୧୫ ଓ ୧୭ ବୟସ ବର୍ଗ ରାଜ୍ୟ ବ୍ୟାଡମିଣ୍ଟନ ଚମ୍ପିୟାନସିପ୍ ଉଦ୍ଘାଟିତ : ଯୋଗ ଦେଲେ ୨୮୦ ରୁ ଉର୍ଦ୍ଧ୍ୱ ବାଳକ ଓ ବାଳିକା…
ଭୁବନେଶ୍ୱର : ସ୍ଥାନୀୟ ପୋଖରୀକୋଟ ବିଜୁ ପଟ୍ଟନାୟକ ମହୁମୁଖି ଇନ୍ଡୋର ଷ୍ଟାଡିୟମଠାରେ ଓଡିଶା ବ୍ୟାଡ ମିଣ୍ଟନ ସଂଘ ଦ୍ୱାରା ଆୟୋଜିତ ୟୁନେକ୍ସ ସନ୍ରାଇଜ ସବ୍ ଜୁନିୟର ରାଜ୍ୟ ବ୍ୟାଡମିଣ୍ଟନ ଚମ୍ପିୟାନସିପ୍ ଉଦ୍ଘାଟନ ହୋଇଯାଇଅଛି । ଓଡିଶା ରାଜ୍ୟ ବ୍ୟାଡମିଣ୍ଟନ ସଂଘ ସଂପାଦକ ନିଳିନ କୁମାରଙ୍କ!-->…
Read More...
Read More...