପାଳଜୀ ମହାପ୍ରଭୁ
Read More...

ଜିଲ୍ଲା ଲେଖକ ପରିଷଦର ନୂତନ କର୍ମକର୍ତ୍ତା ନିର୍ବାଚିତ

ବଲାଙ୍ଗିର/ସଦର, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲା ଲେଖକ ପରିଷଦର ଏକ ଗୁରୁତ୍ୱପୂର୍ଣ୍ଣ ସାଧାରଣ ସଭା ଓ ନୂତନ କର୍ମକର୍ତ୍ତା ନିର୍ବାଚନ କାର୍ଯ୍ୟକ୍ରମ ନାଟ୍ୟ ଭୂଷଣ ଜଗଦାନନ୍ଦ ଛୁରିଆଙ୍କ ପୌରହିତ୍ୟରେ‌ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସୈନିକ ଗୋଷ୍ଠୀ କେନ୍ଦ୍ର ସଭାଗୃହଠାରେ ଅନୁଷ୍ଠିତ
Read More...

ଜଗୁଆ ନିକଟସ୍ଥ ଖଲିଆପଡ଼ା ଗ୍ରାମରେ ସତ୍ୟସାଇ ସେବା ଅର୍ଗାନାଇଜେସନ୍‌

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଓଡ଼ିଶା ଦ୍ୱାରା ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ (ଶ୍ରୀ ସତ୍ୟସାଇ ନିର୍ମଳ ଝର୍ ୱାଟର ପ୍ରୋଜେକ୍ଟ) ଲୋକାର୍ପିତ ହୋଇଛି । ଏହି ଗ୍ରାମରେ ଏବଂ ତାହାର ଆସପାସ ଅଞ୍ଚଳରେ ଫ୍ଲୋରାଇଡ୍‌ ଯୁକ୍ତ ବିଷାକ୍ତ ପାନୀୟ ଜଳ ଗ୍ରହଣ କରି ଲୋକମାନେ ରୋଗାକ୍ରାନ୍ତ ହେଉଥିବା
Read More...

ସମସ୍ତଙ୍କ ପାଇଁ ଶିକ୍ଷା : ମିନି ମାରାଥନ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ ମିନି ମାରାଥନ କାର୍ଯ୍ୟକ୍ରମ ଆୟୋଜନ କରଯାଇଥିଲା । ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ କିଟ୍ କିସ୍ ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ତତ୍ତ୍ଵାବଧାନରେ ସମସ୍ତ ଜିଲ୍ଲା ସଦର ମହକୁମାରେ ସମସ୍ତଙ୍କ ପାଇଁ
Read More...

ଶିକେରପାଟ୍ ଚାମ୍ପିଅନ ଟ୍ରଫି କ୍ରିକେଟ ୨୦୨୬ରେ ରହେନମାଳକୁ ହରାଇ ସେମିଫାଇନାଲ୍‌ରେ ଦୁହେଲ ଦଳ

ଗୁଡ଼ଭେଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଗୁଡଭେଲା ବ୍ଳକ ଅନ୍ତର୍ଗତ ଜାମୁଟ ହାଇସ୍କୁଲ ଖେଳପଡିଆଠାରେ ଶିକେରପାଟ୍ ୟୁଥ୍ କ୍ଳବର ଆନୁକୂଲ୍ୟରେ ଆୟୋଜିତ ଶିକେରପାଟ୍ ଚାମ୍ପିଅନ ଟ୍ରଫି କ୍ରିକେଟ ୨୦୨୬ ଦିନକୁ ଦିନ ଅଧିକ ରୋମାଞ୍ଚକର ହୋଇଉଠୁଛି । ତୃତୀୟ ଦିବସରେ ଖେଳପଡିଆରେ ଦର୍ଶକଙ୍କ
Read More...

ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ସ୍ଥାନୀୟ ଏନ ଏ ସି ତରଫରୁ ଏକ ସ୍ୱଛତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଶ୍ରୀମତୀ ପ୍ରଣିତା ଦାସ, ଏସଡିପିଓ
Read More...

ମା’ ଦଶମତୀ କ୍ରିକେଟ କପ ଉଦଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକର କୁଟାସିଂହା ପଂଚାୟତ ଅନ୍ତର୍ଗତ କଣ୍ଟାପାଲି ଖେଳପଡିଆରେ ମା' ଦଶମତୀ କପ କ୍ରିକେଟ ପ୍ରତିଯୋଗିତା ଉଦଘାଟିତ ହୋଇଛି । ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟରେ ଅବସ୍ଥିତ ଥିବା ଅରୁଣାର ଜିଲ୍ଲା ପରାମର୍ଶଦାତା ପ୍ରମୋଦ
Read More...

କଣ୍ଟାବାଞ୍ଜିରେ ସମ୍ବାଦ ଆମ ଓଡ଼ିଶା ରକ୍ତଦାନ ଶିବିର

-ଜଣେ ଯୁବତୀ ସହ ୨୦ଜଣ ରକ୍ତଦାନ କଲେ କଣ୍ଟାବାଞ୍ଜି, (ପିତାମ୍ବର ଦୀପ) : ତୁରେକେଲା କଣ୍ଟାବାଞ୍ଜି ଶ୍ରୀହରି ଭବନ ଠାରେ ରବିବାର ସମ୍ବାଦ ଆମ ଓଡ଼ିଶା ଓ କଣ୍ଟାବାଞ୍ଜି ମାଟିର ମହୋତ୍ସବ କମିଟିର ମିଳିତ ଆନୁକୂଲ୍ୟରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ
Read More...