Yearly Archives

2025

ଡିସେମ୍ବର ୪ ତାରିଖରେ ଗନ୍ଧମାର୍ଦ୍ଦନ ପର୍ବତରେ ମା’ ଦୁର୍ଗେ ଦେବୀଙ୍କ ପୂଜନୋତ୍ସବ

-ପୀଠର ଉନ୍ନତିକରଣ ସହ ଲାଇଟ୍ ଓ ସିଡିର ବ୍ୟବସ୍ଥା ପାଇଁ ସରକାରଙ୍କୁ ନିବେଦନ କଲେ ସଭାପତି ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ନୃସିଂହନାଥ ପର୍ବତମାଳା ଶିଖରେ ଥିବା ମା' ଦୁର୍ଗେଦେବୀଙ୍କ ପୀଠରେ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ମା' ଙ୍କ
Read More...

ପୁଅ ବାହାଘରରେ ବାପା ଯାଇଥିଲେ ବରାତି : ବର ବସିଥିବା କାର୍‌ ଧକ୍କାରେ ବାପାଙ୍କ ଚାଲିଗଲା ଜୀବନ

ବଲାଙ୍ଗିର : ଏମିତି ବି ଆସେ ମୃତ୍ୟୁ । ପୁଅ ବାହାଘରରେ ବାପା ଯାଇଥିଲେ ବରାତି । ଆଉ ବର ବସିଥିବା ସେହି ଗାଡ଼ି ଧକ୍କାରେ ଚାଲିଗଲା ବାପା । ଏମିତି ଏକ ଘଟଣା ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ମଣ୍ଡଲ ଗ୍ରାମରେ ଘଟିଛି । ସୂଚନା ଅନୁସାରେ, ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଆମ୍ବପାଲି ଗ୍ରାମର
Read More...

ବଲାଙ୍ଗିରରେ ବଡ଼ ଦୁର୍ଘଟଣା : ଦୁର୍ଘଟଣାରେ ୩ ଆହତ ଟାଉନ ଥାନାରେ ଡ଼୍ରାଇଭର ଅଟକ

ବଲାଙ୍ଗିର : ବଲାଙ୍ଗିରରେ ବଡ଼ ଦୁର୍ଘଟଣା । ଦୁର୍ଘଟଣାରେ ୩ ଆହତ । ଆହତ ମାନଙ୍କୁ ଉଦ୍ଧାର କରି ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ୍ ଓ ହସପିଟାଲ ରେ ଭର୍ତ୍ତି କରିଥିବା ଜଣାପଡିଛି । ବଲାଙ୍ଗିର ସମ୍ବଲପୁର ରାସ୍ତା ଗାନ୍ଧୀନଗର ପଡ଼ା ବଜାଜ ସୋ ରୁମ୍ ନିକଟରେ ଓଡ଼ି ଜ୦୩ଜେଡ୍ ନମ୍ବର ବିଶିଷ୍ଟ ଏକ
Read More...

ହ୍ୟୁମାନଙ୍କ ମେନେଜର ନାରେ ବଲାଙ୍ଗିର ଟାଉନ ଥାନାରେ ଏତଲା

ବଲାଙ୍ଗିର : ହ୍ୟୁମାନଙ୍କ ମେନେଜର ଯିବେ ଜେଲ । ବଲାଙ୍ଗିର ଟାଉନ ଥାନାରେ ହେଲା ଏତଲା । ମେନେଜର୍ ପପୁଙ୍କ ନାରେ ସାଙ୍ଘାତିକ ଅଭିଯୋଗ ଆଣି ବଲାଙ୍ଗିର ଟାଉନ ଥାନାରେ ଅଭିଯୋଗ କରାଯାଇଛି । ଘଟଣାର ସିବିଆଇ ତଦନ୍ତ ହେଉ ବୋଲି ଦାବି କରି ଆଜି ଟାଉନ ଥାନାର ଦ୍ୱାରସ୍ଥ ହୋଇ ଖ୍ରୀଷ୍ଟିଆନ୍ ସମାଜର
Read More...

ବଲାଙ୍ଗିର ବ୍ଲକ ସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ମେଳା : ୨୭୨ଟି ପ୍ରକଳ୍ପ ପ୍ରଦର୍ଶିତ

ବଲାଙ୍ଗିର : ଆର. ଆର କଲୋନୀ ହାଇସ୍କୁଲରେ ବଲାଙ୍ଗିର ବ୍ଲକ ଓ ପୌରାଞ୍ଚଳ ସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଶିକ୍ଷା ଅଧିକାରୀ ନୀଳମଣି ପଟେଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରଦର୍ଶନୀ ମେଳାକୁ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ମୁଖ୍ୟ
Read More...

