Yearly Archives

2025

ଭଞ୍ଜପୁର ଜଗଦ୍ଧାତ୍ରୀ ମେଳା ୨୦୨୫ ଉଦଘାଟିତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ବାରିପଦା ସ୍ଥାନୀୟ ଭଞ୍ଜପୁରଠାରେ ଉତ୍ତର ଓଡିଶାର ପ୍ରସିଦ୍ଧ ଜଗଦ୍ଧାତ୍ରୀ ମେଳା ଅନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି । କାର୍ଯ୍ୟକାରୀ ସଭାପତି ନଗରପାଳ କୃଷ୍ଣା ନନ୍ଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା
Read More...

ସୋନପୁର କଲେଜରେ ସ୍ୱଚ୍ଛତା ଅଭିଯାନ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜନ୍ମଜୟନ୍ତୀ ଅବସରରେ ୧୧ ଓଡ଼ିଶା ବାଟାଲିଅନ ଏନସିସି ବଲାଙ୍ଗିର ଅଧୀନସ୍ଥ ସୋନପୁର କଲେଜ, ସୋନପୁରର ଏନସିସି କ୍ୟାଡେଟମାନଙ୍କ ଏବଂ ସୋନପୁର କଲେଜ ଆଲୁମିନୀ ସଂଘ ପକ୍ଷରୁ ଏକ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଆୟୋଜନ
Read More...

ଫସଲ ବୀମା ଦାବି ଉପରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କଲେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହାନ

ବୈଠକରେ ଭର୍ଚୁଆଲ ମାଧ୍ୟମରେ ମହାରାଷ୍ଟ୍ରର କୃଷକମାନଙ୍କ ଅଭିଯୋଗ ଶୁଣିଛନ୍ତି କୃଷିମନ୍ତ୍ରୀଫସଲ ବୀମା ନେଇ କୃଷକମାନେ ଯେପରି ଅସୁବିଧାରେ ନ ପଡ଼ନ୍ତି, ତାହା ସୁନିଶ୍ଚିତ କରିବା ପାଇଁ ତଦନ୍ତ ନିର୍ଦ୍ଦେଶ ଦେଲେ କେନ୍ଦ୍ର କୃଷିମନ୍ତ୍ରୀ"୧ ଟଙ୍କା, ୩ ଟଙ୍କା, ୫ ଟଙ୍କାର ବୀମା କୃଷକମାନଙ୍କ ପ୍ରତି
Read More...

ସମୟୋଚିତ ଯୋଜନା ଏବଂ ସମନ୍ୱୟ ମାଧ୍ୟମରେ ୟୁରିଆ ଉପଲବ୍ଧତା ସୁନିଶ୍ଚିତ

ଚାଷୀଙ୍କ ଆଶାକୁ ଆଧାର ଦେଲା ସାର ବିଭାଗଶକ୍ତିଶାଳୀ ଘରୋଇ ଉତ୍ପାଦନ ଏବଂ ଅଧିକ ଆମଦାନୀ ଦେଶବ୍ୟାପୀ କୃଷକମାନଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର ୟୁରିଆ ଯୋଗାଣକୁ ସୁନିଶ୍ଚିତ କରିଛିସତର୍କ, ଦକ୍ଷ ୟୁରିଆ ବଣ୍ଟନ, ସ୍ୱଚ୍ଛତାକୁ ପ୍ରୋତ୍ସାହନ ଏବଂ କୃଷକମାନଙ୍କୁ ସମୟୋଚିତ ସହାୟତା ପାଇଁ
Read More...

ସୋନପୁର ବ୍ଲକ ସ୍ତରୀୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ସୋନପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଡ. ନୃପରାଜ ସାହୁ ଓ ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ଯୁଗ୍ମ
Read More...

