Monthly Archives

January 2026

ଘୁଷୁରାମୁଣ୍ଡା ଫୁଟବଲ ପ୍ରତିଯୋଗିତା

ଘୁଷୁରାମୁଣ୍ଡା ସହିଦ୍ କ୍ଲବକୁ ହରାଇ ସିଆଲଝୁଡଙ୍ଗି ଫାଇନାଲରେ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୁଡିଘାଟ ପଞ୍ଚାୟତ ଘୁଷୁରାମୁଣ୍ଡା ନେହେରୁ ସ୍ପୋଟିଂ କ୍ଲବ ଆନୁକୂଲ୍ୟରେ ଚାଲିଥିବା ଫୁଟବଲ ଟୁର୍ଣ୍ଣାମେଣ୍ଟର ବୁଧବାର ସେମିଫାଇନାଲ ଖେଳ ଅନୁଷ୍ଠିତ
Read More...

ବାଲି ବୋଝେଇ ଟ୍ରକ୍ଟର ଜବତ : ଡ୍ରାଇଭର କୋର୍ଟ ଚାଲାଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ଅନ୍ତର୍ଗତ ବୁଧବାର ବରତୁଣ୍ଡା ନିକଟରେ ଏକ ବାଲି ବୋଝେଇ ଟ୍ରାକ୍ଟର ଜବତ କରି ଡ଼୍ରାଇଭରଙ୍କୁ ଗିରଫ କରି ପାଇକମାଲ ପୁଲିସ କୋର୍ଟ ଚାଲାଣ କରିଛି । ପ୍ରାପ୍ତ ସୂଚନା ଅନୁସାରେ, ବୁଧବାର ପାଇକମାଲ ପୁଲିସ ସେହି ବାଟ ଦେଇ
Read More...

ଅଚ୍ୟୁତାନନ୍ଦ ଉଚ୍ଚ ବିଦ୍ୟାଳୟ ଧନପୁର ଏବଂ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ମିନଗୁର ପଞ୍ଚାୟତ ଅନ୍ତର୍ଗତ ଧନପୁର ଅଚ୍ୟୁତାନନ୍ଦ ଉଚ୍ଚ ବିଦ୍ୟାଳୟ ପରିସରରେ ଧନପୁର ଅଚ୍ୟୁତାନନ୍ଦ ଉଚ୍ଚ ବିଦ୍ୟାଳୟ ଏବଂ ମିନଗୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମିଳିତ ବାର୍ଷିକ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଥିଲା । ଉତ୍ସବର ପ୍ରଥମ ଅଧିବେଶନରେ
Read More...

ଯୋଗ ହିଁ ଏକ ଏମିତି ସାଧନ ଯାହା ମାନବ ଜୀବନକୁ ସମ୍ପୂର୍ଣ୍ଣ ଆରୋଗ୍ୟ କରେ : “ସ୍ୱାମୀ ପରମାର୍ଥ ଦେବଜୀ”

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ପତଞ୍ଜଳୀ ଯୋଗପୀଠ ହରିଦ୍ଵାର ଦ୍ୱାରା ସଂଚାଳିତ ଭାରତ ସ୍ୱାଭିମାନ ପତଞ୍ଜଳୀ ଯୋଗ ସମିତିଙ୍କ ତତ୍ତ୍ଵାବଧାନରେ କଲମପୁର ନିର୍ମାଲ୍ୟ କ୍ଷେତ୍ର ପରିସର ମଧ୍ୟରେ ଏକ ଆରୋଗ୍ୟ ସଭା ଅନୁଷ୍ଠିତ ହୋଇଯାଇଛି । ଯୋଗ ଶିକ୍ଷକ ଚନ୍ଦ୍ରଶେଖର ସାହୁଙ୍କ ଆହ୍ୱାନ କ୍ରମେ
Read More...

ଭ୍ରମ୍ୟମାଣ ଆଇନ ସେବା ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବୁଧବାର ଦିନ ଲୋୟର ସୁକତେଲ ବୁଡି ଅଞ୍ଚଳର କୁମିଆପାଲି ଗ୍ରାମର ଶ୍ରୀରାମ ନବମୀ ମଣ୍ଡପ ଠାରେ କ୍ଲ।ପ- ଆଇନ ସେବା ସଂସ୍ଥା କଟକ ଓ ଜ଼ିନ୍ଦାବାଦ ସଂଗଠନ, ବଲାଙ୍ଗିରର ମିଳିତ ଉଦ୍ୟମରେ ଭ୍ରମ୍ୟମାଣ ଆଇନ ସେବା ଶିବିର ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଆଦିବାସୀ
Read More...

