Daily Archives

ପାଟଣାଗଡ଼ ପ୍ରେସ କ୍ଲବ ଦ୍ଵାରା ବାର୍ଷିକ ଉତ୍ସବ ପାଳନ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ

ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ପ୍ରେସ କ୍ଲବର ବାର୍ଷିକ ସାଧାରଣ ପରିଷଦ ସଭା ପାଟଣାଗଡ ସ୍ଥିତ ରାମପୁର ରାଧାମାଧବ ସ୍ୱାମୀ ଫାର୍ମ ହାଉସ ଠାରେ ସଭାପତି ଅଜିତ ପୁରୋହିତଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସଭାପତି ଭାବରେ ଅଜିତ କୁମାର ପୁରୋହିତ
Read More...

ଦହିତା ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଅନ୍ତର୍ଗତ ଦହିତା ଗ୍ରାମରେ ଆଜାଦ କ୍ରୀଡା ସଂଘ ପକ୍ଷରୁ ଆୟୋଜିତ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ବିଜେପି ଯୁବନେତା ପ୍ରୀତେଶ ବହିଦାର ଯୋଗଦାନ କରି ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ । ଦ୍ଵିତୀୟ ଦିନର ଉଦଯାପନୀ ସନ୍ଧ୍ୟାରେ
Read More...

ଖପ୍ରାଖୋଲ ଡାକ୍ତରଖାନାରେ ଉନ୍ନତି ଚାଲିଛି ନା’ ଆଉ କିଛି

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ଡାକ୍ତରଖାନାର ମରାମତି ଓ ଉନ୍ନତି କାମ ଗତ ବର୍ଷେରୁ ଅଧିକ ସମୟ ହେଲା ଅଧାପନ୍ତରିଆ ଭାବେ ପଡି ରହିଛି । କାମ ଚାଲିଛି ବୋଲି କେବଳ କାଗଜରେ ଲେଖି, କାନ୍ଥରେ ସୂଚନା ଲଗାଇ ଠିକାଦାର ଚୁପ୍‌ଚାପ୍‌ ବସିଥିବା ଦୃଶ୍ୟ ଏବେ ସାଧାରଣ ଲୋକଙ୍କୁ ଅସନ୍ତୋଷ
Read More...

ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ତାଲଜୁରୀ ଆଦିବାସୀ ଉଚ୍ଚ ବିଦ୍ୟାଳୟ ୨୦୨୩ ମାଟ୍ରିକ ବ୍ୟାଚ ପୁରାତନ ଛାତ୍ରଛାତ୍ରୀଙ୍କ ମିଳନ କାର୍ଯ୍ୟକ୍ରମ ଭୀମଡୁଙ୍ଗୁରି ଠାରେ ଅନୁଷ୍ଠିତ ହୋଇଯାଇଛି । ସୁଶ୍ରୀ ଭୂମିସୂତା ସାହୁଙ୍କ ତତ୍ୱାବଧାନରେ ଆୟୋଜିତ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ
Read More...

ସର୍ବଭାରତୀୟ ଛିନ୍ଦେଇକେଲା କ୍ରିକେଟ କପ୍ : ହୁଗୁଳିକୁ ହରାଇ ସେମିରେ ଝାରସୁଗୁଡ଼ା ପ୍ରୋଗ୍ରେସିଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଛିନ୍ଦେଇକେଲା ଚନ୍ଦ୍ରଶେଖର ମିନି ଷ୍ଟାଡିୟମରେ ରାଜିଂ ଷ୍ଟାର କ୍ରିକେଟ କ୍ଲବ ପକ୍ଷରୁ ଚାଲିଥିବା ୨୯ତମ ସର୍ବଭାରତୀୟ ଛିନ୍ଦେଇକେଲା କ୍ରିକେଟ କପ ଟୁର୍ଣ୍ଣାମେଣ୍ଟରେ ହୁଗୁଳିକୁ (କୋଲକାତା) ହରାଇ
Read More...

