Yearly Archives

2025

କୃତୀ ଛାତ୍ରଛାତ୍ରୀଙ୍କୁ ବିଦ୍ୟା ବିକାଶ ସମ୍ବଲପୁର ପକ୍ଷରୁ ସମ୍ବର୍ଦ୍ଧନା

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆଜି ସୁବର୍ଣ୍ଣପୁର ପିପିଲିପାଲି ସ୍ଥିତ ବିଶ୍ଵ ଭାରତୀ ଚିନ୍ତନ ଶିକ୍ଷା ନିକେତନରେ ବିକାଶ ଏପ୍ଟିଚିୟୁଟ (ଜ୍ଞାନ କୌଶଳ) ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ସ୍କୁଲର ୧୦ ଜଣ କୃତି ଛାତ୍ରଛାତ୍ରୀ ଓ ଦଶମ ଶ୍ରେଣୀର ସାତ ଜଣ କ୍ଲାସ ଟିଚର୍‌ଙ୍କୁ
Read More...

ଡୁଙ୍ଗୁରିପାଲି ବ୍ଲକ ସ୍ତରୀୟ ଶିଶୁ ବୈଜ୍ଞାନିକ ପ୍ରଦର୍ଶନୀ ଓ ବିଜ୍ଞାନ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ

ଡୁଙ୍ଗୁରିପାଲି/ଏସ. ରାମପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକସ୍ତରୀୟ ଶିଶୁ ବୈଜ୍ଞାନିକ ପ୍ରଦର୍ଶନୀ ଓ ବିଜ୍ଞାନ କୁଇଜ ପ୍ରତିଯୋଗିତା କନ୍ଦାଗାଡ଼ ଉଚ୍ଚ ବିଦ୍ୟାଳୟ ପରିସରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଶିକ୍ଷାଧିକାରୀ ଗଣେଶ କିଷାନଙ୍କ
Read More...

କର୍କଟ ସଚେତନତା ଶିବିର

ରାଉରକେଲା, (ସସ୍ମିତା ପ୍ରଧାନ) : ସିଭିଲ ଟାଉନସିପ ସ୍ଥିତ କ୍ୟାରିୟର ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ଠାରେ ଏକ ଦିନିକିଆ କର୍କଟ ରୋଗ ଚିହ୍ନଟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ପ୍ରଶାସକ ଡକ୍ଟର ଉମାକାନ୍ତ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି
Read More...

ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ସର୍ବ ପୁରାତନ ସାହିତ୍ୟ ଅନୁଷ୍ଠାନ ଆଦର୍ଶ ପାଠାଗାର ତରଫରୁ ମାସିକ ସାହିତ୍ୟ ଆସର ଛେଣ୍ଡ ସ୍ଥିତ ଗୋପବନ୍ଧୁ ପାଠାଗାର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜାତୀୟ କବି ବୀରକିଶୋର ଦାସଙ୍କ ଜୟନ୍ତୀ ଓ ସାହିତ୍ୟକୃତି ଉପରେ ଆଲୋଚନା କରାଯାଇଥିଲା
Read More...

ଦ୍ୱିଦିବସୀୟ ଶିଶୁ ମେଳା ମହୋତ୍ସବ ସମ୍ପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ ଚିନ୍ମୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଠାରେ ଦ୍ୱିଦିବସୀୟ ଶିଶୁ ମେଳା ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷା ଶର୍ମିଷ୍ଠା କବିଶତପଥୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ଓ ମାର୍ଗଦର୍ଶନରେ ଆୟୋଜିତ କାର୍ଯ୍ୟକ୍ରମରେ
Read More...

