ବାରିପଦାରେ ଟ୍ରାଇବାଲ୍ ଥିଏଟର ସେଣ୍ଟର ଉଦଘାଟିତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ସ୍ଥାନୀୟ ମୁର୍ଗାବାଡିରେ ସାନ୍ତାଳୀ ଆର୍ଟ ଏଣ୍ଡ ଫିଲ୍ମ ଡେଭେଲପମେଣ୍ଟ ଫାଉଣ୍ଡେସନର ନବନିର୍ମିତ ଟ୍ରାଇବାଲ ଥିଏଟର ସେଣ୍ଟର ଉଦଘାଟିତ ହୋଇଯାଇଛି । ସମ୍ୱନ୍ୱିତ ଆଦିବାସୀ ବିକାଶ ପରିଷଦ ଦ୍ୱାରା ନିର୍ମିତ ଏହି ସେଣ୍ଟରକୁ ପୂର୍ବତନ ମନ୍ତ୍ରୀ ତଥା ଫାଉଣ୍ଡେସନର
Read More...

ରାସ୍ତା ନିର୍ମାଣ କାମ ହାତ ମାରିଲେ ରାସ୍ତା ଉପରୁ ପିଚୁ ଉଠିଯାଉଛି

ବରଗଡ଼, (ମୁନା ସାହୁ) : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ବଡ଼ବାଉସେନ ଗ୍ରାମ ପଞ୍ଚାୟତର ସାଲେଦମକି ଗ୍ରାମ ରାସ୍ତା ନିର୍ମାଣ କାମ ଏବେ ଗୁରୁତର ପ୍ରଶ୍ନର ସମ୍ମୁଖୀନ ହୋଇଛି । କଳଙ୍ଗାଡେରା ଠାରୁ ସାଲେଦମକି, ଭାୟା କୁର୍ଲାମୁଣ୍ଡା ଓ ବଡ଼ବାଉସେନ ଯାଉଥିବା ଏହି ରାସ୍ତାରେ କାମର ଗୁଣମାନ
Read More...

ହାସା-ଭାଷା ବିଜୟ ଦିବସ ପାଳନ ଅବସରରେ ସେଙ୍ଗେଲ ପକ୍ଷରୁ ସମାଜ ସୁଧାର ସଂକଳ୍ପ ସଭା ସହ ରାଷ୍ଟ୍ରପତିଙ୍କୁ ଦାବିପତ୍ର

ବାରିପଦା, (ଦେବସ୍ମିତ ଚୌଧୁରୀ) : ଆଦିବାସୀ ସେଙ୍ଗେଲ ଅଭିଯାନ ବାରିପଦା ଜୋନାଲ କମିଟିର ଉପସଭାପତି ବାହାଦୁର ମୁର୍ମୁ ଏବଂ ଅଲ୍ ଇଣ୍ଡିଆ ମାଝୀ-ପାର୍ଗାନା ମାଡୱା ମୟୂରଭଞ୍ଜ ଜିଲ୍ଲା କମିଟିର ସଭାପତି ବିକାଶ ଚନ୍ଦ୍ର ହେମ୍ବ୍ରମଙ୍କ ତତ୍ୱାବଧାନରେ ଭଞ୍ଜପୁର ଥାନା ଅନ୍ତର୍ଗତ ଜନାର୍ଦ୍ଦନପୁର
Read More...

ସରକାରଙ୍କ ଠାରୁ କୋଟି କୋଟି ଟଙ୍କା ଠକି ନେଉଛି ବୀମା କମ୍ପାନୀ : ଚାଷୀଙ୍କୁ ମିଳୁନି ଫସଲ ବୀମା

ଋଷିକୂଲ୍ୟା ରୟତ ମହାସଭାର ଅଭିଯୋଗ ବ୍ରହ୍ମପୁର, (ରବି ରଥ) : ପ୍ରାକୃତିକ ବିପର୍ଯ୍ୟୟରେ ଫସଲ କ୍ଷତି ହେଲେ ସେହି ଚାଷୀମାନଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ କେନ୍ଦ୍ର ସରକାର ଫସଲ ବୀମା ଯୋଜନା ଦେଶରେ ଲାଗୁ କରିଛନ୍ତି । ହେଲେ ଗଞ୍ଜାମ ଜିଲ୍ଲା ଚାଷୀ ଏହାର ସୁଫଳ ପାଇବାରୁ ବଞ୍ଚିତ
Read More...

