Yearly Archives

2025

ଆଇସିଏଆର-ସିଆଇଡବ୍ଲୁଏ ପରିସରରେ ପିଏମ-କିସାନର ଏକବିଂଶତମ କିସ୍ତି ହସ୍ତାନ୍ତର କାର୍ଯ୍ୟକ୍ରମ

କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କ ସଶକ୍ତିକରଣ ପାଇଁ ନିରନ୍ତର କାର୍ଯ୍ୟ କରୁଛନ୍ତି କେନ୍ଦ୍ର ସରକାର : କେନ୍ଦ୍ର ମନ୍ତ୍ରୀ ଏଚଡି କୁମାରସ୍ୱାମୀ ଭୁବନେଶ୍ୱର, (ପିଆଇବି) : ଭୁବନେଶ୍ୱରସ୍ଥିତ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅଧୀନ କେନ୍ଦ୍ରୀୟ କୃଷିରତ ମହିଳା ପ୍ରତିଷ୍ଠାନ
Read More...

ଯୁବତୀଙ୍କୁ ଧମକ ଓ ଅସମ୍ମାନ ନଗ୍ନ ଫଟୋ ପଠାଇ ବିବାହ ଭଙ୍ଗ : ଯୁବକ ବେଙ୍ଗଲୋରରୁ ଗିରଫ ଏବଂ କୋର୍ଟ ଚାଲାଣ

ଖପ୍ରଖୋଲ, (ଅଶୋକ କୁମାର ବାଗ)ବିବାହର ପ୍ରତିଶୃତି ଦେଇ ଜୋର ଜବରଦସ୍ତି ଶାରରୀକ ସମ୍ପର୍କ ରଖିଲା, ଆଉ ତା' ପରେ ସବୁ କିଛି ନିଜ ମୋବାଇଲରେ କଏଦ କରି ଭାଇରାଲ କଲା ଆଉ ଏବେ ଜେଲଗଲା ଜଣେ ଯୁବକ । ଏଭଳି ଘଟଣା ବଲାଙ୍ଗିର ଜିଲ୍ଲାରେ ଘଟିଥିବାବେଳେ ଘଟଣାକୁ ନେଇ ଏବେ ଚାରି ଆଡେ଼ ବେଶ୍‌ ଚର୍ଚ୍ଚା ।
Read More...

ତୃତୀୟ ଏମ ଆଇ ଏଲ ହକି ପ୍ରତିଯୋଗୀତା ଉଦଯାପିତ : ସିଏଫ ଅରୁଭାଙ୍କାଡୁ ଚମ୍ପିୟାନ

ସଇଁତଲା, (ଖୁସିରାଣୀ ସାହୁ) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ବଡମାଲସ୍ଥିତ ଗୋଳାବାରୁଦ କାରଖାନା ପରିସରରେ ୩ ଦିନ ଧରି ଚାଲିଥିବା ତୃତୀୟ ଏମ ଆଇ ଏଲ ହକି ପ୍ରତିଯୋଗୀତା ଆଜି ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚରେ ସି ଏଫ ଅରୁଭାଙ୍କାଡୁ ନିଜ ପ୍ରତିଦ୍ଵନ୍ଦୀ ଗୋଳାବାରୁଦ କାରଖାନା ଖମାରିଆ,
Read More...

ରାଇସ ମିଲରମାନଙ୍କୁ ନେଇ କ୍ଲଷ୍ଟର ଡେଭଲପମେଣ୍ଟ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତ ସରକାର ଶାଖା ସୂକ୍ଷ୍ମ ଲଘୁ ଏବଂ ମାଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ରାଉରକେଲା ଓ ବଲାଙ୍ଗିର ଜିଲ୍ଲା ଶିଳ୍ପ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ସଦର ବ୍ଲକ ସଭା ଗୃହଠାରେ ରାଇସ ମିଲର ମାନଙ୍କୁ ନେଇ କ୍ଲଷ୍ଟର ଡେଭଲପମେଣ୍ଟ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ
Read More...

ପାଇପ ପାଣିରେ ବାହାରୁଛି ଛୋଟ ସାପ ଭଳି ଜିଆ

ନୂଆପଡ଼ା, (କେପିଏନ୍‌ଏସ୍‌) : ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଜଟଗଡ ଗ୍ରାମ ପଞ୍ଚାୟତ ବାବେଘାଟି ଗାଁରେ ପାଣି ସମସ୍ୟା ଲାଗି ରହିଥିବାବେଳେ ଘରକୁ ଘର ପାଣି ପାଇପ ଲାଗିଛି । କେତେ ଘରକୁ ଜଳ ଯୋଗାଣ ହେଉଥିବାବେଳେ ସବୁଦିନ ପାଣି ଦିଆଯାଉନାହିଁ । ପାଇପ ପାଣିରେ ଦେଖିବାକୁ ମିଳିଛି ସାପ
Read More...

