Yearly Archives

2025

ରାଜ୍ୟସ୍ତରୀୟ ଜୁନିୟର ଖୋ-ଖୋ ଚମ୍ପିୟାନସିପ୍‌

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସନ୍ତା ତା.୨୭.୧୧.୨୦୨୫ରୁ ତା.୨୮.୧୧.୨୦୨୫ ଦୁଇ ଦିନ ଧରି ଜଗନ୍ନାଥ ସ୍ପୋର୍ଟ କମ୍ପେ୍ଲକ୍ସ ପୁରୀ ଠାରେ ଅନୁଷ୍ଠିତ ହେବ । ଏହି ଉପଲକ୍ଷେ ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ଆସନ୍ତା ତା.୨୩.୧୧.୨୦୨୫ ରବିବାର ଦିନ ପୁରୁଷ ଓ ମହିଳା ବର୍ଗ, କନିଷ୍ଠ
Read More...

ବଙ୍ଗୋମୁଣ୍ଡାରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମେଳା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଙ୍ଗୋମୁଣ୍ଡା ବ୍ଲକ ଉଦ୍ୟାନ ବିଭାଗ ନର୍ସରୀ ଠାରେ ବିଶ୍ୱ ମତ୍ସ୍ୟ ଦିବସ ପାଳନ ଅବସରରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମେଳା ଅନୁଷ୍ଠିତ ହୋଇଯାଇଛି । ବଙ୍ଗୋମୁଣ୍ଡା ବିଡ଼ିଓ ପୂର୍ଣ୍ଣଚନ୍ଦ୍ର ପୁଟେଲଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି
Read More...

ବଙ୍ଗୋମୁଣ୍ଡା ଥାନାର ଏସଊଆଇଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଙ୍ଗୋମୁଣ୍ଡା ଥାନା ପରିସରରେ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଅବସରପ୍ରାପ୍ତ ଏସ୍‌ଆଇ ବୁଦ୍ଧଦେବ ବିଶ୍ୱାଳଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ବଙ୍ଗୋମୁଣ୍ଡା ଥାନା ଅଧିକାରୀ ସଂଜୀବ ପଧାନଙ୍କ
Read More...

ଜୁରାବନ୍ଧରେ ବ୍ଲକ ସ୍ତରୀୟ ଖେଳକୁଦ ପ୍ରତିଯୋଗିତା ଉଦଯାପିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଜୁରାବନ୍ଧ ଗ୍ରାମରେ ମାଇ ଭାରତ ବଲାଙ୍ଗିର ଓ କପିଳେଶ୍ଵର ଯୁବକ ସଂଘ ଜୁରାବନ୍ଧ ଆନୁକୂଲ୍ୟରେ ଚାଲିଥିବା ବ୍ଲକ ସ୍ତରୀୟ ୩ ଦିନିଆ ଖେଳକୁଦ ପ୍ରତିଯୋଗିତା ଆଜି ଉଦଯାପିତ ହୋଇଯାଇଛି । ଏହି ଉଦଯାପନୀ
Read More...

ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ : ୧୨୭ ପ୍ରକଳ୍ପ ପ୍ରଦର୍ଶିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ମଣ୍ଡଳ ବିଶ୍ୱନାଥ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା, ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଏବଂ ଇକୋ କ୍ଲବ ତିନୋଟି କାର୍ଯ୍ୟକ୍ରମ ଶୁକ୍ରବାର ମହାଡ଼ମ୍ବରରେ
Read More...

