ବଲାଙ୍ଗିର ଶାନ୍ତିପଡ଼ାର ଯୁବକ ମୁଟୁ ନିଖୋଜ୍
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଶାନ୍ତିପଡ଼ାର ଜଣେ ଯୁବକ ନିଖୋଜ୍ ଥିବା ନେଇ ତାଙ୍କ ପରିବାର ଲୋକେ ସୂଚନା ଦେଇଛନ୍ତି । ନିଖୋଜ୍ ଯୁବକ ଜଣକ ହେଲେ ପ୍ରବୀଣ ମହାଲିଙ୍ଗ ଓରଫ୍ ମୁଟୁ (୫୨) । ପରିବାର ବର୍ଗଙ୍କ ସୂଚନା ଅନୁସାରେ ଗତ ସଂଧ୍ୟା ସମୟରୁ ମୁଟୁ ନିଖୋଜ୍ ହୋଇଯାଇଛନ୍ତି ।!-->…
Read More...
Read More...