Monthly Archives

September 2025

କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଠାରୁ ମେଡ୍ ଇନ୍ ଇଣ୍ଡିଆ ଚିପ୍ସର ପ୍ରଥମ ସେଟ୍ ଗ୍ରହଣ କଲେ ପ୍ରଧାନମନ୍ତ୍ରୀ…

● ଦୂରଦୃଷ୍ଟି, ଦୃଢ଼ ଇଚ୍ଛାଶକ୍ତି ଏବଂ ନିର୍ଣ୍ଣାୟକ ପଦକ୍ଷେପ ଲାଗି ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହିତ ଏହାକୁ ଦେଶ ପାଇଁ ଗୌରବର ମୁହୂର୍ତ୍ତ ଭାବେ ଅଭିହିତ କଲେ ଶ୍ରୀ ବୈଷ୍ଣବ● ୭.୮% ଜିଡିପି ବିକାଶ ହାର ଠାରୁ ଆରମ୍ଭ କରି ପ୍ରଥମ ମେଡ୍ ଇନ୍ ଇଣ୍ଡିଆ ଚିପ୍ସ ସହିତ ବୃଦ୍ଧି ପାଉଥିବା
Read More...

ସୁଗମ ଯାତ୍ରା ସୁନିଶ୍ଚିତ କରିବା ପାଇଁ ସ୍ୱତନ୍ତ୍ର ଟ୍ରେନଗୁଡ଼ିକର ଅବଧି ବୃଦ୍ଧି

ଭୁବନେଶ୍ୱର, (ପିଆଇବି) : ପୂର୍ବତଟ ରେଳପଥ ନିମ୍ନଲିଖିତ ସ୍ୱତନ୍ତ୍ର ଟ୍ରେନଗୁଡ଼ିକର ସମୟ, ରହଣି ଏବଂ ସଂରଚନାକୁ ବଜାୟ ରଖିବା ସହ ପରିଚାଳନା ଅବଧି ବୃଦ୍ଧି କରିଛି ଏହା ଦ୍ଵାରା ଯାତ୍ରୀଙ୍କ ବର୍ଦ୍ଧିତ ଚାହିଦା ପୂରଣ ହେବା ସହ ନିରନ୍ତର ଯାତ୍ରା ସୁବିଧା ଯୋଗାଇବରେ ବିଶେଷ ସହାୟକ ହେବ ।ଟ୍ରେନ
Read More...

ନୂଆଦିଲ୍ଲୀରେ ସେମିକନ୍ ଇଣ୍ଡିଆ ୨୦୨୫କୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

● ବିଶ୍ୱର ଭାରତ ଉପରେ ଭରସା ଏବଂ ବିଶ୍ୱାସ ଅଛି, ଆଉ ଭାରତ ସହିତ ସେମିକଣ୍ଡକ୍ଟରର ଭବିଷ୍ୟତ ନିର୍ମାଣ ଲାଗି ବିଶ୍ୱ ପ୍ରସ୍ତୁତ ରହିଛି : ପ୍ରଧାନମନ୍ତ୍ରୀ● ଚିପଗୁଡ଼ିକ ଡିଜିଟାଲ ହୀରା : ପ୍ରଧାନମନ୍ତ୍ରୀ● କାଗଜପତ୍ର କାମ ଯେତେ କମ୍ ହେବ, ୱେଫର୍ କାମ ସେତେ ଶୀଘ୍ର ଆରମ୍ଭ ହୋଇପାରିବ :
Read More...

ପ୍ରହସନ ପାଲଟିଛି ପ୍ରବାସୀ ଶ୍ରମିକ ସଚେତନତା ଶିବିର

ପ୍ରବାସୀ ଶ୍ରମିକ ସଚେତନତା ଶିବିରରେ ଶ୍ରମିକ ଗାୟବ ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲାରୁ ପ୍ରତ୍ୟେକ ବର୍ଷ ହଜାର ହଜାର ଲୋକ ଦାଦନ ଖଟିବାକୁ ଯାଇ ଶୋଷଣ ହେଉଛନ୍ତି । କେତେ ଶ୍ରମିକ କାମ କରିବା ଅନ୍ୱେଷଣରେ ଯାଇ ମୃତ୍ୟୁ ବରଣ କରୁଛନ୍ତି ତାର ମଧ୍ୟ ପ୍ରଶାସନ ଏବଂ ସରକାର
Read More...

ନୂଆ ଚିପ୍ ତିଆରି କରି ବ୍ରହ୍ମପୁର ପାରଳା ମହାରାଜା ଇଞ୍ଜିନିୟରିଙ୍ଗ କଲେଜ ଛାତ୍ରଛାତ୍ରୀ ଭାରତ ପାଇଁ ଗୌରବ ଆଣିଛନ୍ତି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଶୀତଳାପଲ୍ଲୀଠାରେ ଅବସ୍ଥାପିତ ପାରଳା ମହାରାଜା ଇଞ୍ଜିନିୟରିଙ୍ଗ କଲେଜର ଛାତ୍ରମାନଙ୍କ କାରିଗରୀ ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା କୌଶଳରେ ଏକ ଅଦ୍ଭୂତପୂର୍ବ କୃତ୍ତିତ୍ଵ ଆଣିଛନ୍ତି, ଯାହା ଏବେ ଭାରତବର୍ଷରେ ସୁନାମ ଅର୍ଜନ କରିଆସିଛନ୍ତି ।
Read More...