ବେଆଇନ ମଦ ଦୋକାନରେ ଅବକାରୀ ବିଭାଗର ଚଢ଼ାଉ : ଜଣେ ଗିରଫ, କୋର୍ଟ ଚାଲାଣ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଅବକାରୀ ବିଭାଗ ତରଫରୁ ଗୋଲାମୁଣ୍ଡା ବ୍ଲକର ବୃନ୍ଦାବାହାଲ ଗାଁରେ ଚଡାଉ କରାଯାଇଛି । ଏହି ଚଢ଼ାଉରେ ବେଆଇନ ଦେଶୀ ମଦ ବିକ୍ରି କରୁଥିବା ନେଇ ଜଣେ ମଦ ବେପାରୀକୁ ଗିରଫ କରିଛି ଅବକାରୀ ବିଭାଗ । ଗିରଫ ଅଭିଯୁକ୍ତ ଜଣକ ହେଲେ ବୃନ୍ଦାବାହାଲ ଗାଁର
Read More...

ଜିଲ୍ଲା ସ୍ତରୀୟ ଏକତା ପଦଯାତ୍ରା ଆୟୋଜିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ତଥା ଏକତା ଦିବସ ଅବସରରେ ଆଜି ସ୍ଥାନୀୟ ଆର୍‌ବି, ହାଇସ୍କୁଲ ପଡିଆ ଠାରୁ ଭେରୁଆଛକ, ରାଜବାଟି ପଡିଆ, ଶାସ୍ତ୍ରୀ ଛକ, ଦୁର୍ଗା ମା' ମନ୍ଦିର ପୁଣି ଭେରୁଆ ଛକ ଦେଇ ଆର୍‌ବି, ହାଇସ୍କୁଲ ପଡିଆ ପର୍ଯ୍ୟନ୍ତ ଏକତା
Read More...

ଟିଟିଲାଗଡ ରେଳବାଇ ଇନଷ୍ଟିଚ୍ୟୁଟ ଠାରେ ସମ୍ବଲପୁର ମଣ୍ଡଳ ପେନସନଭୋଗୀଙ୍କ ପାଇଁ ଡିଜିଟାଲ୍ ଜୀବନ ପ୍ରମାଣପତ୍ର ଦାଖଲ ମେଗା…

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ସମ୍ବଲପୁର ମଣ୍ଡଳର ରେଳବାଇ ଇନଷ୍ଟିଚ୍ୟୁଟ୍ ଟିଟଲାଗଡ଼ରେ ଆଜି ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ସହଯୋଗରେ ଦେଶବ୍ୟାପୀ ଡିଜିଟାଲ୍ ଜୀବନ ପ୍ରମାଣପତ୍ର (ଡିଏଲ୍‌ସି) ଅଭିଯାନ ୪.୦ ଅନ୍ତର୍ଗତ ଏକ ମେଗା ଶିବିର ଆୟୋଜନ କରାଯାଇଥିଲା । ଏହି ପଦକ୍ଷେପର ଲକ୍ଷ୍ୟ
Read More...

ସଦର ବିଧାୟକଙ୍କୁ ହତ୍ୟା ଧମକ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା କଂଗ୍ରେସ ବିଧାୟକ ସାଗର ଚରଣ ଦାସଙ୍କୁ ହତ୍ୟା ଧମକ ମିଳିଛି । ଏ ସମ୍ପର୍କରେ ବିଧାୟକ ଶ୍ରୀ ଦାସ ତାଙ୍କ ଏକ୍ସରେ ଟୁଇଟ କରି ସୂଚନା ଦେଇଛନ୍ତି । ଏହା ସହ ସାଗର ରାଜ୍ୟରେ ଯଦି ଜଣେ ନିର୍ବାଚିତ ବିଧାୟକ ସୁରକ୍ଷିତ
Read More...

ତୁମୁଡିବନ୍ଧରେ ବୁଲିଲା ବୁଲ ଡୋଜର : ସରକାରୀ ଜମି ଜବରଦଖଲ ଅଭିଯୋଗରେ ୬ଟି ଘର ଭାଙ୍ଗିଲା ପ୍ରଶାସନ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ରାଜ୍ୟରେ ନୂତନ ସରକାର ଗଠନ ପରେ ସମଗ୍ର ଓଡିଶାରେ ସରକାରୀ ଜମି ଜବରଦଖଲକାରୀଙ୍କ ଉପରେ କଡା ନଜର ରଖି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ
Read More...