କଟକ ଜିଲ୍ଲା ସାମ୍ବାଦିକ ସଂଘର ତୃତୀୟ ବାର୍ଷିକ ଉତ୍ସବ ପାଳିତ

କଟକ, (କେପିଏନ୍‌ଏସ୍‌) : ରାଜ୍ୟ ସାମ୍ବାଦିକ ସଂଘର କଟକ ଜିଲ୍ଲା ଶାଖାର ତୃତୀୟ ବାର୍ଷିକ ଉତ୍ସବ ସି ଏମ ସି-୫୮ ନମ୍ବର ୱାର୍ଡ ଅନ୍ତର୍ଗତ ପ୍ରତାପନଗରୀ ଧାକୁଲେଇ ମଣ୍ଡପରେ ପାଳିତ ହୋଇଯାଇଛି । ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଅଗ୍ରଣୀ
Read More...

ନୂଆପଡା ଜିଲ୍ଲାରେ ଚାଷୀଙ୍କୁ ଘାରିଛି ହାତୀ ଆତଙ୍କ

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲାରେ ଚାଷୀଙ୍କୁ ଘାରିଛି ହାତୀର ଆତଙ୍କ, ଧାନ ଅମଳ ସମୟରେ ଧାନ ଖାଇବା ସହ କରୁଛନ୍ତି ବ୍ୟାପକ କ୍ଷତି । ଏଭଳି ଅଭିଯୋଗ ଆସିଛି । କୋମନା ବନ ଅଞ୍ଚଳରେ ଗତ ଚାରି ଦିନ ହେବ ୩୦ ଟିକିଆ ହାତୀପଲ ବ୍ୟାପକ ଧାନ ଫସଳ ନଷ୍ଟ କରୁଥିବାବେଳେ ବନ ବିଭାଗ କୌଣସି
Read More...

ଜୁରାବନ୍ଧଠାରେ ବ୍ଲକସ୍ତରୀୟ ତିନିଦିନିଆ ଖେଳକୁଦ ପ୍ରତିଯୋଗିତା ଶୁଭାରମ୍ଭ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ମାଇ ଭାରତ ବଲାଙ୍ଗିର ଓ କପିଳେଶ୍ଵର ଯୁବକ ସଂଘ ଆନୁକୂଲ୍ୟରେ ବ୍ଳକ ସ୍ତରୀୟ ୩ ଦିନିଆ ଖେଳକୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି । ମୁଖ୍ୟ ଅତିଥି ଜୁରାବନ୍ଧ ଗ୍ରା.ପ ସରପଞ୍ଚ ପ୍ରତିନିଧି ନରେଶ ସଗ୍ରିଆ ଉପସ୍ଥିତ ରହି ଉଦ୍ଘାଟନ କରିଥିଲେ । ସମ୍ମାନିତ
Read More...

ବଲାଙ୍ଗିର ସଙ୍କୁଳ ଶିଶୁଭାରତୀ ପଦାଧିକାରୀ ବୈଠକ ଅନୁଷ୍ଠିତ

ଚୁଡାପାଲି, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ସଂକୁଳର ଶିଶୁଭାରତୀ ପଦାଧିକାରୀ ବୈଠକ ସଂକୁଳ ପ୍ରମୁଖ ଅନ୍ତର୍ଯ୍ୟାମୀ ବିଶ୍ୱାଳଙ୍କ ଅଧ୍ୟକ୍ଷ୍ୟତାରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଚୁଡାପାଲିଠାରେ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ସଂକୁଳ ସଂଯୋଜକ ସନାତନ ମିଶ୍ର ପରିଚାଳନା ସମିତିର ସଭାପତି
Read More...

କମ୍ଭୁପାଣି ପାଢ଼ିଙ୍କୁ ଅଧିବକ୍ତା ପରିଷଦ ଟିଟିଲାଗଡ଼ ଶାଖା ପକ୍ଷରୁ ସମ୍ବର୍ଦ୍ଧନା ସମାରୋହ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକଙ୍କ) : ଟିଟିଲାଗଡ଼ ସହରର ବରିଷ୍ଠ ଆଇନଜୀବୀ କମ୍ଭୁ ପାଣି ପାଢ଼ୀ ଓଡିଶା ଆଇନଜୀବୀ ପରିଷଦର ସଦସ୍ୟ ନିର୍ବାଚିତ ହେବାପରେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ଆଇନଜୀବୀ ପରିଷଦରେ ସ୍ୱର୍ଗତ ପୀତବାସ ପଣ୍ଡାଙ୍କ ନିଧନ ପରେ ରିକ୍ତଥିବା ପଦ ପୂରଣ ପାଇଁ ଗତ ତା.
Read More...