ବିକଳ୍ପ ବିଚାର ଧାରାରେ ମାହେଶ୍ୱରୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ମାହେଶ୍ୱରୀ ପକ୍ଷରୁ ଏକ ସାଧାରଣ ବୈଠକ ବେବି ବବଲ୍ସ ପ୍ଲେ ସ୍କୁଲ, ଖୁଜେନପାଲି ଠାରେ ଆୟୋଜିତ ହୋଇଥିଲା । ଏହି ବୈଠକରେ ସମାଜର ବର୍ତ୍ତମାନ ସମସ୍ୟା, ସାମାଜିକ କାର୍ଯ୍ୟର ଆବଶ୍ୟକତା, ସଂଗଠନର ଶକ୍ତି ବୃଦ୍ଧି ଓ
Read More...

୫୪ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍‌ଯାପିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ୫୪ ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ସଂସଦର କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ର ଓ ସାଧାରଣ ସଂପାଦକ ହରି ନାରାୟଣ ପୁଜାରୀଙ୍କ
Read More...

ଆଜି ମୁରିବାହାଲ ଧନୁଯାତ୍ରା ମହୋତ୍ସବର ଉଦଯାପନୀ : ଷଷ୍ଠ ସନ୍ଧ୍ୟାରେ କଂସଙ୍କ ରଙ୍ଗସଭା ଓ ଅକୃର ପ୍ରେରଣ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାରେ ଚାଲିଥିବା ସପ୍ତମ ବିରାଟ ଧନୁଯାତ୍ରା ମହୋତ୍ସବ ଆଜି ମଙ୍ଗଳବାର ରାତିରେ ଉଦଯାପିତ ହେବ । ଷଷ୍ଠ ଦିବସ ସନ୍ଧ୍ୟାରେ ମଥୁରାର ମହାରାଜ କଂସଙ୍କ ରଙ୍ଗସଭା ଓ ଅକୃରଙ୍କୁ ଗୋପପୁର ପ୍ରେରଣ ନାଟକ ମଞ୍ଚସ୍ଥ
Read More...

ବିକାଶଶୀଳ ପ୍ରଯୁକ୍ତି ବିଦ୍ୟାର ଉଦୀୟମାନ ଧାରା : ୩ ଦିନିଆ ବିପିୟୁଟି ବହୁ-ଆନ୍ତର୍ଜାତୀୟ ସମ୍ମିଳନୀ ଉଦଯାପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଶାର ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ରାଉରକେଲା ଛେଣ୍ଡ କ୍ୟାମ୍ପସରେ ବିକାଶଶୀଳ ପ୍ରଯୁକ୍ତିବିଦ୍ୟାର ଉଦୀୟମାନ ଧାରା ଉପରେ ତିନି ଦିନିଆ ବିପିୟୁଟି ବହୁ-ଆନ୍ତର୍ଜାତୀୟ ସମ୍ମିଳନୀ ରବିବାର ଦିନ ଉଦଯାପିତ ହୋଇଯାଇଛି । ଏହି ସମ୍ମିଳନୀରେ ୩୦୦ରୁ
Read More...

ଡିସେମ୍ବର ୨୪ ଓ ୨୫ ତାରିଖରେ ରାଉରକେଲା ସିଭିଲ୍ ଟାଉନସିପ୍ ଏଲଆଇସି ଗ୍ରାଉଣ୍ଡରେ ଆୟୋଜିତ ହେବ ଲାୟନ୍ସ ଫେଟ୍ ୨୦୨୫

ରାଉରକେଲା, (ସସ୍ମିତା ପ୍ରଧାନ) : ଚଳିତ ଡିସେମ୍ବର ୨୪ ଓ ୨୫ ତାରିଖ ଦୁଇଦିନ ଧରି ସିଭିଲ୍ ଟାଉନସିପ୍ ଏଲଆଇସି ପଡିଆରେ ଆୟୋଜିତ ହେବାକୁ ଯାଉଛି ଲାୟନ୍ସ ଫେଟ୍ । ଲାୟନ୍ସ କ୍ଲବ ଅଫ୍ ରାଉରକେଲା ବେଦବ୍ୟାସ ପକ୍ଷରୁ ସିଭିଲ୍ ଟାଉନ୍ ସିପ୍ ଲାୟନ୍ସ ଆଇ ହସ୍ପିଟାଲଠାରେ ଅନୁଷ୍ଠିତ ଏକ ସାମ୍ବାଦିକ
Read More...

ମାୟାବର୍ହା ହାଇସ୍କୁଲରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହାରେ ପ୍ରଧାନଶିକ୍ଷକ ଡ. ରବିଚନ୍ଦ୍ର ପଶୟତଙ୍କ ଅଧ୍ୟକ୍ଷତାରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପରିଚାଳନା କମିଟି ସଦସ୍ୟ
Read More...