Yearly Archives

2025

ସୁବର୍ଣ୍ଣପୁର ଜିଲ୍ଲାରେ ବୁଲିଲା ସାଇବର ସଚେତନତା ରଥ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ସ୍ଥାନୀୟ ନଳିନୀ ଛକ ଠାରେ ସାଇବର ସଚେତନତା ରଥକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସୁବର୍ଣ୍ଣପୁର ଏସ୍‌ପି ନାରାୟଣ ନାୟକ ଓ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପଧାନ ଯୋଗଦେଇ ସବୁଜ
Read More...

କୁଟାସିଂହା ୩୩/୧୧ କେଭି ବିଦ୍ୟୁତ ଗ୍ରୀକ୍ ସବଷ୍ଟେସନ କାର୍ଯ୍ୟକ୍ଷମ ହେବ କେବେ ?

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ କୁଟାସିଂହା (କଣ୍ଟାପାଲି) ୩୩/୧୧ କେଭି ଗ୍ରୀଡ ସବଷ୍ଟେସନ ଉଦଘାଟନ ହେବା ଦୀର୍ଘ ସାତମାସ ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହେଉନାହିଁ । ତେଣୁ ଅଞ୍ଚଳରେ ତୀଵ୍ର‌ଅସନ୍ତୋଷ ଦେଖାଯାଉଛି । ପ୍ରକାଶ ଯୋଗ୍ୟ
Read More...

ବଲାଙ୍ଗିର ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତର ପରିଚୟ ବର୍ଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସରକାରୀ ଟାଉନ ବାଳିକା ବିଦ୍ୟାଳୟ ଠାରେ ବଲାଙ୍ଗିର ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତର ପରିଚୟ ବର୍ଗ ଜିଲ୍ଲା ସଭାପତି ଗୋପବନ୍ଧୁ ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶା ପଶ୍ଚିମ ପ୍ରାନ୍ତ ରାଜ୍ୟ
Read More...

ଉତ୍କଳ ଗ୍ରାମୀଣ ବ୍ୟାଙ୍କ କର୍ମଚାରୀ ସଂଘର ସ୍ୱତନ୍ତ୍ର ଅଧିବେଶନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଉତ୍କଳ ଗ୍ରାମୀଣ ବ୍ୟାଙ୍କ କର୍ମଚାରୀ ସଂଘର ସ୍ୱତନ୍ତ୍ର ତଥା ଶେଷ ସମ୍ମିଳନୀ ଉତ୍ସାହ ଓ ଉଦ୍ଦୀପନାର ସହିତ ରେନ୍‌ବୋ ପ୍ୟାଲେସ ବଲାଙ୍ଗିର ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ୧୭ଟି ଜିଲ୍ଲାରେ କାମ କରୁଥିବା ଗ୍ରାମୀଣ ବ୍ୟାଙ୍କର ଶତାଧିକ କର୍ମଚାରୀ
Read More...

ଅନୁସୁଚିତ ଜାତି ଓ ଜନଜାତି କର୍ମଚାରୀ ପରିଷଦର ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ

ଧରତୀ ଆବା ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ଛୁଟି ଘୋଷଣା କରାଯାଉ ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗୋଁଣ୍ଡୱାନା ଭବନ ଠାରେ ଓଡ଼ିଶା ଅନୁସୁଚିତ ଜାତି ଓ ଜନଜାତି କର୍ମଚାରୀ କଲ୍ୟାଣ ସମନ୍ୱୟ ପରିଷଦ ବଲାଙ୍ଗିର ଜିଲ୍ଲା ଶାଖାର ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି ।
Read More...

ବଲାଙ୍ଗିର ଓଷ୍ଟା ଜୋନ୍‌ର ସାମ୍ବିଧାନିକ ସମ୍ବିଳନୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭଗବାନ ବିଦ୍ୟାମନ୍ଦିର ଖୁଜେନପାଲି ଠାରେ ବଲାଙ୍ଗିର ଜୋନର ସାଂଗଠାନିକ ସମ୍ମିଳନୀ ସଭାପତି ସୁରେଶ ଷଡଙ୍ଗୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ରାଜ୍ୟ ଉପ- ସଭାପତି ସୁଧିର କୁମାର ନାଏକ, ରାଜ୍ୟ ସଂପାଦିକା ରଂଜିତା ମିଶ୍ର, ଜିଲ୍ଲା ସଭାପତି
Read More...

ଆଗଲପୁର ବୁଣାକାରମାନଙ୍କୁ ନେଇ ବାନ୍ଧକଳା ଦକ୍ଷତା ବୃଦ୍ଧି ତାଲିମ ଶିବିର ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ଆଗଲପୁର କଲ୍ୟାଣ ମଣ୍ଡପ ଠାରେ ଦୁଇଦିନିଆ ବାନ୍ଧକଳା ଦକ୍ଷତା ବୃଦ୍ଧି ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ତାଲିମ ଶିଵିରଟି ଆଗଲପୁର ତ୍ରିରଙ୍ଗା ଯୁବକ ସ଼ଙ୍ଘ ଆନୁକୂଲ୍ୟରେ ନାବାର୍ଡ ସହାୟତାରେ
Read More...

ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ

● ମିଲେଟ୍‌ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ‘ମାଣ୍ଡିଆ ଦିବସ’ରେ ଯୋଗଦେବେ ଶ୍ରୀ ଚୌହାନ● ପ୍ରଧାନମନ୍ତ୍ରୀ ଧନ ଧାନ୍ୟ କୃଷି ଯୋଜନା, ଡାଲି ମିଶନ ଏବଂ ପ୍ରାକୃତିକ କୃଷି ଉପରେ ଜାତୀୟ ମିଶନର ପ୍ରଭାବଶାଳୀ କାର୍ଯ୍ୟକାରିତା ଉପରେ ଶିବରାଜ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ରଣନୀତିକ
Read More...

ବଙ୍ଗୋମୁଣ୍ଡାରେ ହମାରା ରୋଜଗାର ଫାଉଣ୍ଡେସନ ପକ୍ଷରୁ ତାଲିମ ଶିବିର ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଠାରେ ଆଜି ହମାରା ରୋଜଗାର ଫାଉଣ୍ଡେସନ ତରଫରୁ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ବଙ୍ଗୋମୁଣ୍ଡା ବ୍ଲକର ୧୭ ଗୋଟି ପଞ୍ଚାୟତ ଗୁଡିକରୁ ୩୦୦ରୁ ଅଧିକ ମହିଳାମାନେ ଅଂଶଗ୍ରହଣ କରିଥିଲେ । ସେମାନଙ୍କୁ
Read More...

ମାସିକ ରଚନା ସନ୍ଧ୍ୟାରେ “ଆମ ସଂସ୍କୃତି ଓ ଆଧୁନିକତା” ଶୀର୍ଷକ ଆଲୋଚନା ଚକ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ପରିବର୍ତ୍ତନଶୀଳ ସମୟ ସହ ତାଳ ଦେଇ ଆମ ସମାଜ ମଧ୍ୟ ପରିବର୍ତ୍ତନକୁ ଆପଣେଇ ଥାଏ । କିନ୍ତୁ ଆମେ ଆମ ସଂସ୍କୃତି ଓ ପରମ୍ପରାକୁ ପାଶୋରି ଦେବା ଉଚିତ ନୁହେଁ । ଆଧୁନିକତାର ଅର୍ଥ ନିଜ ସଂସ୍କୃତିକୁ ଭୁଲିଯିବା ନୁହେଁ । ଆମ ଭାରତୀୟ ସଂସ୍କୃତି ଏକ ଶୃଙ୍ଖଳିତ
Read More...