ପଦ୍ମପୁର ଟାଉନ କ୍ଲବ ତରଫରୁ ରେଡକ୍ରସ ପାଣ୍ଠିକୁ ଅର୍ଥରାଶି ପ୍ରଦାନ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଞ୍ଚମ ପଦ୍ମପୁର ଲୋକ ମହୋତ୍ସବ ସମୟରେ ଜନସାଧାରଣଙ୍କ ଯାତାୟତର ଭିଡ଼କୁ ଶୃଙ୍ଖଳିତ କରିବା ପାଇଁ ଟାଉନ୍ କ୍ଲବ ତରଫରୁ ଯାନବାହାନ ରଖିବା ପାଇଁ ପାର୍କିଂ ବ୍ୟବସ୍ଥା କରାଯାଇଥିଲା ଯାହାକି ୪୦ ହଜାର ଟଙ୍କା ସଂଗୃହୀତ ହୋଇଥିଲା । ସଂଗୃହୀତ ପାର୍କିଂ ରାଶିକୁ!-->…
Read More...
Read More...