Monthly Archives

September 2025

ରାଉରକେଲା କଲେଜରେ ସାଇବର କ୍ରାଇମ : ମହିଳା ଉତ୍ପୀଡନ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର-୪ ସ୍ଥିତ ରାଉରକେଲା କଲେଜ, ରାଉରକେଲା ଓ ରାଉରକେଲା ପୁଲିସର ମିଳିତ ଆନୁକୂଲ୍ୟରେ ସାଇବର କ୍ରାଇମ, ଯୌନ ଉତ୍ପୀଡନର ପ୍ରତିରୋଧ ଓ ଏହାର ନିରାକରଣ ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । କଲେଜର ଅଧ୍ୟକ୍ଷ ଡ.
Read More...

ବାସନ୍ତୀ ପାଠାଗାରରେ କୃତ୍ରିମ ବୁଦ୍ଧିମତା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାରର ସାଧାରଣ ସମ୍ପାଦକ ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟଙ୍କ ଆବାହକତ୍ୱରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏନଆଇଟି ରାଉରକେଲାର ପ୍ରଫେସର ଡ଼. ବିଭୁଦତ୍ତ ସାହୁ ଯୋଗ ଦେଇ କୃତ୍ରିମ ବୁଦ୍ଧିମାତା ବିଷୟରେ ବିସ୍ତୃତ
Read More...

ୟୁଜିଆଇ ଆଲୁମିନୀ ଆସୋସିଏସନ ତରଫରୁ ରକ୍ତଦାନ ଶିବିର
୮୦ ୟୁନିଟ ରକ୍ତ ସଂଗ୍ରହ

ରାଉରକେଲା, (ସସ୍ମିତା ପ୍ରଧାନ) : ୟୁଜିଆଇ ଆଲୁମିନୀ ଆସୋସିଏସନ ଓ ରାଉରକେଲା ସରକାରୀ ଡାକ୍ତରଖାନାର ରକ୍ତଦାନ ୟୁନିଟର ସହଯୋଗରେ ଏକ ରକ୍ତଦାନ ଶିବିର ୟୁଜିଆଇ ଅଡିଟରୀୟମଠାରେ ଅନୁଷ୍ଠିତ ହେଇଯାଇଛି । ଆଜିର ଏହି ରକ୍ତଦାନ ଶିବିରକୁ ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ ଉଦଘାଟକ, ରାଉରକେଲା
Read More...

କପିଲାଭଟାରେ ଗିରିଗୋବର୍ଦ୍ଧନ ମନ୍ଦିର ନିର୍ମାଣ ପାଇଁ ଭିତ୍ତିପ୍ରସ୍ଥର ସ୍ଥାପନ କଲେ କଣ୍ଟାବାଞ୍ଜି ବିଧାୟକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ଧାଉଡିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କପିଲାଭଟା ଅମୃତ ସରୋବର ପରିସରରେଗିରି ଗୋବର୍ଦ୍ଧନ ମନ୍ଦିର ନିର୍ମାଣ ପାଇଁ ଭିତ୍ତିପ୍ରସ୍ଥର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଦୋଳ
Read More...

କେବଳ ଆଦିବାସୀ ଲୋକକୁ ମୁଖ୍ୟମନ୍ତ୍ରୀ ଗାଦିରେ ବସେଇ ଦେଲେ ହେବନି, ଆଦିବାସୀଙ୍କ ବିକାଶ ଜରୁରି : ନିରଞ୍ଜନ ବିଶି

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବିଜେପି ନେତୃତ୍ଵାଧୀନ ସରକାରଙ୍କ ଆଦିବାସୀ ମାରଣ ନୀତି, ଦମନ ନୀତି, ଆଦିବାସୀ ବିରୋଧୀ ନୀତି, ମୁଖ୍ୟତଃ ଏସ୍‌ଟି ଏସ୍‌ସି ବିରୋଧୀ ନୀତି ଯୋଗୁଁ ଏସ୍‌ସି ଏସ୍‌ଟି ଛାତ୍ରଛାତ୍ରୀମାନେ ଅନ୍ୱେଷା ଯୋଜନାରେ ପାଉଥିବା ଶିକ୍ଷାର ଲାଭ ଉଠାଇ ପାରୁନାହାଁନ୍ତି ବୋଲି
Read More...

