Yearly Archives

2025

ଅଭାବନୀୟ ଘଟଣା : ଟ୍ରକ୍ ଧକ୍କାରେ ବାଇକ୍ ଆରୋହୀ ମୃତ

ରାଜଗାଙ୍ଗପୁର : ଅଭାବନୀୟ ଘଟଣା : ଟ୍ରକ୍ ଧକ୍କାରେ ବାଇକ୍ ଆରୋହୀ ମୃତ । ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ରମାବାହାଲ ରାଜ୍ୟ ରାଜପଥ ୧୦(ବିଜୁ ଏକ୍ସପ୍ରେସ)ରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ସୂଚନା ଅନୁଯାୟୀ, ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଜଣେ ବାଇକ୍ ଆରୋହୀଙ୍କୁ ଏକ
Read More...

ରାଜ୍ୟ ପୁଲିସ ମୁଖ୍ୟାଳୟରେ ୬୬ତମ ଶହୀଦ ଦିବସ ଅନୁଷ୍ଠିତ

ଭୁବନେଶ୍ୱର : ମଙ୍ଗଳବାର ପୂର୍ବାହ୍ନରେ ରାଜ୍ୟ ପୋଲିସ ମୁଖ୍ୟାଳୟ ପରିସରରେ ୬୬ତମ ପୁଲିସ ଶହୀଦ ସ୍ମୃତି ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଦେଶ
Read More...

ନୈମିଷାରଣ୍ୟରେ ଫେରନ୍ତା ଭାଗବତ ପାରାୟଣ ଶ୍ରଦ୍ଧାଳୁଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌): ଉତ୍ତରପ୍ରଦେଶର ନୈମିଷାରଣ୍ୟ ଠାରେ ବଲାଙ୍ଗିର, ସୋନପୁର ଓ ବରଗଡ ଜିଲ୍ଲାର ଶତାଧିକ ଶ୍ରଦ୍ଧାଳୁ ଗତ ୬ ତାରିଖରୁ ସାମାଜିକ କର୍ମୀ ଶ୍ରୀକର ମିଶ୍ର ଓ ତାଙ୍କ ସହଧର୍ମିଣୀ ସୁଲୋଚନା ମିଶ୍ରଙ୍କ ନେତୃତ୍ୱରେ ଯାଇ ସେଠାରେ ସପ୍ତାହ ବ୍ୟାପି ଭାଗବତ ପାରାୟଣ ଉତ୍ସବ ପାଳନ
Read More...

ବିପଦ ସଙ୍କୁଳ ଅବସ୍ଥାରେ କୁଟାସିଂହା ଅଙ୍ଗନବାଡି କେନ୍ଦ୍ର : ବିଲ୍ଡିଂ ଫାଟି ଆଁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଆଗଲପୁର (ଡୁଡୁକା) ବ୍ଲକର ସୀମାନ୍ତ ବର୍ତ୍ତୀ ଅଞ୍ଚଳ, ଚିର ଅବହେଳିତ ଅଞ୍ଚଳ ଭାବେ କୁଟାସିଂହା ପରିଚିତ । ଏହି ପଂଚାୟତ କୁଟାସିଂହାର ଅଙ୍ଗନବାଡି କେନ୍ଦ୍ର (ଗ)ର ଅବସ୍ଥା ଶୋଚନୀୟ ହୋଇପଡିଥିବା ବେଳେ କାନ୍ଥ ଫାଟି ଆଁ କରିଥିବାର
Read More...

ଟିଟିଲାଗଡ଼ ରାମକୃଷ୍ଣ ମିଶନ ଆଶ୍ରମରେ କାଳୀ ପୂଜା ଧୁମଧାମରେ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମୁକ୍ତିଧାମ ପଛ ପଟେ ଥିବା ରାମକୃଷ୍ଣ ମିଶନ ଆଶ୍ରମ ପରିସର ଭିତରେ ଥିବା କାଳୀ ମନ୍ଦିରରେ ମା' କାଳୀଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି । ମା' କାଳୀଙ୍କ ପୂଜା ଦୀପାବଳୀ ରାତିରେ କରାଯାଇଥାଏ । ଏହି ଅବସରରେ ମା'
Read More...

