Monthly Archives

February 2026

ସାଇନପଡା ଜଙ୍ଗଲ ଅଞ୍ଚଳରୁ ୧୨ ଏକର ଗଞ୍ଜେଇ ଗଛ ପୋଡାଗଲା

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ. ନୂଆଗାଁ ଥାନା ସାଇନ୍ ପଡା ଅଞ୍ଚଳରୁ ବେଆଇନ ଭାବେ ଲଗା ଯାଇଥିବା ଗଞ୍ଜେଇ ଚାଷକୁ କ. ନୂଆଗାଁ ପୋଲିସ ବିଭାଗ ଓ ଅବକାରୀ ବିଭାଗର ମିଳିତ ଭାବେ ଚଢ଼ାଉ କରି ଗଞ୍ଜେଇ ଗଛ କାଟି ନିଆଁ ଲଗାଇ ପୋଡି ନଷ୍ଟ
Read More...

ସରପଞ୍ଚ ଓ ପିଇଓ ମାନଙ୍କ ପାଇଁ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷାର ଯୋଜନା ପ୍ରସ୍ତୁତି ତାଲିମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଗୁଡଭେଲା ବ୍ଲକ୍ ସମ୍ମିଳନୀ କକ୍ଷଠାରେ ଅରୁଣା ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ବଲାଙ୍ଗିରର ଆୟୋଜନ କ୍ରମେ ସରପଞ୍ଚ ଓ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀମାନଙ୍କ ପାଇଁ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷାର ଯୋଜନା ପ୍ରସ୍ତୁତି
Read More...

ବିଜେପି କାର୍ଯ୍ୟକର୍ତ୍ତା ପଦ୍ମନ ପ୍ରଧାନଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ଚଣ୍ଡୀଭଟା ଗ୍ରାମପଞ୍ଚାୟତର ଜଟେଶିରା ଗ୍ରାମର ପଦ୍ମନ ପ୍ରଧାନ (୬୭)ଙ୍କ ମଙ୍ଗଳବାର ଦିନ ଦେହାନ୍ତ ହୋଇଛି । ତାଙ୍କର ମେରୁଦଣ୍ଡ ଅସ୍ଥିର ଠିକ୍ ତଳ ଭାଗରେ ଥିବା ଭେନ୍ ବ୍ଲକ ହେବା କାରଣରୁ ରାୟପୁରର ସପ୍ତଗିରି
Read More...

ପବିତ୍ର ଶିବ ଚତୁର୍ଦ୍ଦଶୀ ପାଇଁ ବିଭିନ୍ନ ଶିବ ମନ୍ଦିର ଚଳ ଚଞ୍ଚଳ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ଓ ଆଖପାଖ ଅଞ୍ଚଳର ଶିବ ମନ୍ଦିର ପବିତ୍ର ଶିବରାତ୍ରୀ ଅବସରରେ ଚଳଚଞ୍ଚଳ ହୋଇଉଠିଛି । ବିଭିନ୍ନ ଶୈବ ପୀଠ ମାନଙ୍କରେ ବଡି ଭୋରରୁ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ସେହିପରି ମଙ୍ଗଳପୁର ଶିବମନ୍ଦିରଠାରେ ଆୟୋଜିତ ଅଷ୍ଟପ୍ରହର ନାମଯଜ୍ଞ
Read More...

ପ୍ରିୟ ପତ୍ର ସମ୍ମାନ – ୨୦୨୬ ପାଇଲେ ଯୁବ ଗାଳ୍ପିକା ରଶ୍ମି ରଞ୍ଜିତା ସିଂହ

ବିଜେପୁର, (କେପିଏନ୍‌ଏସ୍‌) : ମର୍ଯ୍ୟାଦା ଜନକ ସାହିତ୍ୟ ସମ୍ମାନ କ୍ରମରେ ପ୍ରିୟ ପତ୍ର ସମ୍ମାନ -୨୦୨୬ ପାଇଲେ ଯୁବ ଗାଳ୍ପିକା ରଶ୍ମି ରଞ୍ଜିତା ସିଂହ । ପୁରୀରୁ ପ୍ରକାଶିତ ସମ୍ଭ୍ରାନ୍ତ ସାହିତ୍ୟ ପତ୍ରିକା ପ୍ରିୟ ପତ୍ରର ମର୍ଯ୍ୟାଦା ଜନକ ତଥା ଶ୍ରେଷ୍ଠ ସମ୍ମାନ ପ୍ରିୟ ପତ୍ର ସମ୍ମାନ-୨୦୨୬
Read More...

