Yearly Archives

2025

ଗୋପାଳ ସମାଜ ତେରସ୍ଥାନ ତାଳୁକା ସମାଜର କୁଳଘର ଉଦ୍‌ଘାଟନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ବିପୁଳିଙ୍ଗି ପଞ୍ଚାୟତସ୍ଥ ବୀରସିଂହୀ ମନ୍ଦିର ପରିସରରେ ଗୋପାଳ ସମାଜ ତେରସ୍ଥାନ ତାଳୁକା ସମାଜର ନୂତନ କୁଳଘର ଉଦଘାଟିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ବ୍ଲକ
Read More...

ଜୋର୍ ଧରିଲା କାଞ୍ଚନଭଟାକୁ ନୂତନ ପଞ୍ଚାୟତ ଗଠନ ଦାବୀ

ମୁନିଗୁଡା, (ରମାକାନ୍ତ ପଡ଼ାଲ) : ଜୋର୍ ଧରିଲା କାଞ୍ଚନଭଟାକୁ ନୂତନ ଗ୍ରାମ ପଞ୍ଚାୟତ ଦାବୀ । ମେଳି ହେଲେ ୨୩ଟି ଗ୍ରାମର ମହିଳା ଓ ପୁରୁଷ । ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ଇଚ୍ଛାପୁର ପଞ୍ଚାୟତର କାଞ୍ଚନଭଟା ଠାରେ ନୂତନ ଗ୍ରାମ ପଞ୍ଚାୟତ ଗଠନ ଦାବୀ କରି ସମୂହ ୨୩ ଗ୍ରାମର ୫ଟି ୱାର୍ଡବାସୀ
Read More...

ଓପନ ସୁନ୍ଦରଗଡ ଡେଡଲିଫ୍ଟ ଚମ୍ପିୟାନସିପ ଆସନ୍ତା ୭ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ଶିଳ୍ପପତି ଡି.ଆର. ପଟ୍ଟନାୟକଙ୍କ ଜନ୍ମଦିନ ଉପଲକ୍ଷେ ଡିସେମ୍ବର ୭ ତାରିଖରେ ସେକ୍ଟର ୭ ସ୍ଥିତ ରାଇମା କ୍ଲବରେ ଓରିଜିନାଲ୍ ପାୱାର କ୍ଲବ ଦ୍ୱାରା ଓପନ୍ ସୁନ୍ଦରଗଡ଼ ଡେଡଲିଫ୍ଟ ଚାମ୍ପିଅନସିପ୍ ଆୟୋଜନ କରାଯାଉଛି । ରାଇମା କ୍ଲବ ତତ୍ତ୍ୱାବଧାନରେ ଏହି
Read More...

ଭାଲୁମୁଣ୍ଡାରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଭାଲୁମୁଣ୍ଡା ଗ୍ରାମରେ ଓଁ ସାଇ ସନାତନ ସଂଗୀତ ବିଦ୍ୟାଳୟ ପକ୍ଷରୁ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର
Read More...

ବିଭିନ୍ନ ଯୁବ ଅନୁଷ୍ଠାନକୁ ସ୍ପୋର୍ଟ କିଟ୍ ବଣ୍ଟନ କଲେ କଣ୍ଟାବାଞ୍ଜି ବିଧାୟକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ବ୍ଲକ ସଦର ଠାରେ ମାଇ ଭାରତ ବଲାଙ୍ଗିର, ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ବିଭାଗ ଦ୍ଵାରା ବଙ୍ଗୋମୁଣ୍ଡା ବ୍ଲକର ବିଭିନ୍ନ ଯୁବ ଅନୁଷ୍ଠାନ କ୍ରୀଡା ‌କ୍ଷେତ୍ରରେ ଉଲ୍ଲେଖନୀୟ
Read More...

