Yearly Archives

2025

ଜଣେ ଉତ୍ତମ ସଂଗଠକ ଜଗନ୍ନାଥ ମିଶ୍ରଙ୍କ ପରଲୋକ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ସହରର ଜଣେ ଜଣାଶୁଣା ବ୍ୟକ୍ତିତ୍ଵ ଜଗନ୍ନାଥ ମିଶ୍ରଙ୍କ ୬୪ବର୍ଷ ବୟସରେ ଗତ ୧୬ ତାରିଖ ରାତିରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି । ସ୍ୱର୍ଗତ ମିଶ୍ର ଛାତ୍ର ଜୀବନ କାଳରୁ ସାଂଗଠନିକ ବିଚାର ଧାରା ମଧ୍ୟରେ
Read More...

ରାଉରକେଲା ଇସ୍ପାତ କାରଖାନା ଅବସରପ୍ରାପ୍ତ କର୍ମଚାରୀ ସଂଘ ଯୋଗ କେନ୍ଦ୍ରର ୨୬ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ଼ ଜିଲ୍ଲା ପତାଞ୍ଜଳି ଯୋଗ ପରିବାର ଓ ରାଉରକେଲା ଇସ୍ପାତ କାରଖାନା ଅବସରପ୍ରାପ୍ତ କର୍ମଚାରୀ ସଂଘର ମିଳିତ ଆନୁକୂଲ୍ୟରେ ପରିଚାଳିତ ଏହି ଯୋଗ କେନ୍ଦ୍ରର ୨୬ତମ ବାର୍ଷିକ ଉତ୍ସବ କେନ୍ଦ୍ରର ପରିଚାଳକ ବରିଷ୍ଠ ଯୋଗ ଶିକ୍ଷକ କପିଳେଶ୍ୱର ମହାରଣାଙ୍କ
Read More...

ଦୁର୍ଗେଇଖୋଲ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତରେ ଥିବା ଦୁର୍ଗେଇଖୋଲରେ ପ୍ରତିବର୍ଷ ଦୁର୍ଗେଇଖୋଲ ଦୁର୍ଗାଦେବୀଙ୍କ ମାର୍ଗଶିର ମାସ ଶେଷ ଗୁରୁବାର ପୂର୍ଣିମା ଦିନ ପୂଜା ସହ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଏନେଇ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମିଠାପାଲି
Read More...

ରାଉରକେଲା ସୋସିଆଲ ସୋସାଇଟି ତରଫରୁ ଶିଶୁ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସିନିଅର ସୋସିଆଲ ସୋସାଇଟି, ସେକ୍ଟର ୧୭ ଓ ରାଉରକେଲା ସୋସିଆଲ ସୋସାଇଟି ତରଫରୁ ଶିଶୁ ଦିବସ ପାଳନ ଓ ପୁରସ୍କାର ବିତରଣ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ଚେସ୍ ସଂଯୋଜକ ପ୍ରକାଶ କୁମାର ସାହୁ ଓ କାର୍ଯ୍ୟକ୍ରମର ଆବାହକ ଗୌରାଙ୍ଗ ଚରଣ
Read More...

ଅକ୍ଷୟ ମହାନ୍ତିଙ୍କ ପୂଣ୍ୟତିଥି ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଆ ସଂଗୀତ ଜଗତର ମୁକୁଟ ବିହିନ ସମ୍ରାଟ କିମ୍ବଦନ୍ତୀ ଗାୟକ, କଥାକାର ସ୍ୱର୍ଗତ ଅକ୍ଷୟ ମହାନ୍ତିଙ୍କ ୨୩ତମ ପୂଣ୍ୟତିଥି ଅବସରରେ ଫ୍ୟାନ୍ସ କ୍ଲବ ପକ୍ଷରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଏହି ଉପଲକ୍ଷେ କ୍ଲବ ପକ୍ଷରୁ କୋଏଲ ନଗରରେ ଆୟୋଜିତ
Read More...

