Yearly Archives

2025

ମୁରିବାହାଲରେ ନୂତନ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ପାଇଁ କମିଟିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ସ୍ଥିତ ଟୁନଟୁନି ମୁଣ୍ଡା ଛକଠାରେ ନବ ନିର୍ମିତ ଶ୍ରୀରାମ ମନ୍ଦିର ପ୍ରାଣଙ୍ଗରେ ନୂତନ ମନ୍ଦିର ପ୍ରତିଷ୍ଠା ପାଇଁ ରାଜୀବ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।
Read More...

ବାପା ପୁସ୍ତକ ଉନ୍ମୋଚନ ଓ ଶୀତ କବିତା ଆସର

ବାପା ଭରସାର ପାନ୍ଥଶାଳା ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ଓ ସର୍ବ ପୁରାତନ ସାହିତ୍ୟ ଅନଷ୍ଠାନ ବୈଶାଖୀ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଶୀତ କବିତା ଆସର ଓ କବି ସୁଶାନ୍ତ କୁମାର ନାୟକଙ୍କ ସଂପାଦିତ "ବାପା" କବିତା ସଂକଳନ ଉନ୍ମୋଚନ ଉତ୍ସବ, ଇସ୍ପାତ ସାହିତ୍ୟ ସଂସଦ
Read More...

ବେଦବ୍ୟାସ ବିକାଶ ମଞ୍ଚ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ରାଉରକେଲା ଆଗମନ ହୋଇଥିବାବେଳେ ବେଦବ୍ୟାସ ବିକାଶ ମଞ୍ଚର ତରଫରୁ ସଭାପତି ବଦ୍ରିନାରାୟଣ ପାଢ଼ୀ, ଉପସଭାପତି ହୃଷିକେଶ ବଳିୟାରସିଂହ, ରମାକାନ୍ତ ପାଣ୍ଡେ, ସାଧାରଣ ସମ୍ପାଦକ ବିଭୂତି ଭୂଷଣ ଦାସ, ସମ୍ପାଦକ ବିଜୟାନନ୍ଦ
Read More...

ଲୋଇସିଂହା ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା -୨୦୨୫ ଅନୁଷ୍ଠିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ତରଫରୁ ଲୋଇସିଂହା କଲେଜ ପଡିଆ ଠାରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଆୟୋଜିତ ହୋଇଯାଇଛି । ଏଥିରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର କାର୍ଯ୍ୟକ୍ରମ ପ୍ରଦର୍ଶନୀ, ଚାଷୀ ବୈଜ୍ଞାନିକ ଆଲୋଚନା ଚକ୍ର ଓ
Read More...

ଭାଗବତ କଥା ଜ୍ଞାନଯଜ୍ଞ ସମାପନ

ପୁଇନ୍ତଲା, (ରାଜେଶ ଦଣ୍ଡସେନା) : ସ୍ଥାନୀୟ ବୁବେଲ ସ୍ଥିତ ମହିମା ରାଇସ୍ ମିଲ୍ ଠାରେ ଚଳିତ ୧୦ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ବ୍ୟାସ ସରୋଜ କୁମାର ବେଦବାକ୍‌ଙ୍କ ଦ୍ଵାରା ସୁମଧୁର ବାଣୀରେ ଭାଗବତ ପାଠ କରାଯାଇଥିଲା । ଗୁରୁପ୍ରସାଦ ମିଶ୍ରଙ୍କ ଦ୍ଵାରା ସାତଦିନ ଧରି ପଠନ, ପ୍ରବଚନ, ପୂଜା
Read More...

ସର୍ଦ୍ଦାର ବଲ୍ଲବ ଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ପାଳନ ପାଇଁ ସାମ୍ବାଦିକ ସମ୍ମିଳନୀ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଲୌହ ମାନବ ସର୍ଦ୍ଦାର ବଲ୍ଲବ ଭାଇ ପଟେଲଙ୍କର ୧୫୦ତମ ଜୟନ୍ତୀ ସାରା ଦେଶରେ ମହାସମାରୋହରେ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ଆସନ୍ତା ୨୪ ଓ ୨୫ ତାରିଖରେ ଜିଲ୍ଲା ସଦରମହକୁମା ଭବାନୀପାଟଣା, ଧର୍ମଗଡ ଓ ନର୍ଲା ଠାରେ
Read More...

ପାନପୋଷ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଆରମ୍ଭ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ବେଦବ୍ୟାସ ।ମେଳା ପଡିଆ ଠାରେ ଆଜି ଉଦଘାଟିତ ହୋଇଯାଇଛି ପାନପୋଷ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା । ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । କୃଷିକୁ ଉତ୍ସାହିତ କରିବା ଏବଂ
Read More...

ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା

ପୁଇଁତଲା, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଗଇନ୍ତଲାପଡିଆଠାରେ ପୁଇଁନ୍ତଲା ବ୍ଲକର ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୁଇନ୍ତଲା ବ୍ଲକର ସମସ୍ତ ଗ୍ରାମ ପଞ୍ଚାୟତରୁ ୫୦୦ ରୁ ଅଧିକ ମତ୍ସ୍ୟଜୀବୀ ଏବଂ ପ୍ରାଣୀପାଳକ ତଥା ସ୍ଵୟଂ ସହାୟକ ଗୋଷ୍ଠୀ ଦଳର ମାଁ
Read More...

ଆମେଥିଷ୍ଟ ଆବାକସ୍ ବ୍ରେନ୍ ମାଷ୍ଟରଙ୍କ ଷଷ୍ଠ ବାର୍ଷିକ ସମାରୋହ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୬ ସେଣ୍ଟରର ଆମେଥିଷ୍ଟ ଆବାକସ୍ ବ୍ରେନ୍ ମାଷ୍ଟର ସେକ୍ଟର ୭ର ମଧୁ ମଣ୍ଡପରେ ଏହାର ଷଷ୍ଠ ବାର୍ଷିକ ସମାରୋହ ପାଳନ କରିଥିଲେ । ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଥିଲେ କେନ୍ଦ୍ରୀୟ ବିଦ୍ୟାଳୟ, ସେକ୍ଟର ୬ର ଅଧ୍ୟକ୍ଷ ସୁଜିତ ରାୟ । ଏହି ଅବସରରେ
Read More...

ନୂଆଖାଇ ଭେଟଘାଟ ୨୦୨୫ ଅବସରରେ କଳାକାର ସମାବେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅର୍ନ୍ତଗତ ବାନ୍ଧନଘୋର ଗ୍ରାମଠାରେ ସ୍ୱେଛାସେବୀ ଅନୁଷ୍ଠାନ ନେସନାଲ ସର୍ଭିସ ଫାଉଣ୍ଡେସନ, ବଲାଙ୍ଗିର ତରଫରୁ ନୂଆଖାଇ ଭେଟଘାଟ-୨୦୨୫ ଅନୁଷ୍ଠିତ ହୋଇଯାଇଛି । ଓଡିଶା ସରକାରଙ୍କର ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସହଯୋଗରେ
Read More...