Yearly Archives

2025

ଏଥଲେଟିକ୍ସ ଚାମ୍ପିୟନସିପରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଅଶୋକ ବିଶ୍ୱାଳଙ୍କୁ ଅର୍ଜିନାଲ ପାୱାର କ୍ଲବ ପକ୍ଷରୁ ସମ୍ମାନିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅର୍ଜିନାଲ୍ ପାୱାର କ୍ଲବ୍ ନିରନ୍ତର କ୍ରୀଡା ଏବଂ ଖେଳାଳିମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ କାର୍ଯ୍ୟ କରୁଛି । କ୍ଲବର ଉଦ୍ଦେଶ୍ୟ ହେଉଛି ଦେଶର ପ୍ରତିଭାବାନ ଖେଳାଳିମାନଙ୍କୁ ଆଗକୁ ବଢ଼ିବା ପାଇଁ ଆବଶ୍ୟକ ସୁଯୋଗ, ସମର୍ଥନ ଏବଂ ପ୍ଲାଟଫର୍ମ ପ୍ରଦାନ
Read More...

ଚୁଡାପାଲି ଶିଶୁ ମନ୍ଦିରରେ ଶିଶୁଦିବସ ପାଳନ

ଚୁଡାପାଲି, (ରାଜେଶ ଦଣ୍ଡସେନା) : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଚୁଡାପାଲି ରେ ଶିଶୁଦିବସ ଉତ୍ସବ ଓ ଶିଶୁବାଟିକା ବିଭାଗର ଶିଶୁ ଶିବିର ଅନୁଷ୍ଠିତ ହୋଇଯାଇଛି । ପରିଚାଳନା ସଭାପତି କ୍ଷୀରୋଦ୍ର ସାହୁ, ସମ୍ପାଦକ ଦନାର୍ଦ୍ଦନ ମହାପାତ୍ର, ଉପସଭାପତି ସଂଜୀବ ମେହେର, କୋଷାଧ୍ୟକ୍ଷ
Read More...

ବରଗଡ ଜିଲ୍ଲା ସ୍ତରୀୟ ଏକତା ପଦଯାତ୍ରା ଆୟୋଜିତ

ବରଗଡ, (ନିରୋଜ କୁମାର ପାଣୀ) : ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ତଥା ଏକତା ଦିବସ ଅବସରରେ ଆଜି ସ୍ଥାନୀୟ ମିନି ଷ୍ଟାଡିୟମଠାରୁ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଦେଇ ଲେଙ୍ଗୁ ମିଶ୍ର ଛକ, ଅଗ୍ରସେନ ଛକ, ଭଟଲି ଛକ, ଗାନ୍ଧୀ ଛକ ଏବଂ ପ୍ରାଇଭେଟ ବସଷ୍ଟାଣ୍ଡରୁ ମିନି ଷ୍ଟାଡିୟମ
Read More...

ଅଦ୍ଭୁତ ଘଟଣା, ସାଇବାବାଙ୍କ ମଥାରୁ ଝରୁଛି ବିଭୂତି

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ସାଇବାବାଙ୍କ ମଥାରୁ ଝରୁଛି ବିଭୂତି । ଏ ଭଳି ଏକ ଚମତ୍କାର ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ମାଝିଗୁଡା ପଞ୍ଚାୟତ ସଦର ବ୍ୟାଙ୍କ ସାହିର ପି. ସାବିତ୍ରୀ ଆମ୍ମାଙ୍କ ଘରେ । ସେ କହିଛନ୍ତି ଯେ, ୨୦୦୭ ମସିହା ଶ୍ରୀ ଗୁଣ୍ଡିଚା
Read More...

ୱିନର୍ ବ୍ରାଇଟ୍ ଫ୍ୟୁଚର ସ୍କଲରେ ଶିଶୁ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ୱିନର୍ ବ୍ରାଇଟ୍ ଫ୍ୟୁଚର୍ ସ୍କୁଲର ଉଭୟ ପଦ୍ମପୁର ଏବଂ ଖୁଣ୍ଟପାଲି ପରିସରରେ ଶିଶୁ ଦିବସ ପାଳନ କରାଯାଇଥିଲା । ସର୍ବପ୍ରଥମେ ଚନ୍ଦନ ଲଗାଇ ଏବଂ ପୁଷ୍ପବୃଷ୍ଟି କରି ଛାତ୍ରଛାତ୍ରୀ ମାନଙ୍କୁ ସ୍କୁଲ୍ ପରିସରକୁ ସ୍ଵାଗତ କରାଯାଇଥିଲା । ଏହି ଉତ୍ସବରେ
Read More...

