ପଣ୍ଡିତ ନରେଶ ମିଶ୍ରଙ୍କ ପିତୃ ବିୟୋଗ
ପଦ୍ମପୁର, (ନିରୋଜ କୁମାର ପାଣୀ) : ସହରର ଜଣାଶୁଣା ପଣ୍ଡିତ ତଥା ଚଣ୍ଡୀ ପାଠକ ନରେଶ ମିଶ୍ରଙ୍କ ପିତା ସୁଦର୍ଶନ ମିଶ୍ରଙ୍କ ୯୨ ବର୍ଷ ବୟସରେ ମହାନ୍ତିପଡ଼ା ବାସଭବନରେ ପରଲୋକ ହୋଇଯାଇଛି । ସେ ଜଣେ ଅତ୍ୟନ୍ତ ସରଳ, ଅମାୟିକ, ଧର୍ମପରାୟଣ ବ୍ୟକ୍ତି ଥିଲେ । ଭେଡେନ ଥାନା ସିଆଳଖଣ୍ଡହଥା ପଞ୍ଚାୟତ!-->…
Read More...
Read More...