ନର୍ଥ ଇଣ୍ଡିଆ କରାଟେ ଚମ୍ପିୟାନସିପ : ବେଥାନୀ କନଭେଣ୍ଟ ସ୍କୁଲ ଛାତ୍ରଙ୍କ ସଫଳତା ହାସଲ

ଲୋଇସିଂହା, (ଶ୍ୟାମ ସୁନ୍ଦର ମେହେର) : ନର୍ଥ ଇଣ୍ଡିଆ କରାଟେ ଚମ୍ପିୟାନସିପ ରେ ଲୋଇସିଂହା ବ୍ଲକ ଅନ୍ତର୍ଗତ ଝାରମୁଣ୍ଡା ବେଥାନୀ କନଭେଣ୍ଟ ସ୍କୁଲ ଛାତ୍ରଙ୍କୁ ସଫଳତା ମିଳିଛି । ସ୍କୁଲର ୪ ପ୍ରତିଯୋଗୀ ଏଥିରେ ଭାଗ ନେଇ ୨ ସ୍ଵର୍ଣ୍ଣ ସମେତ ୭ ପଦକ ହାସଲ କରିଛନ୍ତି । ସୂଚନା ଅନୁଯାୟୀ, ନର୍ଥ
Read More...

ନଟରାଜ କଳାପରିଷଦ ନାଟକ ଲାଗି ୬ ଗୋଟି ପୁସ୍ତକ ଉନ୍ମୋଚିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥାନୀୟ ସମଲେଶ୍ୱରୀ ମନ୍ଦିରଠାରେ ନଟରାଜ କଳାପରିଷଦ ସୋମବାର ଦିନ ମାଁ ସମଲେଇଙ୍କ ଠାରେ ପୂଜାର୍ଚ୍ଚନା କରି ଗତ ଚଳିତ ବର୍ଷ ନାଟକ ପ୍ରସ୍ତୁତି ପାଇଁ ୬ ଗୋଟି ଉନ୍ମୋଚିତ ହୋଇଯାଇଛି । ଏହି ବହି ଗୁଡିକ ଆଗାମୀ ଦିନରେ ନାଟକରେ ମଂଚସିତ ହେବ । ୬ ଗୋଟି
Read More...

ବଲାଙ୍ଗିର କୁନି ଝିଅ ଅନଭିକାର ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ-୨୦୨୫

ବଲାଙ୍ଗିର, (ଦେବାଶିଷ ମିଶ୍ର) : କୁନି ଝିଅ ଅନଭିକା ତ୍ରିପାଠୀ (୨ ବର୍ଷ ୬ ମାସ) ଙ୍କର ଅସାଧାରଣ ସ୍ମରଣ ଶକ୍ତି ଥିବାରୁ ତାଙ୍କ ନାମ ଗତ ଅଗଷ୍ଟ ୧୪ ତାରିଖରେ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ-୨୦୨୫ ସ୍ଥାନ ପାଇଛି । ଥରେ ଶୁଣି ସେ ମନେ ରଖି ପାରନ୍ତି ଏବଂ ତାକୁ କହି ପାରନ୍ତି । ପଚାରି ଥିବା
Read More...

ବିଜେପି ତରଫରୁ କଂଗ୍ରେସ ଅଫିସ ଘେରାଉ

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମା'ଙ୍କ ସମ୍ପର୍କରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଅପଶବ୍ଦ ବ୍ୟବହାର ବିରୁଦ୍ଧରେ ସମଗ୍ର ଦେଶରେ ବିଜେପି ତରଫରୁ ପ୍ରତିବାଦ କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଏହି ପରିପ୍ରେକ୍ଷୀରେ
Read More...

ପବିତ୍ର ଶୟନାଷ୍ଟମୀ ଅବସରରେ ମା’ ରାମଚଣ୍ଡୀ ପୀଠରେ ପାର୍ବଣ ଉତ୍ସବ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିକଟବର୍ତ୍ତୀ କରପଡା ପଞ୍ଚାୟତର ନିଳାଦ୍ରୀପୁର ଗ୍ରାମର ଧଡ଼ା ପାହାଡ଼ ଶୀର୍ଷରେ ବିରାଜମାନ କରିଥିବା ମା' ରାମଚଣ୍ଡୀ ମନ୍ଦିର ପୀଠରେ ପବିତ୍ର ଶୟନାଷ୍ଟମୀ ଅବସରରେ ମା' ଙ୍କ ଷୋଡଶ ଦିବସ ବ୍ୟାପୀ ପାର୍ବଣ ଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ
Read More...