ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନ୍ୟୁଜିଲ୍ୟାଣ୍ଡ ପ୍ରଧାନମନ୍ତ୍ରୀଙ୍କ ସହ ଟେଲିଫୋନ ଯୋଗେ ଆଲୋଚନା କରିଛନ୍ତି

ଉଭୟ ପ୍ରଧାନମନ୍ତ୍ରୀ ମିଳିତ ଭାବେ ଭାରତ-ନ୍ୟୁଜିଲ୍ୟାଣ୍ଡ ମୁକ୍ତ ବାଣିଜ୍ୟ ଚୁକ୍ତି ସମ୍ପର୍କରେ କଲେ ଘୋଷଣାଏହି ମୁକ୍ତ ବାଣିଜ୍ୟ ଚୁକ୍ତି ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ନିବେଶ, ନବାଚାର ଏବଂ ମିଳିତ ସୁଯୋଗକୁ ପ୍ରୋତ୍ସାହିତ କରିବ ବୋଲି ଉଭୟ ନେତାଙ୍କ ମତଉଭୟ ପ୍ରଧାନମନ୍ତ୍ରୀ ରକ୍ଷା, କ୍ରୀଡ଼ା,
Read More...

ବାରିପଦାରେ ଟ୍ରାଇବାଲ୍ ଥିଏଟର ସେଣ୍ଟର ଉଦଘାଟିତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ସ୍ଥାନୀୟ ମୁର୍ଗାବାଡିରେ ସାନ୍ତାଳୀ ଆର୍ଟ ଏଣ୍ଡ ଫିଲ୍ମ ଡେଭେଲପମେଣ୍ଟ ଫାଉଣ୍ଡେସନର ନବନିର୍ମିତ ଟ୍ରାଇବାଲ ଥିଏଟର ସେଣ୍ଟର ଉଦଘାଟିତ ହୋଇଯାଇଛି । ସମ୍ୱନ୍ୱିତ ଆଦିବାସୀ ବିକାଶ ପରିଷଦ ଦ୍ୱାରା ନିର୍ମିତ ଏହି ସେଣ୍ଟରକୁ ପୂର୍ବତନ ମନ୍ତ୍ରୀ ତଥା ଫାଉଣ୍ଡେସନର
Read More...

ରାସ୍ତା ନିର୍ମାଣ କାମ ହାତ ମାରିଲେ ରାସ୍ତା ଉପରୁ ପିଚୁ ଉଠିଯାଉଛି

ବରଗଡ଼, (ମୁନା ସାହୁ) : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ବଡ଼ବାଉସେନ ଗ୍ରାମ ପଞ୍ଚାୟତର ସାଲେଦମକି ଗ୍ରାମ ରାସ୍ତା ନିର୍ମାଣ କାମ ଏବେ ଗୁରୁତର ପ୍ରଶ୍ନର ସମ୍ମୁଖୀନ ହୋଇଛି । କଳଙ୍ଗାଡେରା ଠାରୁ ସାଲେଦମକି, ଭାୟା କୁର୍ଲାମୁଣ୍ଡା ଓ ବଡ଼ବାଉସେନ ଯାଉଥିବା ଏହି ରାସ୍ତାରେ କାମର ଗୁଣମାନ
Read More...

ହାସା-ଭାଷା ବିଜୟ ଦିବସ ପାଳନ ଅବସରରେ ସେଙ୍ଗେଲ ପକ୍ଷରୁ ସମାଜ ସୁଧାର ସଂକଳ୍ପ ସଭା ସହ ରାଷ୍ଟ୍ରପତିଙ୍କୁ ଦାବିପତ୍ର

ବାରିପଦା, (ଦେବସ୍ମିତ ଚୌଧୁରୀ) : ଆଦିବାସୀ ସେଙ୍ଗେଲ ଅଭିଯାନ ବାରିପଦା ଜୋନାଲ କମିଟିର ଉପସଭାପତି ବାହାଦୁର ମୁର୍ମୁ ଏବଂ ଅଲ୍ ଇଣ୍ଡିଆ ମାଝୀ-ପାର୍ଗାନା ମାଡୱା ମୟୂରଭଞ୍ଜ ଜିଲ୍ଲା କମିଟିର ସଭାପତି ବିକାଶ ଚନ୍ଦ୍ର ହେମ୍ବ୍ରମଙ୍କ ତତ୍ୱାବଧାନରେ ଭଞ୍ଜପୁର ଥାନା ଅନ୍ତର୍ଗତ ଜନାର୍ଦ୍ଦନପୁର
Read More...

