Yearly Archives

2025

ଜଳ ଜୀବନ ମିଶନ : ୨.୦୮ ଲକ୍ଷ କୋଟି କେନ୍ଦ୍ରୀୟ ବ୍ୟୟ ସହିତ, ୧୫.୭୨ କୋଟିରୁ ଅଧିକ ଗ୍ରାମୀଣ ପରିବାରକୁ ଟ୍ୟାପ୍ ପାଣି…

● ୧୫.୭୨ କୋଟିରୁ ଅଧିକ ଗ୍ରାମୀଣ ପରିବାରକୁ ବିଶୁଦ୍ଧ ଜଳ ଯୋଗାଣ● ୨୦୧୯ରେ ଜଳଜୀବନ ମିଶନର ଶୁଭାରମ୍ଭ ସମୟରେ ଦେଶରେ ୩.୨୩ କୋଟି ପରିବାରରେ ଟ୍ୟାପ୍ ଜଳ ସଂଯୋଗ ଥିଲା, ଇତିମଧ୍ୟରେ ଦେଶର ସବୁଠୁ ଦ୍ରୁତ ଭିତ୍ତିଭୂମି ବିସ୍ତାର ଜରିଆରେ ଅତିରିକ୍ତ ୧୨.୪୮ କୋଟି ପରିବାରକୁ ଟ୍ୟାପ ସଂଯୋଗ ମିଳିଛି●
Read More...

ମନ କି ବାତର ୧୨୭ତମ ଅଧ୍ୟାୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

କୋରାପୁଟ କଫି ଅତ୍ୟନ୍ତ ସୁସ୍ୱାଦୁ, ଏହା ଓଡ଼ିଶାର ଗର୍ବ ମୋର ପ୍ରିୟ ଦେଶବାସୀଗଣ,ନମସ୍କାର । ‘ମନ୍ କି ବାତ୍’ରେ ଆପଣ ସମସ୍ତଙ୍କୁ ସ୍ୱାଗତ । ସାରା ଦେଶରେ ବର୍ତ୍ତମାନ ପର୍ବପର୍ବାଣୀର ଉଲ୍ଲାସ ଭରିରହିଛି । ମାତ୍ର କିଛିଦିନ ପୂର୍ବରୁ ଆମେ ଦୀପାବଳି ପାଳନ କରିଛୁ ଏବଂ ଏବେ ବହୁ ସଂଖ୍ୟାରେ
Read More...

ଟିଟିଲାଗଡ଼ ସିରଭଟା ପଡ଼ା ରେଲୱେ କଲୋନୀ ନିକଟରୁ ୨୪ କେଜି ୭୦୦ ଗ୍ରାମ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଟିଟିଲାଗଡ଼…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଗତକାଲି ରାତିରେ ଟିଟିଲାଗଡ଼ ଥାନାଧିକାରୀ ଶ୍ରୀମତୀ କଲ୍ୟାଣୀ ବେହେରା ବିଶ୍ଵସ୍ତ ସୂତ୍ରରୁ ଖବର ପାଇଲେ ଯେ, ସିରଭଟା ପଡ଼ା ନିକଟସ୍ଥ ରେଲୱେ କଲୋନୀ ନିକଟରେ ଗଞ୍ଜେଇ ଚାଲାଣ ପାଇଁ ଯୋଜନା ଚାଲିଛି । ଖବର ପାଇ ଥାନାଧିକାରୀ ଶ୍ରୀମତୀ କଲ୍ୟାଣୀ ବେହେରା
Read More...

ନୂଆପଡ଼ା ଉପନିର୍ବାଚନ : ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ୱାଇ. ବି. ଖୁରାନିଆଙ୍କ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା

ନୂଆପଡ଼ା : ନୂଆପଡ଼ା ଉପନିର୍ବାଚନ ନିକଟବର୍ତ୍ତୀ ହେବା ସହିତ ରାଜ୍ୟ ପୋଲିସ ପ୍ରଶାସନ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି । ନିର୍ବାଚନ ପରିପ୍ରେକ୍ଷୀରେ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ୱାଇ. ବି. ଖୁରାନିଆ ନୂଆପଡ଼ା ଜିଲ୍ଲାକ ଗସ୍ତରେ ଆସି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ସେ
Read More...