“ଉଡାନ” କ୍ୟାମ୍ପରେ ଯୋଗଦେଲେ ରାଉରକେଲାର ୧୫ ସ୍କାଉଟ ଗାଇଡ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତ ସ୍କାଉଟ ଗାଇଡ ରାଜ୍ୟ ମୁଖ୍ୟାଳୟରେ ନଭେମ୍ବର ୧୮ରୁ ରାଜ୍ୟ ସ୍କାଉଟ ମୁଖ୍ୟ କମିଶନର ଡ. କାଳୀ ପ୍ରସାଦ ମିଶ୍ରଙ୍କ ତତ୍ତ୍ୱାବଧାନରେ ଆୟୋଜିତ ହୋଇଛି ଉଡ଼ାନ କ୍ୟାମ୍ପ । ଏଥିରେ ରାଜ୍ୟର ୨୫ଟି ଜିଲ୍ଲାରୁ ୭୫୦ ସ୍କାଉଟଗାଇଡ, ସ୍କାଉଟ୍ ମାଷ୍ଟର ଏବଂ ଗାଇଡ
Read More...

ଖୁସି ଓ ଶାନ୍ତି ରହିବାର ଉପାୟ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨୦ ସ୍ଥିତ ଶ୍ରୀ ଶ୍ରୀ ରବିଶଙ୍କର ବିଦ୍ୟାମନ୍ଦିର ଇସ୍ପାତ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ତରଫରୁ ଖୁସି ଓ ଶାନ୍ତି ରହିବାର ଉପାୟ ଉପରେ ଏକ କର୍ମଶାଳା ଶିକ୍ଷୟିତ୍ରୀ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ନିର୍ଦ୍ଦେଶକ କ୍ୟାପଟେନ ଆଲୋକେଶ
Read More...

କୁଚାଗାଁ ମା ଲଙ୍କେଶ୍ୱରୀଙ୍କ ବାର୍ଷିକ ଦଶରା ଅନୁଷ୍ଠିତ : ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ପ୍ରବଳ ଜନ ସମାଗମ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ କୁଚାଗାଁର ଆରାଧ୍ୟ ଦେବୀ ମା' ଲଙ୍କେଶ୍ୱରୀ ଦେବୀଙ୍କ ବାର୍ଷିକ ଦଶରା ୨୦୨୫ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏହି ପରିପେକ୍ଷୀରେ ଅପରାହ ରେ ଲାଠିଯାତ୍ର ଅନୁଷ୍ଠିତ ହୋଇଥିଲା । ଲଙ୍କେଶ୍ୱରୀ ଦେବୀ ପୂଝାରୀଙ୍କ ଘରୁ ଲଙ୍କେଶ୍ୱରୀ ମା' ଲାଠି ଓ
Read More...

ନଭେମ୍ବର ୨୧, ୨୦୨୫ : ବିଶ୍ୱ ଟେଲିଭିଜନ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ୧୯୯୬ ରେ, ମିଳିତ ଜାତିସଂଘର ସାଧାରଣ ସଭା ନଭେମ୍ବର ୨୧ କୁ ବିଶ୍ୱ ଟେଲିଭିଜନ ଦିବସ ଘୋଷଣା କଲା । ମିଳିତ ଜାତିସଂଘ ଟେଲିଭିଜନ ଦିବସ ପାଳନ କୌଣସି ନିଷ୍ପତ୍ତି ନେବା ଉପରେ ଅଧିକ ପ୍ରଭାବ ପକାଇବା ସହିତ ମନୋରଞ୍ଜନ ଶିଳ୍ପ ପାଇଁ ଅଗ୍ରଦୂତ ଭାବରେ
Read More...

ଦନ୍ତପୁର ଐତିହ୍ୟ ସଂସ୍କୃତି ମଞ୍ଚ ଗଠନ ନିମିତ୍ତ ପ୍ରସ୍ତୁତି ବୈଠକ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ସୁବଳୟା ଗୋପାଳ କୃଷ୍ଣ ହାଇସ୍କୁଲଠାରେ ଦନ୍ତ ପୁର ଐତିହ୍ୟ ସଂସ୍କୃତି ମଞ୍ଚ ଗଠନ ସକାଶେ ଏକ ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଛତ୍ରପୁର ପୂର୍ବତନ ବିଧାୟକ ଅଶୋକ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ
Read More...