ଆମ୍ବେଦକର ପ୍ରତିମୂର୍ତ୍ତି ତଳେ ଅଭିଯୁକ୍ତ ଓ ପୀଡିତାଙ୍କ ବିବାହ
ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଆମ୍ବେଦକର ପ୍ରତିମୂର୍ତ୍ତି ତଳେ ଏକ ନିଆରା ବିବାହ ଅନୁଷ୍ଠିତ ହୋଇଥିଲା । ଆମ୍ବେଦକରକୁ ସାକ୍ଷୀ ରଖି ଜ୍ଞାତି, କୁଟୁମ୍ବଙ୍କ ଉପସ୍ଥିତିରେ ଫୁଲମାଲ ଦେଇ ବିବାହ କରିଛନ୍ତି ଅଭିଯୁକ୍ତ ଓ ପୀଡ଼ିତା । ସୋସିଆଲ ମିଡ଼ିଆରୁ!-->…
Read More...
Read More...