ବରିଷ୍ଠ ନାଗରିକଙ୍କ ପାଇଁ ଏକ ସପ୍ତାହ ପାଳନ ଅବସରରେ “ସମ୍ମାନ ଓ ବିଚାର ବିନିମୟ କାର୍ଯ୍ୟକ୍ରମ” ଆୟୋଜିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସମାଜକୁ ବରିଷ୍ଠ ନାଗରିକମାନଙ୍କର ଅବଦାନକୁ ସ୍ୱୀକାର କରି ସେମାନଙ୍କ ପ୍ରତି ସମାଜର ଆନୁଗତ୍ୟ ପ୍ରକାଶ କରିବା ଉଦ୍ଦେଶ୍ୟରେ ବରିଷ୍ଠ ନାଗରିକଙ୍କ ପାଇଁ ଏକ ସପ୍ତାହ ଗଞ୍ଜାମ ଜିଲ୍ଲା ପ୍ରଶାସନ ପାଳନ କରୁଛି । ଏହି ପରିପ୍ରେକ୍ଷୀରେ ଅପରାହ୍ନରେ
Read More...

ଯୁଗ୍ମ କମିଟିରୁ ଗାଙ୍ଗପୁର ମଜଦୁର ମଞ୍ଚର ପଦାଧିକାରୀଙ୍କୁ ବାହାର କଲା ରାଉରକେଲା ଶ୍ରମିକ ସଂଘ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଇସ୍ପାତ କାରଖାନାରେ ଗତ ୧୫ ନଭେମ୍ବର ୨୦୨୪ ରେ ୟୁନିଅନ ସ୍ୱୀକୃତି ନିର୍ବାଚନ ହୋଇଥିଲା । ଉକ୍ତ ନିର୍ବାଚନରେ ଗାଙ୍ଗପୁର ମଜଦୁର ମଞ୍ଚ (ଜିଏମଏମ) ଏବଂ ରାଉରକେଲା ଶ୍ରମିକ ସଂଘ (ଆରଏସଏସ୍) ମିଳିତ ଭାବେ ନିର୍ବାଚନ ଲଢ଼ି ରାଉରକେଲା ଶ୍ରମିକ ସଂଘକୁ
Read More...

ତିନି ଦିବସୀୟ ଜିଲ୍ଲା ଉନ୍ନୟନ ପ୍ରଦର୍ଶନୀ ସଂପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ମହାଶିବରାତ୍ରି ଉପଲକ୍ଷେ ରାଉରକେଲାର ପବିତ୍ର ବେଦବ୍ୟାସ ପୀଠରେ ଆରମ୍ଭ ହୋଇଥିବା ତିନି ଦିବସୀୟ ଜିଲ୍ଲା ଉନ୍ନୟନ ପ୍ରଦର୍ଶନୀ ସନ୍ଧ୍ୟାରେ ସଂପନ୍ନ ହୋଇଯାଇଛି । ସମାପନ ସମାରୋହରେ ଲାଠିକଟା ତହସିଲଦାର ମୂରଲିଧର ଉର୍ମାଲ ମୁଖ୍ୟ ଅତିଥି ଭାବରେ ଯୋଗଦାନ
Read More...

ସାର କଳାବଜାରୀ ଅଭିଯୋଗ ଆଣିଲେ ଚାଷୀ

ବରଗଡ, (ମୁନ୍ନା ସାହୁ) : ସୋହେଲା ଓ ଭଟଲି ବ୍ଲକର ଚାଷୀ ମଙ୍ଗଳବାର ମଧ୍ୟାହ୍ନ ୧ ଘଣ୍ଟା ସମୟରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟଳୟ ଦ୍ୱାରସ୍ଥ ହୋଇଛନ୍ତି । ସୂଚନା ଅନୁସାରେ ୟୁରିଆ ସାର ୨୬୬ ଟଙ୍କା ୫୦ ପଇସା ହୋଇଥିବା ବେଳେ ତାହା ବଜାରରେ ୫୦୦ ରୁ ୫୫୦ ଟଙ୍କା ଅଧିକ ଦରରେ ବିକ୍ରି
Read More...

ମୁରିବାହାଲ ବ୍ଲକସ୍ତରୀୟ ବୃତ୍ତି ପରୀକ୍ଷାରେ କୃତୀ ଛାତ୍ରଛାତ୍ରୀଙ୍କ ସମ୍ବର୍ଦ୍ଧନା କାର୍ୟ୍ୟକ୍ରମ…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାରେ ଥିବା ପଞ୍ଚାୟତି ଉଚ୍ଚ ବିଦ୍ୟାଳୟଠାରେ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ୨୦୨୫-୨୬ ବର୍ଷ ପାଇଁ ବ୍ଲକର ବିଭିନ୍ନ ବୃତ୍ତି ପରୀକ୍ଷାରେ କୃତିତ୍ଵ ଲାଭ କରିଥିବା ଛାତ୍ରଛାତ୍ରୀଙ୍କ
Read More...