Daily Archives

ଆମରଣ ଅନଶନ ପ୍ରତ୍ୟାହାର ପରେ ବିଭାଗୀୟ ତଦନ୍ତ ଆରମ୍ଭ

ଜୟପାଟଣା, (ଶେଷଦେବ ବେହେରା) : ଇନ୍ଦ୍ରାବତୀ ଜଳ ସମ୍ପଦ ବିଭାଗର ଉନ୍ନୟନ କାର୍ଯ୍ୟରେ ବ୍ୟାପକ ଦୁର୍ନୀତିକୁ ନେଇ ସମାଜସେବୀ ଚିନ୍ତାମଣି କୁମାର ଇନ୍ଦ୍ରାବତୀ ଜଳ ସମ୍ପଦ ବିଭାଗର ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପରିସରରେ ଆମରଣ ଅନଶନ ଆରମ୍ଭ କରିଥଲେ । ଅନଶନର ଛଅ ଘଣ୍ଟା ପରେ ମୁଖ୍ୟ
Read More...

ଉପଖଣ୍ଡ କ୍ରୀଡା ସଂଘ କପ : ରାଜ୍ୟ ସ୍ତରୀୟ ଫୁଟବଲ ଚମ୍ପିୟାନସିପ ଉଦଘାଟିତ, ଏଫ. ସି. ସମ୍ବଲପୁର ବିଜୟୀ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉପଖଣ୍ଡ କ୍ରୀଡା ସଂଘ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ପରିସରରେ ରାଜ୍ୟ ସ୍ତରୀୟ ଫୁଟବଲ ଚମ୍ପିୟାନସିପ -୨୦୨୬ ବୁଧବାର ଠାରୁ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ସଂଘର ସଭାପତି ତଥା
Read More...

ଅଷ୍ଟମ ବାଟାଲିୟାନ୍ ସିପାହୀ ସଂଘର ଦ୍ୱାଦଶତମ ବାର୍ଷିକ ଉତ୍ସବରେ ପ୍ରଜ୍ଞା ହୋତାଙ୍କ ଗୀତରେ ଝୁମିଲେ ଦର୍ଶକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ପୋଲିସ ଜିଲ୍ଲା ମହକୁମା ଛତ୍ରପୁର ସ୍ଥିତ ଅଷ୍ଟମ ବାଟାଲିୟାନ୍ ହାବିଲଦାର, ସିପାହୀ ସଂଘର ଦ୍ୱାଦଶତମ ବାର୍ଷିକ ଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ସମାହିତ ହୋଇଯାଇଛି । ସଂଘର ସମ୍ପାଦକ ଜଗନ୍ନାଥ ସେଠୀ ସଂପାଦକୀୟ ବିବରଣୀ ପାଠ କରିଥିଲେ
Read More...

ସାମାଜିକ ସଂଗଠନ ଓ ସାମ୍ବାଦିକ ବନ୍ଧୁମିଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦେଓଗାଁ ଚିନିକଳ ସାମ୍ନାରେ ସାମଜିକ ସଂଗଠନ ଓ ସାମ୍ବାଦିକ ବନ୍ଧୁମାନଙ୍କ ମଧ୍ୟରେ ବନ୍ଧୁମିଳନ କାର୍ଯ୍ୟକ୍ରମ ରଖାଯାଇଥିଲା । ଏହି ସମାବେଶରେ ବିଭିନ୍ନ ସାମାଜିକ ସମସ୍ୟା ଗୁଡିକ ଆଲୋଚନା କରାଯାଇଥିଲା । ଧାନ, କପା, ଆଖୁ ଚାଷୀମାନଙ୍କ ଉପରେ ପ୍ରଶାସନର ଚରମ
Read More...

ବିଲେଇସର୍ଡା ହାଇସ୍କୁଲର ବାର୍ଷିକ ଉତ୍ସବ ଉଦଯାପିତ

ନାଟକ "ଅବୁଝା ରାମ କେ ପୁଆଳ ଚୁଟା ରାବଣ" ମଞ୍ଚସ୍ଥ ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁତସ୍ଲା ବ୍ଲକ ଅନ୍ତର୍ଗତ ବିଲେଇସର୍ଡା ଜବାହାରଲାଲ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଉଦଯାପିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସ୍ୱାଧୀନ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ
Read More...

୬ ତାରିଖରୁ ଆୟୋଜିତ ହେବ ତିନିଦିନିଆ ରାମଚଣ୍ଡୀ ମହୋତ୍ସବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ କରପଡ଼ା ଗ୍ରାମପଞ୍ଚାୟତର ନିଳାଦ୍ରୀପୁର ଗ୍ରାମରେ ଅବସ୍ଥିତ । ପ୍ରସିଦ୍ଧ ଶକ୍ତିପୀଠ ମା' ରାମଚଣ୍ଡୀ ମନ୍ଦିରର ତୃତୀୟ ବାର୍ଷିକ ଉତ୍ସବ ପାଇଁ ଉଦ୍ୟକ୍ତାଗଣ ବ୍ୟାପକ ପ୍ରସ୍ତୁତି ଚଲାଇଛନ୍ତି । ମନ୍ଦିର
Read More...

