Daily Archives

ଚୁଡାପାଲି ଶିଶୁମନ୍ଦିରର ବାର୍ଷିକ ଉତ୍ସବ

ଯୋଗଦେଲେ ବିଧାୟକ କଳିକେଶ ନାରାୟଣ ସିଂହଦେଓ ସଦରବ୍ଲକ, (ରାଜେଶ ଦଣ୍ଡସେନା) : ସରସ୍ୱତୀ ଶିଶୁଵିଦ୍ୟାମନ୍ଦିର ଚୁଡାପାଲିର ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ପରିଚାଳନା ସମିତିର ଉପସଭାପତି ସଞ୍ଜୀବ କୁମାର ମେହେରଙ୍କ ସଭାପତିତ୍ୱରେ ଏହି ଉତ୍ସବ ପାଳିତ ହୋଇଯାଇଛି । ମୁଖ୍ୟ
Read More...

ଆସନ୍ତା ଫେବୃୟାରୀ ୧୨ରୁ ପଦ୍ମପୁର ଠାରେ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଆର୍‌ବି ହାଇସ୍କୁଲ ଖେଳ ପଡିଆ ଠାରେ ଆସନ୍ତା ୧୨ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ପଦ୍ମପୁର କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଆୟୋଜନ ହେଉଛି । ସ୍ପୋର୍ଟସ ଆସୋସିଏସନ୍ ତରଫରୁ ଆୟୋଜିତ ହେଉଥିବା ଏହି ଚାରିଦିନିଆ ଫୁଟବଲ
Read More...

ପିଏମଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ

"କ୍ରୀଡା ଉତ୍ସବ : ପ୍ରତିଭାର ମଞ୍ଚ" ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଗାନ୍ଧୀନଗର ପଡା ସ୍ଥିତ ପିଏମଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ମିନି ଷ୍ଟାଡିୟମ ଠାରେ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ ହୋଇଯାଇଛି । ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନ ଶିକ୍ଷୟିତ୍ରୀ ସ୍ୱରୂପା
Read More...

ମାର୍ଚ୍ଚ ମାସ ସୁଦ୍ଧା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ସମାପ୍ତି କରିବାକୁ ମନ୍ତ୍ରୀଙ୍କ ତାଗିଦ୍

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଏବଂ ଏହାର ସୀମାନ୍ତ ପୁରୀ ଜିଲ୍ଲାର ପାରିକୁଦ ଓ ମାଲୁଦ ଅଞ୍ଚଳରେ ପାନୀୟଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ନେଇ ବହୁପ୍ରତିବନ୍ଧକ ଦେଖାଦେଇଛି । ବିଶେଷ କରି ଗଞ୍ଜାମ ଜିଲ୍ଲା ଏବଂ ଏହାର ସୀମାନ୍ତବର୍ତ୍ତୀ ପୁରୀ ଜିଲ୍ଲାର ପାରିକୁଦ ଓ
Read More...

ଗଞ୍ଜାମ ସହରରେ ଠାକୁର ଅଭିରାମ ପରମହଂସଙ୍କ ସତସଙ୍ଗ ସମାରୋହ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବଙ୍କ ପ୍ରବର୍ତ୍ତିତଙ୍କ ଗୋଷ୍ଠୀ ସତସଙ୍ଗ ସମାରୋହ ଗଞ୍ଜାମ ସହରରେ ଗତ ସୋମବାର ବର୍ଣ୍ଣାଢ଼୍ୟ ସମାରୋହରେ ସମ୍ପନ୍ନ ହୋଇଯାଇଛି । ଜାତୀୟ ରାଜପଥସ୍ଥ ଥାନା ପାର୍ଶ୍ଵସ୍ଥ ଅଞ୍ଚଳରେ ବେଣୁପାଣି, ଶୁକୁରିଆ ସ୍ୱାଇଁ ଓ
Read More...

୬ ଫେବୃଆରୀରେ ଅନୁଷ୍ଠିତ ହେବ ପରୀକ୍ଷା ପେ ଚର୍ଚ୍ଚାର ୯ମ ସଂସ୍କରଣ

ଦେଶବ୍ୟାପୀ ‘ପରୀକ୍ଷା ପେ ଚର୍ଚ୍ଚା’ର ପ୍ରଥମଥର ଏକାଧିକ ସ୍ଥାନରେ ସମୟକାଳୀନ ଆୟୋଜନ ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଛାତ୍ରଛାତ୍ରୀମାନଙ୍କ ସହିତ ଅନନ୍ୟ ପାରସ୍ପରିକ କ୍ରିୟାଶୀଳ କାର୍ଯ୍ୟକ୍ରମ “ପରୀକ୍ଷା ପେ ଚର୍ଚ୍ଚା (ପିପିସି)” ଶୁକ୍ରବାର, ୬
Read More...

ଅମୃତ ଭାରତ ଷ୍ଟେସନ ଯୋଜନାରେ ୧୭୨ଟି ଷ୍ଟେସନ କାର୍ଯ୍ୟ ସମ୍ପୂର୍ଣ୍ଣ : ଅଶ୍ୱିନୀ ବୈଷ୍ଣବ

ଭାରତୀୟ ରେଳବାଇରେ ସେତୁ ସୁରକ୍ଷାକୁ ପ୍ରାଥମିକତା: ବର୍ଷକୁ ଦୁଇଥର ସମସ୍ତ ସେତୁ ଯାଞ୍ଚ୨,୩୩୭ରୁ ୪୨,୬୭୭: ଏଲଏଚବି କୋଚ୍ ଉତ୍ପାଦନରେ ୧୮ ଗୁଣରୁ ଅଧିକ ବୃଦ୍ଧିରେଳ ଷ୍ଟେସନରେ ୧୧,୬୫୦ ଷ୍ଟଲ/ୟୁନିଟ ଆବଣ୍ଟନ; ଏସସି/ଏସଟି ସମେତ ଯୋଗ୍ୟ ଆବେଦନକାରୀଙ୍କୁ ଲାଭ ଷ୍ଟେସନର ପୁନର୍ବିକାଶଦୀର୍ଘକାଳୀନ
Read More...

ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି: କୃଷି ଏବଂ ଦୁଗ୍ଧ ଉତ୍ପାଦନ କ୍ଷେତ୍ରକୁ ନେଇ କୌଣସି ସାଲିସ୍ ହୋଇନାହିଁ

ଚାଷୀଙ୍କ ହିତ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ରଖାଯାଇଛି : ଶ୍ରୀ ଶିବରାଜ ସିଂ ଚୌହାନଶୁଳ୍କ ହ୍ରାସ ଦ୍ୱାରା ଚାଉଳ, ମସଲା ଏବଂ ବୟନ ରପ୍ତାନିକୁ ମିଳିବ ପ୍ରୋତ୍ସାହନ, କପା ଚାଷୀଙ୍କ ଆୟ ବୃଦ୍ଧି ପାଇବ: କେନ୍ଦ୍ର କୃଷି ମନ୍ତ୍ରୀ ନୂଆଦିଲ୍ଲୀ, (ପିଆଇବି) : ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିକୁ
Read More...