ରାଉରକେଲା ଏସ୍‌ସି ଏବଂ ଏସ୍‌ଟି କର୍ମଚାରୀ ସଂଘର ସ୍ୱଚ୍ଛତା ସ୍ୱାଭିମାନ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସେଲ୍ ଆର୍‌ଏସ୍‌ପି ଏସ୍‌ସି ଏବଂ ଏସ୍‌ଟି କର୍ମଚାରୀ ସଂଘ ତରଫରୁ ସ୍ୱଚ୍ଛତା ସ୍ଵଭିମାନ କାର୍ଯ୍ୟକ୍ରମ ସେକ୍ଟର ୭ ସ୍ଥିତ ପାର୍କ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯାନରେ ସଭାପତି ଭଗବାନ ସେଠୀ, ସଭାପତି (ଗଣମାଧ୍ୟମ ଓ ସମନ୍ୱୟକାରୀ) ଚନ୍ଦ୍ରଭାନୁ ମୁଣ୍ଡା,
Read More...

କାଠ ଫାଳିଆରେ ପିଟି ପିଟି ବୃଦ୍ଧଙ୍କୁ ହତ୍ୟା

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ଯୁଗାପଦର ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଜୈନକ ଯୁବକ କାଠ ଫାଳିଆରେ ପିଟି ପିଟି ବୃଦ୍ଧ ଜଣଙ୍କୁ ହତ୍ୟା କରିଥିବା ଜଣାପଡିଛି । ହତ୍ୟାର କାରଣ ଅସ୍ପଷ୍ଟ ଥିବାବେଳେ ମୃତକ ଜଣକ
Read More...

୪୧ତମ ବାର୍ଷିକ କ୍ରୀଡ଼ା ସମାରୋହ ଉଦଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୪୧ତମ ବାର୍ଷିକ କ୍ରୀଡ଼ା ସମାରୋହ ଆଜି ଉଦଯାପିତ ହୋଇ ଯାଇଛି । ଆଜି ପ୍ରାତଃ ପର୍ଯ୍ୟାୟରେ ପ୍ରଧାନ ଶିକ୍ଷକ ଜମରତଲା ହାଇସ୍କୁଲ ରାଜେଶ ଖମାରୀ ଓ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ,
Read More...

ଗଗନ ବାବାଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଳ ସାପ୍ତାହିକ ବଜାର ରାସ୍ତାରେ ଆଶ୍ରମ କରିରେ ରହୁଥିବା ବାବା ଗଗନ ବିହାରୀ ସ୍ୱାଇଁ (୮୭) ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଗତ କିଛି ଦିନ ହେଲା ବାର୍ଦ୍ଧକ୍ୟ କାରଣରୁ ସେ ଅସୁସ୍ଥ ଥିଲେ । ଶେଷ ସମୟରେ ପୁତୁରା ଭବାନୀ ଶଙ୍କର
Read More...

ଅବସର ପ୍ରାପ୍ତ କୃଷିବିଭାଗ ଅଧିକାରୀ ଖଗେଶ୍ୱର ପାତ୍ରଙ୍କ ପରଲୋକ

ଭୋଗରାଇ (ଶିବ ନାରାୟଣ ପାତ୍ର ) : ଭୋଗରାଇ ବ୍ଲକ ଖରିଦପିପଳ ଗ୍ରାମପଞ୍ଚାୟତ ଅନ୍ତର୍ଗତ ନୟାପାଲି ଗ୍ରାମରେ ଜନ୍ମିତ ଅବସରପ୍ରାପ୍ତ କୃଷିବିଭାଗ ଅଧିକାରୀ ଖଗେଶ୍ୱର ପାତ୍ରଙ୍କ କଟକ ବଡ଼ ମେଡିକାଲ ଯିବା ରାସ୍ତାରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ଶ୍ରୀଯୁକ୍ତ ପାତ୍ରଙ୍କୁ ୮୩ ବର୍ଷ ହୋଇଥିଲା ।
Read More...