ସ୍ପନ୍ଦନ ଆୟୋଜିତ ଶିଶୁ ମହୋତ୍ସବର ୨ୟ ସଂଧ୍ୟା

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ପନ୍ଦନ, ରାଉରକେଲା ଆୟୋଜିତ ୨୦ତମ ଶିଶୁ ମହୋତ୍ସବ ଅବସରରେ ନଭେମ୍ବର୧୭ ତାରିଖ ଦ୍ୱିତୀୟ ଦିବସ ଅପରାହ୍ଣରେ ସିଭିକ୍ ସେଣ୍ଟର ମଂଚରେ ମଂଚସ୍ଥ ହୋଇଥିଲା ୯ଟି ନାଟକ । ସର୍ବ ପ୍ରଥମେ ସେକ୍ଟର ୧୭ ସ୍ଥିତ ମଧୁସୂଦନ ଶିକ୍ଷା ନିବାସ ପରିବେଷଣ କରିଥିଲା ନାଟକ
Read More...

ଡିସୌଜା ସ୍କୁଲର ୬୭ତମ ବାର୍ଷିକ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨ ସ୍ଥିତ ଡିସୌଜା ସ୍କୁଲର ୬୭ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ସ୍କୁଲର ଅଧ୍ୟକ୍ଷ ଆଲେକଜାଣ୍ଡାର ଡିସୌଜାଙ୍କ ଅଧ୍ୟକ୍ଷତା, ନିର୍ଦ୍ଦେଶିକା ଆନାବେଲା ଡିସୌଜା ଓ ଅଧ୍ୟକ୍ଷା ଜ୍ୟୋତି ଗୁରୱାରାଙ୍କ ଆବାହକତ୍ଵରେ ଆୟୋଜିତ ଏହି
Read More...

ମ୍ୟୁନିସିପାଲ ମହାବିଦ୍ୟାଳୟରେ ତ୍ରିଦିବସୀୟ ଜାତୀୟ ସମ୍ମିଳନୀ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ମ୍ୟୁନିସିପାଲ ମହାବିଦ୍ୟାଳୟ ଠାରେ ଚାଲିଥିବା ତ୍ରିଦିବସୀୟ ଜାତୀୟ ସମ୍ମିଳନୀ ସମ୍ପନ୍ନ ହୋଇଯାଇଛି । ଉଦଯାପନୀ ଉତ୍ସବରେ କଲେଜର ଅଧ୍ୟକ୍ଷ ପ୍ରଫେସର ହରିହର ଦାସ ଅଧ୍ୟକ୍ଷତା କରିଥିବାବେଳେ ରଘୁନାଥପାଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ ମୁଖ୍ୟ ଅତିଥି, ପ୍ରାକ୍ତନ
Read More...

ରାଜ୍ୟସ୍ତରୀୟ “ସୁରଭି” କାର୍ଯ୍ୟକ୍ରମରେ ଶିଖରପଲ୍ଲୀ ପ୍ରାଥମିକ ବିଦ୍ୟାଳୟର କୃତ୍ତୀତ୍ୱ ହାସଲ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ସୁନ୍ଦରପୁର ଗ୍ରାମପଞ୍ଚାୟତର ଶିଖରପଲ୍ଲୀ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଭୁବନେଶ୍ୱରଠାରେ ଆୟୋଜିତ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ "ସୁରଭି" ସାଂସ୍କୃତିକ କାର୍ଯ୍ୟକ୍ରମରେ ସମଗ୍ର ଓଡ଼ିଶାରେ ଦ୍ୱିତୀୟ ସ୍ଥାନ
Read More...

ବରଗଡ଼ ଧନୁଯାତ୍ରାର କଂସ ଚରିତ୍ର ପାଇଁ ସୁଶୀଲ ମେହେର ମନୋନୀତ

ବରଗଡ, (ନିରୋଜ କୁମାର ପାଣୀ) : ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଏଥର ଭେଡେନ ବ୍ଲକ ଚିଚିଣ୍ଡା ଗ୍ରାମର ସୁଶୀଲ ମେହେର କଂସ ଅଭିନେତା ଭାବେ ମନୋନୀତ ହୋଇଛନ୍ତି । ସେହିପରି ପ୍ରଭାସ କୁମାର ତ୍ରିପାଠୀ ମୁଷ୍ଟିକ, ହିମାଂଶୁ ସାହୁ ଚାଣୁର, ଆର୍ତ୍ତତ୍ରାଣ ମହାପାତ୍ର
Read More...