Yearly Archives

2025

ବରିଷ୍ଠ ସାମ୍ବାଦିକ ଗୌରଚନ୍ଦ୍ର ପରିଛାଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଓଡିଶା ସାମ୍ୱାଦିକ ସଂଘ ସୋନପୁର ଜିଲ୍ଲା ଶାଖା ଓ ପ୍ରମେୟ ପରିବାର ପକ୍ଷରୁ ଜିଲ୍ଲାର ଉଲୁଣ୍ଡା ବ୍ଲକର ବରିଷ୍ଠ ସାମ୍ବାଦିକ ତଥା ସଂଘର ଉପଦେଷ୍ଟା ସ୍ଵର୍ଗତ ଗୌରଚନ୍ଦ୍ର ପରିଛାଙ୍କ ସ୍ମୃତି ଉଦ୍ଦେଶ୍ୟରେ ସ୍ଥାନୀୟ ବ୍ଲକ ସଭାଗୃହଠାରେ ଏକ ଶ୍ରଦ୍ଧାଞ୍ଜଳୀ
Read More...

ଗଞ୍ଜେଇ ସହ ମାହିନ୍ଦ୍ରା ଏକ୍ସୟୁଭି କାର ଜବତ, ୨ ଗିରଫ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ଦେଇ ପଡୋଶୀ ବୌଦ୍ଧ ଜିଲ୍ଲାରୁ ବ୍ୟାପକ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ପୋଲିସ ପକ୍ଷରୁ ମଧ୍ୟ ଜୋରଦାର ଧରପଗଡ ଚାଲୁ ରହିଛି । ବିନିକା ପୁଲିସ ଦିନ ୨ଟା ବେଳେ ଚୋରା ଗଞ୍ଜେଇ ଚାଲାଣ ସଂପର୍କରେ କୌଣସି ସୂତ୍ରରୁ ଖବର ପାଇ
Read More...

ଗଞ୍ଜେଇ ସହ ପଲସର୍ ବାଇକ ଜବତ, ୨ ଗିରଫ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଗତକାଲି ସୋନପୁର ପୋଲିସ ହରଡଖୋଲ ଫାଣ୍ଡି ପକ୍ଷରୁ ଫାଣ୍ଡି ଅଧିକାରୀ ରାଜ କିଶୋର ବାରିକଙ୍କ ନେତୃତ୍ୱରେ ଏକ ଟିମ୍ ସକାଳୁ ପେଟ୍ରୋଲିଂ କରୁଥିବା ବେଳେ ସୋନପୁର - ବୁର୍ଡା ରାସ୍ତାର ଅର୍ଜୁନପୁର- ବିଶିମୁଣ୍ଡା ମଝିରେ ଏକ ପଲସର୍ ବାଇକ ନଂ ସିଜି୦୬ଜି
Read More...

ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ଜନଜାତୀୟ ଗୌରବ ଦିବସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଧରତୀ ଆବା ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ଜନଜାତୀୟ ଗୌରବ ଦିବସ ୧୫ ନଭେମ୍ବର ୨୦୨୫ ଦିନ ସାରା ଦେଶରେ ପାଳନ କରାଯାଉଛି । ସେହି ଉପଲେକ୍ଷେ ଆଜି ବଲାଙ୍ଗିର ପୌର ପରିଷଦ ତରଫରୁ ବିଜାଖମନ ସ୍ଥିତ ସ୍ମାର୍ଟ ପାର୍କକୁ ଧରତୀ ଆବା ଭଗବାନ ବିର୍ସା
Read More...

ବଲାଙ୍ଗିରଠାରେ ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମ ଜୟନ୍ତୀରେ ଜନଜାତୀୟ ଗୌରବ ଦିବସ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଧରତୀ ଆବା ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ଜନଜାତୀୟ ଗୌରବ ଦିବସ ୧୫ ନଭେମ୍ବର ୨୦୨୫ ଦିନ ସାରା ଦେଶରେ ପାଳନ କରାଯାଉଛି । ସେହି ଉପଲେକ୍ଷେ ବଲାଙ୍ଗିର ଜିଲ୍ଲାର ଜନଜାତୀୟ ଗୌରବ ଦିବସ ଭିମଭୋଇ ମେଡିକାଲ କଲେଜ ସ୍ଥିତ ଅଡିଟୋରିୟମଠାରେ
Read More...

ବଲାଙ୍ଗିର ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ସ୍ଥାନୀୟ ଆଇଟିଆଇ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ହୃଷିକେଶ ଗଣ୍ଡ, ଗୋଷ୍ଠୀଉନ୍ନୟନ ଅଧିକାରୀ, ବଲାଙ୍ଗିରଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ,
Read More...

ଚିଲିକାର ପୁନର୍ବିକାଶ ଓ ଉନ୍ନତିକରଣ ସମ୍ପର୍କରେ ଲୋକସେବା ଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ରାଜଧାନୀ ଭୁବନେଶ୍ଵର ସ୍ଥିତ ଲୋକସେବା ଭବନ ଠାରେ ଚିଲିକାର ପୁନର୍ବିକାଶ ଓ ଉନ୍ନତିକରଣ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷତା କରି ବିଭିନ୍ନ ଦିଗ ଉପରେ ବିଶଦ ଆଲୋଚନା କରାଗଲା । ଏହି ବୈଠକରେ ଚିଲିକା
Read More...

ବରିଷ୍ଠ କମ୍ୟୁନିଷ୍ଟ ନେତା ଭାଗିରଥି ପ୍ରଧାନଙ୍କ ଦେହାନ୍ତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଚମାଖଣ୍ଡି ପଞ୍ଚାୟତର ପୂର୍ବତନ ସମିତିସଭ୍ୟ, ତଥା ଏ-ତୋଟାପଲ୍ଲୀ ଗ୍ରାମର ବାସିନ୍ଦା ବରିଷ୍ଠ କମ୍ୟୁନିଷ୍ଟ ନେତା ସାଥୀ ଭାଗିରଥି ପ୍ରଧାନ ୭୧ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ଦିନ ୧.୩୦ ସମୟରେ ତାହାଙ୍କ ଦେହାନ୍ତ ହୋଇଯାଇଛି । ସେ ଦୀର୍ଘ
Read More...

ଛତ୍ରପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ “ସପ୍ତଶକ୍ତି ସଙ୍ଗମ” ଆୟୋଜିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବିଦ୍ୟାଭାରତୀର ନିର୍ଦ୍ଦେଶ ଅନୁଯାୟୀ ଓଡ଼ିଶା ଶିକ୍ଷା ବିକାଶ ସମିତିଙ୍କ ଆନୁକୂଲ୍ୟରେ ଛତ୍ରପୁର ସ୍ଥିତ ଶ୍ରୀରାମନଗର ଠାରେ ଅବସ୍ଥାପିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ "ସପ୍ତଶକ୍ତି ସଙ୍ଗମ" ଶନିବାର ଆୟୋଜିତ ହୋଇଯାଇଛି । ବ୍ରହ୍ମପୁରର
Read More...

ବୁଧାପାଲି ଗ୍ରାମରେ ସପ୍ତଶକ୍ତି ସଂଗମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବୁଧାପାଲି ଗ୍ରାମରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଆନୁକୂଲ୍ୟରେ ସପ୍ତଶକ୍ତି ସଂଗମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଓ ବକ୍ତା ଭାବରେ ଶ୍ରୀମତୀ ଅନୁପମା ବେହେରା, ତାଳପାଲି ମହାବିଦ୍ୟାଳୟର ସଂସ୍କୃତ ଅଧ୍ୟାପିକା ତଥା ପୂର୍ବତନ
Read More...