ଜାତୀୟ ନାଟ୍ୟ ମହୋତ୍ସବ ଉଦଘାଟିତ : ଦର୍ଶକଙ୍କୁ ସ୍ତବ୍ଧ କଲା ଦିଲ୍ଲୀର ନାଟକ “ଅଲ ମାଇ ସନ୍ସ”

ବାରିପଦା, (ଦେବସ୍ମିତ ଚୌଧୁରୀ) : ସ୍ଥାନୀୟ ସହିଦ ସ୍ମୃତି ଭବନରେ ଓମ ନାଟ୍ୟ ସଂସ୍ଥାର ରୌପ୍ୟ ଜୟନ୍ତୀ ପାଳନ ଅବସରରେ ଆୟୋଜିତ ଜାତୀୟ ନାଟ୍ୟ ମହୋତ୍ସବ ଉଦଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ. କୃଷ୍ଣଚନ୍ଦ୍ର ମହାପାତ୍ର ଏହି ମହୋତ୍ସବକୁ
Read More...

ଭଂଜପୁର ଜଗଦ୍ଧାତ୍ରୀ ମେଳାର ୧୧ତମ ସନ୍ଧ୍ୟାରେ ମନ ଜିଣିଲା ଇଣ୍ଡିଆନ ଆଇଡଲର ପ୍ରିୟାଂଶୁ ଓ ମୟୂରୀ

ବାରିପଦା, (ଦେବସ୍ମିତ ଚୌଧୁରୀ) : ସ୍ଥାନୀୟ ଭଂଜପୁରଠାରେ ଉତ୍ତର ଓଡିଶାର ପ୍ରସିଦ୍ଧ ଜଗଦ୍ଧାତ୍ରୀ ମେଳାର ୧୧ତମ ସନ୍ଧ୍ୟାରେ ପ୍ରଥମେ ବାରିପଦାର ଯୁବ କଳାକାରମାନେ ମାୟରା ଫେସନ ସୋ ପ୍ରଦର୍ଶନ କରିଥିଲେ । ଇଣ୍ଡିଆନ ଆଇଡଲର ପ୍ରତିଯୋଗୀ ମୟୂରୀ ସାହା ସୁମଧୁର କଣ୍ଠରେ ହିନ୍ଦୀ ଓ ବେଙ୍ଗୋଲୀ ଗୀତ
Read More...

କୁଷ୍ଠ ରୋଗ ଚିହ୍ନଟ ଅଭିଯାନ ସମ୍ପର୍କିତ ଜିଲ୍ଲା ସ୍ତରୀୟ ସମନ୍ୱୟ କମିଟି ବୈଠକ

ବାରିପଦା, (ଦେବସ୍ମିତ ଚୌଧୁରୀ) : ଚଳିତ ବର୍ଷ ଜିଲ୍ଲାରେ ୧୭ ରୁ ୩୦ ନଭେମ୍ବର ୨୦୨୫ ମଧ୍ୟରେ ହେବାକୁ ଯାଉଥିବା କୁଷ୍ଠ ରୋଗ ଚିହ୍ନଟ ଅଭିଯାନ ଉପଲକ୍ଷେ ମୟୂରଭଞ୍ଜ ଜିଲ୍ଲା ସ୍ତରୀୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକଙ୍କ
Read More...

ଛତ୍ରପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଶ୍ରୀସତ୍ୟସାଇଙ୍କ ଜ୍ୟୋତିକୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହର ପରିକ୍ରମଣରେ ବାହାରି ଗୁରୁବାର ଶ୍ରୀ ସତ୍ୟସାଇ ବାବାଙ୍କ ଜ୍ୟୋତି ଛତ୍ରପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଆଧ୍ୟାତ୍ମିକ ସନ୍ଦେଶ ପ୍ରଦାନ କରିଛି । ପ୍ରଶାନ୍ତି ନିଲୟମ୍‌ରୁ ବାହାରିଥିବା
Read More...

ରାଉରକେଲା ପୋଲିସର ସାଇବର ସୁରକ୍ଷା ଅଭିଯାନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଏସପି ନିତେଶ ୱାଧୱାନୀଙ୍କ ମାର୍ଗଦର୍ଶନରେ, ରାଉରକେଲା ପୋଲିସ ରାଜ୍ୟ ସରକାରଙ୍କ ସାଇବର ସୁରକ୍ଷା ଅଭିଯାନ ୨୦୨୫ ଅନ୍ତର୍ଗତ ଏକ ସୃଜନଶୀଳ ପଦକ୍ଷେପ "ସାଇବର ଗଟ୍ ଟ୍ୟାଲେଣ୍ଟ - ୨୦୨୫" ଆୟୋଜନ କରିଥିଲା । ଯାହାର ଲକ୍ଷ୍ୟ ଯୁବପିଢ଼ିଙ୍କ ମଧ୍ୟରେ କଳା,
Read More...