ମା’ ପାଟଣେଶ୍ୱରୀ ପୁସ୍ତକ ଉନ୍ମୋଚିତ : ପାଟଣେଶ୍ୱରୀ ମହୋତ୍ସବ ୨୦୨୬ ଉଦ୍‌ଯାପିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ ୧ ତାରିଖ ରୁ ଚାରି ଦିନ ବ୍ୟାପି ଅନୁଷ୍ଠିତ ପାଟଣେଶ୍ୱରୀ ମହୋତ୍ସବ ୨୦୨୬ ବୁଧବାର ଉଦ୍‌ଯାପିତ ହୋଇଯାଇଛି । ଦେବାଳୟ ଐତିହ୍ୟ ସୁରକ୍ଷା କମିଟି ବଲାଙ୍ଗିର ପକ୍ଷରୁ ଆୟୋଜିତ ଏହି ମହୋତ୍ସବ ପାଟଣା ରାଜ୍ୟର ଅଧିଷ୍ଠାତ୍ରୀ ଦେବୀ ମା' ପାଟଣେଶ୍ୱରୀ ମନ୍ଦିର
Read More...

ଜନଜାତିଙ୍କ ସଂଖ୍ୟା ଏବଂ ଓଡ଼ିଶାକୁ କେନ୍ଦ୍ରୀୟ ଅନୁଦାନ

ନୂଆଦିଲ୍ଲୀ, (ପିଆଇବି) : ଆଜି ରାଜ୍ୟସଭା ସଦନରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜୁଆଲ ଓରାମ ଏକ ବିବୃତ୍ତି ଉପସ୍ଥାପନ କରିଥିଲେ ଯେ, ୨୦୧୧ ଜନଗଣନା ଅନୁଯାୟୀ, ସର୍ବଶେଷ ଉପଲବ୍ଧ ତଥ୍ୟ ଅନୁସାରେ ଓଡ଼ିଶାରେ ବସବାସ କରୁଥିବା ଅନୁସୂଚିତ ଜନଜାତି (ଏସଟି)ଙ୍କ ମୋଟ ସଂଖ୍ୟା ୯୫,୯୦,୭୫୬।ଜନଜାତି
Read More...

ଭାରତ ନେତ୍ର ଅଧୀନରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ବ୍ଲାକ୍‌ ସ୍ୱାନ୍‌ ଶିଖର ସମ୍ମିଳନୀ

• ଜିଏଫଟିଏନ ସହଭାଗିତାରେ ଦକ୍ଷତା ବିକାଶ, ନିଯୁକ୍ତି ଓ ନିବେଶକୁ ଦେବ ପ୍ରୋତ୍ସାହନ• ଭାରତର ପରବର୍ତ୍ତୀ ଫିନଟେକ୍‌, ଏଆଇ ଏବଂ ବିଶ୍ୱ ସାମର୍ଥ୍ୟ କେନ୍ଦ୍ର ଭାବେ ବିକଶିତ ହେଉଛି ଓଡ଼ିଶା ନୂଆଦିଲ୍ଲୀ, (ପିଆଇବି) : ଆସନ୍ତା 5-6 ଫେବୃଆରୀ 2026ରେ ଭୁବନେଶ୍ୱର ଠାରେ ପ୍ରଥମ ବ୍ଲାକ୍‌ ସ୍ୱାନ
Read More...

ବନ୍ଦେ ଭାରତ ସ୍ଲିପର ଟ୍ରେନର ୨୬୦ ଟି ରେକ୍ ନିର୍ମାଣ ଯୋଜନା : ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ, (ପିଆଇବି) : ବନ୍ଦେ ଭାରତ ସ୍ଲିପର ପାଇଁ ନୂତନ ରୋଲିଂ ଷ୍ଟକର ବିକାଶ ପ୍ରକ୍ରିୟାରେ ବୈଷୟିକ ନବସୃଜନ, ରଣନୈତିକ ଯୋଜନା ଓ ଉତ୍ପାଦନ-ଏ ତିନୋଟିକୁ ଏକ ସାମଗ୍ରିକ ଆଭିମୁଖ୍ୟରେ ସମନ୍ୱୟ କରାଯିବା ଆବଶ୍ୟକ, ଯାହା ଯାତ୍ରୀମାନଙ୍କୁ ନିରାପଦ, ବିଶ୍ୱସନୀୟ ଓ ଆରାମଦାୟକ ଯାତ୍ରା
Read More...