ଲୋଇସିଂହା ବ୍ଳକ କଳାକାର ସଂଘର ସମାବେଶ
ଲୋଇସିଂହା, (କେପିଏନ୍ଏସ୍) : ଲୋଇସିଂହା ବ୍ଲକ କଳାକାର ସଂଘର ସମାବେଶ ସ୍ଥାନୀୟ କୁଶମେଲ ସାପ୍ତାହିକ ବଜାର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକର ବିଭିନ୍ନ ପ୍ରାନ୍ତରୁ ଶତାଧିକ କଳାକାର ଯୋଗଦେଇଥିଲେ। ମା' କୁଶଙ୍ଗେଇ ଦେଵୀ କଳା ପରିଷଦର ଆବାହକ କରୁଣାକର ବାଗଙ୍କ ସଭାପତିତ୍ୱରେ!-->…
Read More...
Read More...