ଝରଣୀପାଲି ଗ୍ରାମପଞ୍ଚାୟତରେ ଧରତୀ ମାତା ବାଚାଓ ନିଗରାନୀ ସମିତି ଗଠନ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଜି ଝରଣୀପାଲି ଗ୍ରାମପଞ୍ଚାୟତରେ ସରପଞ୍ଚ ଶ୍ରୀମତୀ ସୁନୀତା ସାହୁଙ୍କ ଅଧ୍ୟକ୍ଷତା ଓ ଆବାହକ ପଞ୍ଚାୟତ ନିର୍ବାହୀ ଅଧିକାରୀ ରଶ୍ମି ରଞ୍ଜନ ପଧାନ ଏବଂ ଗ୍ରାମ୍ୟ କୃଷି କର୍ମଚାରୀ ବୈକୁଣ୍ଠ ଜଗତଙ୍କ ପରିଚାଳନାରେ ଧରତୀ ମାତା ବଚାଓ ଅଭିଯାନ ଅନ୍ତର୍ଗତ ଧରତୀ
Read More...

ରାଜ୍ୟ ସ୍ତରୀୟ କବାଡି ପ୍ରତିଯୋଗୀଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ସୁନ୍ଦରଗଡ଼ ଜିଲ୍ଲାରେ ରାଜ୍ୟ ସ୍ତରୀୟ କବାଡି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ୧୪ ବର୍ଷ ବାଳିକା ବିଭାଗରେ ବରଗଡ଼କୁ ହରାଇ ସୁନ୍ଦରଗଡ଼ ବିଜେତା ହୋଇଥିଲା ଓ ବରଗଡ଼ ଉପବିଜେତା ହୋଇଥିଲା । ଏହି ପ୍ରତିଯୋଗିତାରେ ମାଣ୍ଡୋସିଲ
Read More...

ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ସାଂସଦ କ୍ରୀଡା ମହୋତ୍ସବ ଉଦଘାଟିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ସାଂସଦ କ୍ରୀଡା ମହୋତ୍ସବ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସ୍ଥିତ ଅନସ୍ଲୋ ମିନି-ଷ୍ଟାଡିୟମରେ ମଙ୍ଗଳବାର ଉଦଘାଟିତ ହୋଇଯାଇଛି । ଏହି ଖେଳ ମହୋତ୍ସବ ଯୁବଶକ୍ତିର ଉତ୍ସାହ, ସଙ୍କଳ୍ପ ଓ ସ୍ୱପ୍ନକୁ ନୂଆ ଗତି
Read More...

ଶୂନ୍ୟ ସଡକ ଦୁର୍ଘଟଣା ମୃତାହତ ସପ୍ତାହ ପାଳିତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ପରିସରରେ କନ୍ଧମାଳ ଜିଲ୍ଲା ପରିବହନ ପ୍ରାଧିକରଣ ଆନୁକୂଲ୍ୟରେ ଯୁବ ରେଡକ୍ରସ୍ ଓ ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବୀ ମାନଙ୍କୁ ନେଇ ଶୂନ୍ୟ ସଡକ ଦୁର୍ଘଟଣା ମୃତାହତ ସପ୍ତାହ ପାଳିତ ହୋଇଯାଇଛି । ପରିବହନ
Read More...

ବିନିକା ବ୍ଲକ ସ୍ତରୀୟ ଜୁନିଅର୍ ରେଡକ୍ରସ କାଉନ୍‌ସେଲର୍ ପ୍ରଶିକ୍ଷଣ ଶିବିର ଆୟୋଜିତ

ବିନିକା, (କେପିଏନ୍‌ଏସ୍‌) : ବିନିକା ବ୍ଲକର ବ୍ରଜ ବିହାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ, ଶଙ୍କରାରେ ଆଜି ବ୍ଲକ ସ୍ତରୀୟ ଜୁନିଅର୍ ରେଡକ୍ରସ କାଉନ୍‌ସେଲର୍ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଯାଇଛି । ଜିଲ୍ଲା ଜୁନିୟର ରେଡକ୍ରସ୍ ଅଫିସର ରବିଚନ୍ଦ୍ର ପଶାୟତଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ
Read More...