csstore

ପାଇକମାଲ ସ୍ବଂୟ ସହାୟିକା ଗୋଷ୍ଠୀର ଧାରଣା ପ୍ରତ୍ୟାହାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ଅଧିନସ୍ଥରେ ଥିବା ଆଇସିଡିଏସ.ର ଛତୁଆ ବଣ୍ଟନ ଚୟନରେ ଅନିୟମିତତା ଅଭିଯୋଗ କରି ପାଇକମାଲ ବ୍ଲକ ଅଫିସର ଠାରେ ଦୀର୍ଘ ୧୨ ଦିନ ଧରି ହେଲା ସ୍ବଂୟ ସହାୟିକା ଗୋଷ୍ଠୀ ଗୁଡିକର ସଦସ୍ୟା ମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ବସିଥିଲେ । ଏହି ସମସ୍ୟାର ସମାଧାନ ପାଇଁ ହାଇକୋର୍ଟଙ୍କ ଆଶ୍ରୟ ନିଆ ଯାଇଥିଲା । ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଓ ବରଗଡ଼ ଜିଲ୍ଲାପାଳଙ୍କ ଆଦେଶ ମତେ ପଦ୍ମପୁର ଉପ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନଙ୍କ ୨ ମାସ ମଧ୍ୟରେ ତାର ନିଷ୍ପତ୍ତି ନିଆଯିବ ବୋଲି ପ୍ରତିଶୃତି ଦେବା ପରେ ସଦସ୍ୟ ମାନେ ଆଜି ଧାରଣାରୁ ଉଠିଥିଲେ ।

jayashree
Leave A Reply

Your email address will not be published.