ସରକାରଙ୍କ ଠାରୁ କୋଟି କୋଟି ଟଙ୍କା ଠକି ନେଉଛି ବୀମା କମ୍ପାନୀ : ଚାଷୀଙ୍କୁ ମିଳୁନି ଫସଲ ବୀମା

ଋଷିକୂଲ୍ୟା ରୟତ ମହାସଭାର ଅଭିଯୋଗ ବ୍ରହ୍ମପୁର, (ରବି ରଥ) : ପ୍ରାକୃତିକ ବିପର୍ଯ୍ୟୟରେ ଫସଲ କ୍ଷତି ହେଲେ ସେହି ଚାଷୀମାନଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ କେନ୍ଦ୍ର ସରକାର ଫସଲ ବୀମା ଯୋଜନା ଦେଶରେ ଲାଗୁ କରିଛନ୍ତି । ହେଲେ ଗଞ୍ଜାମ ଜିଲ୍ଲା ଚାଷୀ ଏହାର ସୁଫଳ ପାଇବାରୁ ବଞ୍ଚିତ
Read More...

ବିକଳ୍ପ ବିଚାର ଧାରାରେ ମାହେଶ୍ୱରୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ମାହେଶ୍ୱରୀ ପକ୍ଷରୁ ଏକ ସାଧାରଣ ବୈଠକ ବେବି ବବଲ୍ସ ପ୍ଲେ ସ୍କୁଲ, ଖୁଜେନପାଲି ଠାରେ ଆୟୋଜିତ ହୋଇଥିଲା । ଏହି ବୈଠକରେ ସମାଜର ବର୍ତ୍ତମାନ ସମସ୍ୟା, ସାମାଜିକ କାର୍ଯ୍ୟର ଆବଶ୍ୟକତା, ସଂଗଠନର ଶକ୍ତି ବୃଦ୍ଧି ଓ
Read More...

୫୪ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍‌ଯାପିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ୫୪ ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ସଂସଦର କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ର ଓ ସାଧାରଣ ସଂପାଦକ ହରି ନାରାୟଣ ପୁଜାରୀଙ୍କ
Read More...

ଆଜି ମୁରିବାହାଲ ଧନୁଯାତ୍ରା ମହୋତ୍ସବର ଉଦଯାପନୀ : ଷଷ୍ଠ ସନ୍ଧ୍ୟାରେ କଂସଙ୍କ ରଙ୍ଗସଭା ଓ ଅକୃର ପ୍ରେରଣ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାରେ ଚାଲିଥିବା ସପ୍ତମ ବିରାଟ ଧନୁଯାତ୍ରା ମହୋତ୍ସବ ଆଜି ମଙ୍ଗଳବାର ରାତିରେ ଉଦଯାପିତ ହେବ । ଷଷ୍ଠ ଦିବସ ସନ୍ଧ୍ୟାରେ ମଥୁରାର ମହାରାଜ କଂସଙ୍କ ରଙ୍ଗସଭା ଓ ଅକୃରଙ୍କୁ ଗୋପପୁର ପ୍ରେରଣ ନାଟକ ମଞ୍ଚସ୍ଥ
Read More...

ବିକାଶଶୀଳ ପ୍ରଯୁକ୍ତି ବିଦ୍ୟାର ଉଦୀୟମାନ ଧାରା : ୩ ଦିନିଆ ବିପିୟୁଟି ବହୁ-ଆନ୍ତର୍ଜାତୀୟ ସମ୍ମିଳନୀ ଉଦଯାପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଶାର ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ରାଉରକେଲା ଛେଣ୍ଡ କ୍ୟାମ୍ପସରେ ବିକାଶଶୀଳ ପ୍ରଯୁକ୍ତିବିଦ୍ୟାର ଉଦୀୟମାନ ଧାରା ଉପରେ ତିନି ଦିନିଆ ବିପିୟୁଟି ବହୁ-ଆନ୍ତର୍ଜାତୀୟ ସମ୍ମିଳନୀ ରବିବାର ଦିନ ଉଦଯାପିତ ହୋଇଯାଇଛି । ଏହି ସମ୍ମିଳନୀରେ ୩୦୦ରୁ
Read More...

ଡିସେମ୍ବର ୨୪ ଓ ୨୫ ତାରିଖରେ ରାଉରକେଲା ସିଭିଲ୍ ଟାଉନସିପ୍ ଏଲଆଇସି ଗ୍ରାଉଣ୍ଡରେ ଆୟୋଜିତ ହେବ ଲାୟନ୍ସ ଫେଟ୍ ୨୦୨୫

ରାଉରକେଲା, (ସସ୍ମିତା ପ୍ରଧାନ) : ଚଳିତ ଡିସେମ୍ବର ୨୪ ଓ ୨୫ ତାରିଖ ଦୁଇଦିନ ଧରି ସିଭିଲ୍ ଟାଉନସିପ୍ ଏଲଆଇସି ପଡିଆରେ ଆୟୋଜିତ ହେବାକୁ ଯାଉଛି ଲାୟନ୍ସ ଫେଟ୍ । ଲାୟନ୍ସ କ୍ଲବ ଅଫ୍ ରାଉରକେଲା ବେଦବ୍ୟାସ ପକ୍ଷରୁ ସିଭିଲ୍ ଟାଉନ୍ ସିପ୍ ଲାୟନ୍ସ ଆଇ ହସ୍ପିଟାଲଠାରେ ଅନୁଷ୍ଠିତ ଏକ ସାମ୍ବାଦିକ
Read More...