ପଦ୍ମପୁର ଅଶୋକ ଖେଳପଡିଆ ଠାରେ ୫ କୋଟି ୧୮ ଲକ୍ଷ ୧୧ ହଜାର ବ୍ୟୟରେ ନିର୍ମିତ ହେବ ଷ୍ଟାଡିୟମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ବୋଡ଼ାସମ୍ବର ଅଞ୍ଚଳର ସର୍ବ ପୁରାତନ ଅଶୋକ ଖେଳପଡିଆର ଉନ୍ନତି କରଣ ପାଇଁ ଦୀର୍ଘ ୨୪ ବର୍ଷ ଧରି ଦାବି କରାଯାଉଥିଲେ ବି ଗତ ସରକାର କୌଣସି ପଦକ୍ଷେପ ନେଇ ନ ଥିବାବେଳେ ଏବେ ଡବଲ ଇଞ୍ଜିନ ସରକାରଙ୍କ ମାତ୍ର ୧୮ ମାସ ଭିତରେ ଏଥେଲେଟିକ
Read More...

ରାଜ ବୋଡ଼ାସମ୍ବର ହାଇସ୍କୁଲରେ ନୂତନ କର୍ମକର୍ତ୍ତା ଚୟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଅପରାହ୍ନରେ ପଦ୍ମପୁର ରାଜ ବୋଡ଼ାସମ୍ବର ହାଇସ୍କୁଲରେ ବିଦ୍ୟାଳୟର ପୁରାତନ ଛାତ୍ର ପରିଷଦର ସାଧାରଣ ସଭା ସଭାପତି ମନୋରଞ୍ଜନ ସିଂ ବରିହାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । କୋଷାଧକ୍ଷ ଚନ୍ଦ୍ରଶେଖର ପୁରୋହିତ ଗତ ବର୍ଷର ଆୟବ୍ୟୟ ବିବରଣୀ ପ୍ରଦାନ
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ ‘ମନ୍ କି ବାତ୍’

ନୂଆଦିଲ୍ଲୀ, (ପିଆଇବି) : ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’କୁ ଆପଣମାନଙ୍କୁ ପୁଣିଥରେ ସ୍ୱାଗତ, ଅଭିନନ୍ଦନ । ଆଉ ମାତ୍ର କିଛିଦିନ ମଧ୍ୟରେ ୨୦୨୬ ଆରମ୍ଭ ହେବାକୁ ଯାଉଛି, ଆଉ ଆଜି, ଯେତେବେଳେ ମୁଁ ଆପଣମାନଙ୍କ ସହିତ କଥା ହେଉଛି, ସେତେବେଳେ ମନରେ ସମଗ୍ର ବର୍ଷକର ସ୍ମୃତି
Read More...

ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର

ଚିନ୍ତା ବଢ଼ାଉଛି ଡିଜିଟାଲ ପେମେଣ୍ଟ ଠକେଇ ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ବାସନ୍ତୀ ପାଠାଗାର ତରଫରୁ ମାସିକ ସାହିତ୍ୟ ଆସରରେ ଡିଜିଟାଲ ଠକାମିର ସୁରକ୍ଷା ଉପରେ ଏକ ଆଲୋଚନା ଚକ୍ର ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ପ୍ରସନ୍ନ କୁମାର
Read More...

ନଗର କଂଗ୍ରେସ ପକ୍ଷରୁ କଂଗ୍ରେସର ୧୪୧ତମ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ନଗର କଂଗ୍ରେସ ସଭାପତି ବୁଲୁ ଦାନୀଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ କଂଗ୍ରେସ କାର୍ଯ୍ୟାଳୟରେ କଂଗ୍ରେସ ଦଳର ୧୪୧ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ପ୍ରଥମେ କଂଗ୍ରେସର ମହାପୁରୁଷମାନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ପରେ ଗାନ୍ଧୀନଗର ପଡାସ୍ଥିତ
Read More...