କନ୍ଧମାଳ-ରାୟଗଡା ଜିଲ୍ଲା ସୀମାନ୍ତରେ ପୁଣି ଲାଗିଲା ମାଓବାଦୀ ପୋଷ୍ଟର

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ପୁଣି ଲାଗିଲା ମାଓବାଦୀ ପୋଷ୍ଟର କନ୍ଧମାଳ - ରାୟଗଡ଼ା ଜିଲ୍ଲା ସୀମାନ୍ତ ବର୍ତ୍ତୀ କୋଟଗଡ ବ୍ଲକ ନିକଟସ୍ଥ ତେଲେଙ୍ଗା ପଦର ଛକରେ କିଛି ଦିନର ନୀରବତା ପରେ ପୁଣି ଜିଲ୍ଲା ସୀମାନ୍ତରେ ମାଓବାଦୀଙ୍କ ଉପସ୍ଥିତି ଜାହିର କରି ମାଓବାଦୀ ମାନେ ବ୍ୟାନର
Read More...

ମନଭଙ୍ଗ ମା’ ଦୁର୍ଗେଇ ଦେବୀ ନୂତନ ପାଣି ପଞ୍ଚାୟତ ପରିଚାଳନା କମିଟି ଗଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମିଠାପାଲି ପଞ୍ଚାୟତ ମନଭଙ୍ଗ ଡ୍ୟାମ ଠାରେ ମନଭଙ୍ଗ, ପିପଲଖୁଣ୍ଟା, ବିଜିନଗର, ଲୁକୁପାଲି ନୂଆଁଗାଁର ଶତାଧିକ ଚାଷୀ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ନକୁଳ ମଲ୍ଲିକଙ୍କ ସଭାପତିତ୍ୱରେ
Read More...

ୟୁଜିଆଇଇର ବାର୍ଷିକୋତ୍ସବ ମହା ସମାରୋହରେ ସମ୍ପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳମଣି ଗୋପବନ୍ଧୁ ଇନ୍‌ଷ୍ଟିଚ୍ୟୁଟ ଅଫ ଇଞ୍ଜିନିୟରିଂ (ୟୁଜିଆଇଇ)ର ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ୟୁଜିଆଇଇର ଅଧ୍ୟକ୍ଷ ଇଂ. ଶରତ କୁମାର ମୁଦାଲିଙ୍କ ସଭାପତିତ୍ୱ, ସାଂସ୍କୃତିକ ଉପସଭାପତି ଦୀପକ ରଞ୍ଜନ ପଟ୍ଟନାୟକଙ୍କ ଆବାହକତ୍ୱ ଓ
Read More...

ମହାବିଦ୍ୟାଳୟର ୩୮ତମ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ସ୍ଥିତ ଏଏମ ସିଏସ ମହାବିଦ୍ୟାଳୟର ୩୮ ତମ ବାର୍ଷିକ କ୍ରୀଡା ଉତ୍ସବ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିନରେ ମୁଖ୍ୟ ଅତିଥି ଭାବେ ଏସି
Read More...

ଭିନ୍ନକ୍ଷମ ବ୍ୟକ୍ତିଙ୍କ ଗୋଷ୍ଠୀ ଭିତ୍ତିକ ପୁନଃ ଥଇଥାନ ଓ ସମ୍ମିଳିତ ବିକାଶ ସମ୍ପର୍କିତ ଜିଲ୍ଲା ସ୍ତରୀୟ ଆଲୋଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱେଚ୍ଛାସେବୀ ଅନୁଷ୍ଠାନ ରେଆର ଦ୍ଵାରା ଅଜିମ୍ ପ୍ରେମଜୀ ଫାଉଣ୍ଡେସନ ବାଙ୍ଗାଲୋର ସହାୟତାରେ ବଲାଙ୍ଗିର ସାମ୍ବାଦିକ ଭବନ ଠାରେ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଗୋଷ୍ଠୀ ଭିତ୍ତିକ ପୁନଃ ଥଇଥାନ ଓ ସମ୍ମିଳିତ ବିକାଶ ସମ୍ପର୍କିତ ଜିଲ୍ଲା ସ୍ତରୀୟ ଆଲୋଚନା କାର୍ଯ୍ୟକ୍ରମ
Read More...