ଆଂଚଳିକ ସ୍ତରୀୟ କଳା ଉତ୍ସବ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟାଉନ୍ ବାଳିକା ଉଚ୍ଚ ବିଦ୍ୟାଳୟରେ ଗତ ୨୦ ତାରିଖ ଦିନ ଆଂଚଳିକ ସ୍ତରୀୟ କଳା ଉତ୍ସବ ଉଦ୍‌ଯାପିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗ ଯୋଗଦେଇ ପାଠପଢା ସହ କଳା ଶିକ୍ଷା ମଧ୍ୟ ଅତ୍ୟନ୍ତ
Read More...

ନୂଆପଡା ଉପନିର୍ବାଚନ ପାଇଁ ନାମାଙ୍କନ ଭରିଲେ ୧୯ ପ୍ରାର୍ଥୀ

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ସୋମବାର ନାମାଙ୍କନ ପ୍ରକ୍ରିୟା ଶେଷ ହୋଇଛି । ସମୁଦାୟ ୧୯ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି । ବିଜୁ ଜନତା ଦଳର ସ୍ନେହାଙ୍ଗିନୀ ଛୁରିଆ, ଭାରତୀୟ ଜନତା ଦଳର ଜୟ ଢୋଲକିଆ ଏବଂ ଭାରତୀୟ ଜାତୀୟ କଂଗ୍ରେସର ଘାସିରାମ
Read More...

ସହରରେ ମାଙ୍କଡ ଓ ଗାଈଗୋରୁଙ୍କ ଆତଙ୍କ, ଦୁର୍ଘଟଣା ବଢୁଛି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜଙ୍ଗଲ କ୍ଷୟ , ଜଙ୍ଗଲ ନଷ୍ଟ, ଜଙ୍ଗଲରେ ନିଆଁ ଲଗାଇବା, ଜଙ୍ଗଲକୁ ଜବରଦଖଲକରି ଘର, ଜମି ତିଆରି , ଗଛ କାଟିବା ପାଇଁ ବନ୍ୟଜନ୍ତୁ ଯଥା ହାତୀ, ମାଙ୍କଡ, ସରୀସୃପ, ବିଲୁଆ, ବର୍ହା, ମୟୂର, ଓ ଅନ୍ୟାନ୍ୟ ପଶୁପକ୍ଷୀମାନେ ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲରୁ ସହରକୁ ଦୃତ
Read More...

ଅର୍ଥନୀତି ବିଜ୍ଞାନର ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସେକ୍ଟର ୪ ସ୍ଥିତ, ରାଉରକେଲା କଲେଜ, ରାଉରକେଲାର ଅର୍ଥନୀତି ବିଜ୍ଞାନ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । କଲେଜର ଅଧ୍ୟକ୍ଷ ତଥା ବିଭାଗୀୟ ମୁଖ୍ୟ ଡ. ରବିନ୍ଦ୍ର କୁମାର ଜେନାଙ୍କ
Read More...

ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ଦିହ୍ୟୁମାନିଟି ଫାଉଣ୍ଡେସନ ତରଫରୁ ସେକ୍ଟର ୧୪ ସ୍ଥିତ ଶାନ୍ତିନଗର ବସ୍ତିଠାରେ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ସହ ମାଗଣା ପୋଷାକପତ୍ର ବଣ୍ଟନ କରାଯାଇଥିଲା । ଫାଉଣ୍ଡେସନର ମୁଖ୍ୟ ଦିପ୍ତୀ ସୁନ୍ଦରାୟ ଓ ସମ୍ପାଦିକା ଲୀନା
Read More...