Daily Archives

ବିଭିନ୍ନ ପ୍ରକାର ତମାଖୁ ଜାତୀୟ ନିଶା ଦ୍ରବ୍ୟ ବିକ୍ରି କରୁଥିବା ଅଭିଯୋଗ

ରାଇରଙ୍ଗପର, (ଦେବସ୍ମିତ ଚୌଧୁରୀ) : ମୟୂରଭଞ୍ଜ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ, ପୋଲିସ ବିଭାଗ, ଖାଦ୍ୟ ସୁରକ୍ଷା ଅଧିକାରୀ ରାଇରଙ୍ଗପୁର ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବେ ରାଇରଙ୍ଗପର ସହରାଞ୍ଚଳ ଥାନା ଅଞ୍ଚଳରେ ବିଭିନ୍ନ ଶିକ୍ଷା ଅନୁଷ୍ଠାନ ନିକଟସ୍ଥ ଓ ବଜାର ଅଞ୍ଚଳରେ ପାନ ଦୋକାନ, କିରାନା
Read More...

ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ପେନସନ ମେଳା ୮ ଜଣଙ୍କୁ ବିଦାୟ ସମ୍ବର୍ଦ୍ଧନା

ବାରିପଦା, (ଦେବସ୍ମିତ ଚୌଧୁରୀ) : ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠିଙ୍କ ସଭାପତିତ୍ୱରେ ଜାନୁଆରୀ ମାସରେ ଅବସର ଗ୍ରହଣ କରିଥିବା ୮ ଜଣ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀଙ୍କ ଉଦ୍ଦେଶ୍ୟରେ ଏକ
Read More...

ବଲାଙ୍ଗିରରେ ଜାତୀୟ ହାଫ ମାରାଥନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ଜାତୀୟ ହାଫ ମାରାଥନ । ଭୋର୍‌ ସକାଳୁ ସକାଳୁ ଦୌଡ଼ିଛି ବଲାଙ୍ଗିର । ଯୋଗ ଦେଲେ ରାଜ୍ୟ ତଥା ରାଜ୍ୟ ବାହାରର ଶହ ଶହ ପ୍ରତିଯୋଗୀ । ବଲାଙ୍ଗିର ମାରାଥନ ଆସୋସିଏସନ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ଅଲଇଣ୍ଡିଆ ଜାତୀୟ ହାଫ ମାରାଥନ । ଏହି ମାରାଥନରେ
Read More...

ଭରସୁଜା କୁଲାରି ନାଳରେ ଭାରସାମ୍ୟ ହରାଇ ଏକ କାର ଦୁର୍ଘଟଣା

ଆଗଲପୁର, (ସୁଶିଲ କୁମାର ମିଶ୍ର) : ଆଗଲପୁର ବ୍ଲକ ଭରସୁଜା କୁଲାରି ନାଳରେ ଭାରସାମ୍ୟ ହରାଇ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାବେଳେ କାରରେ ବସିଥିବା ଆୟୁଷ ଡାକ୍ତର ରାଜେନ୍ଦ୍ର ଦଳପତି ଅଳ୍ପକେ ବର୍ତ୍ତି ଯାଇଛନ୍ତି । ପ୍ରକାଶ ଯେ, ବଡ଼ଟିକା ଗ୍ରାମର ଆୟୁଷ ଡାକ୍ତର ରାଜେନ୍ଦ୍ର
Read More...

ମହିମା ପୀଠରେ ପବିତ୍ର ସାରସ୍ୱତ ମେଳା

ଭୀମ ଭୋଇଙ୍କ ପାଇଁ ଖଲିଆପାଲି ମହିମାନ୍ଵିତ ହୋଇଛି ବଲାଙ୍ଗିର/ସୋନପୁର, (କେପିଏନ୍‌ଏସ୍‌) : ସନ୍ଥକବିଙ୍କ ଯୋଗୁଁ ଖଲିଆପାଲି ମହିମାନ୍ଵିତ ହୋଇଛି । ଏଠାରେ ସେ ରହି ସାଧନା କରି ସିଦ୍ଧି ଲାଭ କରିଥିଲେ । ଏହି ମାଟିରେ ସେ ତାଙ୍କ କାଳଜୟୀ କବିତା ଗୁଡିକ ଲେଖିଥିଲେ ବୋଲି ଖଲିଆପାଲି ଠାରେ
Read More...

ହୀରାପୁର ପିଏମ୍‌ଶ୍ରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ହୀରାପୁର ପିଏମ୍‌ଶ୍ରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହେଇଯାଇଛି । ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ଗୁଣବତ୍ତାର ବିକାଶ ସାଙ୍ଗକୁ ଖେଳକୁଦ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ପ୍ରତିଭାର ପରିପ୍ରକାଶ ପାଇଁ ଏହି
Read More...

ସି. ଡବ୍ଲୁ. ସି ଡାଇରେକ୍ଟରଙ୍କୁ ସାକ୍ଷାତ କଳେ ଡ଼. ଭବାନୀ ଶଙ୍କର ନିଆଲ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲାର ଲୋୟର ଉଦନ୍ତି ଏବଂ ନୂଆପଡା ଜିଲ୍ଲାର ଅପର ଉଦନ୍ତି ବ୍ୟାରେଜ ପ୍ରୋଜେକ୍ଟ ଉପରେ ଦିଲ୍ଲୀରେ କେନ୍ଦ୍ରୀୟ ଜଳ ଆୟୋଗ ଡାଇରେକ୍ଟର ନିରଜ କୁମାର ଶର୍ମାଙ୍କୁ ବିକଶିତ କଳାହାଣ୍ଡି ନୂଆପଡାର ଅଧ୍ୟକ୍ଷ ଡ଼. ଭବାନୀ ଶଙ୍କର ନିଆଲ ଦିଲ୍ଳୀ
Read More...

ଧର୍ମପରାୟଣ ମହିଳାଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ସାଲେପାଲି ଗାଁର ଧର୍ମପ୍ରାଣ ମହିଳା ଭୂମିସୂତା ପାଢୀଙ୍କ ପରଲୋକ ଘଟିଛି । ଅବସରପ୍ରାପ୍ତ ଶିକ୍ଷକ ସଚ୍ଚିଦାନନ୍ଦ ପାଢୀଙ୍କ ଧର୍ମପତ୍ନୀ ଭୂମିସୂତା ପାଢୀ । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହେଉଥିଲା । ଗୁରୁବାର
Read More...

ଅଧ୍ୟକ୍ଷ ଲକ୍ଷ୍ମଣ ପାଳଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ପକ୍ଷରୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଲକ୍ଷ୍ମଣ ପାଳ ଓ ଚତୁର୍ଥ ଶ୍ରଣୀ କର୍ମଚାରୀ ଦିବାକର ମଲ୍ଲିକଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଓଡ଼ିଆ
Read More...

ପାଟ୍ଟଖଣ୍ଡା ପବ୍ଲିକ ସ୍କୁଲର ୨୮ତମ ବାର୍ଷିକ ଉତ୍ସବ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ପାଟ୍ଟଖଣ୍ଡା ପବ୍ଲିକ ସ୍କୁଲର ୨୮ ତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ତହସିଲଦାର ଦୀପ୍ତି ପ୍ରକାଶ ବେହେରା,
Read More...