ବିବେକାନନ୍ଦ ହାଇସ୍କୁଲ ଗର୍ଜନ ଠାରେ ଧୁମଧାମରେ ଶିଶୁ ଦିବସ ପାଳନ
ରାଉରକେଲା, (ସସ୍ମିତା ପ୍ରଧାନ) : ଗର୍ଜନ ସ୍ଥିତ ବିବେକାନନ୍ଦ ହାଇସ୍କୁଲ ଠାରେ ରୋଟାରି କ୍ଲବ୍ ଅଫ୍ ରାଉରକେଲା ଅର୍ବାନ ତରଫର ଶିଶୁ ଦିବସ ପାଳନ କରାଯାଇଥିଲା । କ୍ଲବର ଅଧ୍ୟକ୍ଷ ରୋଟାରିଆନ ଇଂ ଉଦିତ କୁମାର ସାହୁଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ ଛାତ୍ରୀମାନଙ୍କ ପାଇଁ!-->…
Read More...
Read More...