ଉଦୀୟମାନ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଓ ନବସୃଜନ ସମ୍ମିଳନୀ ୨୦୨୫କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

୧ ଲକ୍ଷ କୋଟି ଟଙ୍କାର ଗବେଷଣା, ବିକାଶ ଓ ନବସୃଜନ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀଆମେ ଗବେଷଣାର ସହଜତା ଉପରେ ଧ୍ୟାନ ଦେଉଛୁ ଯାହା ଦ୍ଵାରା ଭାରତରେ ଏକ ଆଧୁନିକ ନବସୃଜନ ଇକୋସିଷ୍ଟମ ବିକଶିତ ହୋଇପାରିବ : ପ୍ରଧାନମନ୍ତ୍ରୀଯେତେବେଳେ ବିଜ୍ଞାନ ବିଶାଳତା ସହ ମିଶେ, ନବସୃଜନ ସମାବେଶୀ
Read More...

ସଫଳ ହେଲା ହର୍ଷବର୍ଦ୍ଧନର ଓପନ ହାର୍ଟ ସର୍ଜରୀ : ଆଇସିୟୁରୁ ଆସିଲେ ଜେନେରାଲ ୱାର୍ଡ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଓପନ୍ ହାର୍ଟ ସର୍ଜରୀ ପରେ ଦୀର୍ଘ ପାଞ୍ଚ ଦିନଧରି କଟକ ବଡ଼ ଡ଼ାକ୍ତରଖାନା ଆଇସିୟୁରେ ଚିକିତ୍ସିତଥିବା ସୋନପୁରର ବାଳକ ହର୍ଷବର୍ଦ୍ଧନ (୧୫) ଆଜି ଜେନେରାଲ ୱାର୍ଡକୁ ଫେରିଛି । ତା'ର ସୁସ୍ଥତା ଯୋଗୁଁ ପରିବାର ଲୋକେ କିଛିଟା ଆଶ୍ୱସ୍ତି ଅନୁଭବ କରିଛନ୍ତି ।
Read More...

ମନ୍ଦିର ପ୍ରତିଷ୍ଠାତାଙ୍କ ବିୟୋଗ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨ ସ୍ଥିତ ଶ୍ରୀଜଗଦ୍ଧାତ୍ରୀ ମନ୍ଦିରର ପ୍ରତିଷ୍ଠାତା ସଦସ୍ୟ ତଥା ସେକ୍ଟର ୨ ସୁଶିଳାବତୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅବସରପ୍ରାପ୍ତ କର୍ମଚାରୀ ସୁବାସ ଚନ୍ଦ୍ର ମହାପାତ୍ରଙ୍କ ୬୧ ବର୍ଷ ବୟସରେ ହୃଦଘାତରେ ପରଲୋକ ହୋଇଯାଇଛି । ସେ କିଛି ମାସ
Read More...

ସ୍ଵାଭିମାନୀ ଓଡ଼ିଆଣୀର କାର୍ତ୍ତିକ ପୂର୍ଣ୍ଣିମା ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ମହିଳାଙ୍କ ଦ୍ୱାରା ଗଠିତ ସାମାଜିକ ଅନୁଷ୍ଠାନ ସ୍ୱାଭିମାନୀ ଓଡ଼ିଆଣୀ ତରଫରୁ କାର୍ତ୍ତିକ ପୂର୍ଣ୍ଣିମା ଉତ୍ସବ ରାଉରକେଲା କ୍ଲବ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ମାନସୀ ଦାସ ମହାପାତ୍ରଙ୍କ ଆବାହକତ୍ୱ ଓ ସ୍ମିତା ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି
Read More...

ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ “ମହକ ଓ ଉତ୍ସବ”-୨୦୨୫

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜିର ଶିଶୁ ଆସନ୍ତାକାଲିର ନାଗରିକ ଓ ଭବିଷ୍ୟତ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ତରଫରୁ ଅନାଥ, ପିତୃହୀନ, ମାତୃହୀନ ଶିଶୁ, ଏଚ୍‌ଆଇଭି ପୀଡ଼ିତା, ଯତ୍ନ ଓ ସୁରକ୍ଷା ଆବଶ୍ୟକ ହେଉଥିବା ଶିଶୁଙ୍କ ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ, ପୃଷ୍ଟିକର ଖାଦ୍ୟ ପାଇଁ ୦ରୁ ୧୮ ବର୍ଷ
Read More...