ପାତଳପଡ଼ା ପାୱାର ଇଲେଭେନ୍ ପକ୍ଷରୁ ହେଉଥିବା ଛଅ ଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ଆୟୋଜକ ପାତଳପଡ଼ା…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ପାତଳପଡ଼ା ଗ୍ରାମର ପାୱାର ଇଲେଭେନ୍ ପକ୍ଷରୁ ହେଉଥିବା ଛଅ ଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରବିବାର ଉଦଯାପିତ ହୋଇଯାଇଛି । ଗତ ୨୦ ତାରିଖ ସୋମବାର ଦିନରୁ ଆରମ୍ଭ ହୋଇ ମ୍ୟାଚ ଆଜି ୨୬ ଅକ୍ଟୋବର
Read More...

ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଜାମପଡ଼ା ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସମାଜସେବୀ, ଶିକ୍ଷାବିତ ତଥା ସ୍ଥାନୀୟ ସରପଞ୍ଚ ନରେଶ ଅଗ୍ରୱାଲ, ସମ୍ମାନିତ ଅତିଥି
Read More...

ଓଡିଶା ରାଜ୍ୟ ବିଦ୍ୟାଳୟ ସମୂହ କରାଟେ ପ୍ରତିଯୋଗିତାରେ ବଲାଙ୍ଗିର ଜିଲ୍ଲାର ସଫଳତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : କନ୍ଧମାଳ ଜିଲ୍ଲା ଫୁଲବାଣୀର ସ୍ଥାନୀୟ ପବ୍ଲିକ ସ୍କୁଲ ଠାରେ ୬୯ତମ ଓଡିଶା ରାଜ୍ୟ ବିଦ୍ୟାଳୟ ସମୂହ କରାଟେ ପ୍ରତିଯୋଗିତା-୨୦୨୫ ଉଦ୍‌ଯାପିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ସମୂହ ସିଲେକ୍‌ସନ ଟ୍ରାଏଲ ଗତ ୨୦ ତାରିଖ ଅକ୍ଟୋବର ଗାନ୍ଧୀ ଷ୍ଟାଡିୟମ ଠାରେ ଥିବା
Read More...

ତୁଳଣ୍ଡି ଗ୍ରାମ ପରିଦର୍ଶନ କଲେ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସଦର ବ୍ଲକ, ମିର୍ଦ୍ଧାପାଲି ପଂଚାୟତ ଅନ୍ତର୍ଗତ ତୁଳଣ୍ଡି ଗ୍ରାମକୁ ପରିଦର୍ଶନରେ ଯାଇ ଗ୍ରାମର ବିଭିନ୍ନ ସମସ୍ୟା ସମ୍ପର୍କରେ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର । ପାନୀୟ ଜଳର ସମସ୍ୟା ସମ୍ପର୍କରେ ଗ୍ରାମବାସୀ
Read More...

ମୁକ୍ତି ସାମାଜିକ ସଂଗଠନ ପକ୍ଷରୁ ବସ୍ତ୍ର ଓ ଚପଲ ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଅନ୍ୟତମ ସାମାଜିକ ସଂଗଠନ ‘ମୁକ୍ତି’ ତରଫରୁ ସ୍ଥାନୀୟ ଦୈନିକ ବଜାର ପ୍ରାଙ୍ଗଣରେ ପୁରୁଣା ବସ୍ତ୍ର ଓ ନୂଆ ଚପଲ ବଣ୍ଟନ କରାଯାଇଥିଲା । ସାମାଜିକ ସଂଗଠନ ତରଫରୁ ବର୍ଷା ଦିନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ତଥା ବିଭିନ୍ନ ପର୍ବପର୍ବାଣୀରେ ପ୍ରସାଦ
Read More...

ଜିଲ୍ଲା ବ୍ରାହ୍ମଣ ମହାସଭାର ପଦ ମଣ୍ଡନ ସମାରୋହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ବ୍ରାହ୍ମଣ ମହାସଭା ବଲାଙ୍ଗିରର ନବନିଯୁକ୍ତ କର୍ମକର୍ତ୍ତାମାନଙ୍କର ପଦ ମଣ୍ଡନ ସମାରୋହ ମହାସଭାର ଅଧ୍ୟକ୍ଷ ଧନଞ୍ଜୟ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଆଜିକାର ସଭା ନବ ନିର୍ବାଚିତ ବ୍ରାହ୍ମଣ ସଭାର ପ୍ରଥମ ବୈଠକର ପ୍ରାରମ୍ଭ ଅଧ୍ୟକ୍ଷଙ୍କ
Read More...