ବର୍ଷା ପାଣିରେ ଉବୁଟୁବୁ ପାଟଣାଗଡ ଡାକ୍ତରଖାନା : ବିନା ବିଦ୍ୟୁତରେ ରୋଗୀ ଚିକିତ୍ସା

ପାଟଣାଗଡ଼, (ଭୋଜରାଜ ଦଣ୍ଡସେନା) : ଅସରାଏ ବର୍ଷାରେ ପାଟଣାଗଡ ଡାକ୍ତରଖାନା ଭିତରେ ଲହଡି ମାରୁଛି ପାଣି । ଏପରିକି ଜେନେରେଟର ନଥିବାରୁ ବିଦ୍ୟୁତ ବିଚ୍ଛିନ୍ନ ପରେ ଅନ୍ଧାରରେ ରୋଗୀସେବା କରିବାକୁ ବାଧ୍ୟ ହେଉଛନ୍ତି ଡାକ୍ତର । ଏହି ଡାକ୍ତରଖାନାରେ ଏହା ନିତିଦିନିଆ ଘଟଣା ହୋଇଥିଲେ ସୁଦ୍ଧା
Read More...

ବ୍ୟବସାୟୀଙ୍କୁ ପୁଲିସର ଭୟ ଦେଖାଇ ୯ ଲକ୍ଷ ଟଙ୍କା ଲୁଟ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଖାକି ପୋଷାକରେ ଲାଗିଲା ଦାଗ । ବ୍ୟବସାୟୀଙ୍କୁ ପୁଲିସର ଭୟ ଦେଖାଇ ୯ ଲକ୍ଷ ଟଙ୍କା ଲୁଟ କରିଥିବା ରାୟଗଡା ଟାଉନ୍ ଥାନାରେ ଅଭିଯୋଗ ହୋଇଛି । ଖାଲି ଏତିକି ନୁହେଁ ତିନି ଜଣ ହୋମଗାର୍ଡଙ୍କ ସମେତ ଜଣେ ମହିଳା ଓ ଅନ୍ୟ ତିନି ଜଣଙ୍କ ନାମରେ ଥାନାରେ ମାମଲା
Read More...

ବିଡ଼ିଓ ହେବ ତ’ ଏମିତି : ଡ୍ରେନ ସଫା କଲେ ବିଡ଼ିଓ

ନୂଆପଡ଼ା, (କେପିଏନ୍‌ଏସ୍‌) : ଭାରତ ସ୍ୱାଧୀନ ହେଲା ପରଠୁ ଆମେ ଅନେକ ପ୍ରଶାସନିକ ଅଧିକାରୀଙ୍କୁ ସିନାପାଲି ବିଡ଼ିଓ ଭାବରେ ଅବସ୍ଥାପିତ ହୋଇଥିବା ଦେଖିଛୁଁ । ହେଲେ ଏମିତି ବିଡ଼ିଓ କେବେ ଦେଖିନୁ । ବର୍ତ୍ତମାନ ସିନାପାଲି ବିଡ଼ିଓ ଅନ୍ୟ ସାଧାରଣ ଲୋକ ଓ ରାଜନେତା ତଥା ପ୍ରଶାସନିକ ଅଧିକାରୀ
Read More...

ପୃଥ୍ଵୀରାଜ ହାଇସ୍କୁଲ ଛାତ୍ରଙ୍କ ଭିତରେ ରଚନା ଓ ତର୍କ ପ୍ରତିଯୋଗିତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୃଥ୍ଵୀରାଜ ହାଇସ୍କୁଲ ୧୯୭୭ ସାମାଜିକ ଓ ସାଂସ୍କୃତିକ ସଂଘ ଦ୍ୱାରା ପ୍ରାୟୋଜିତ ରଚନା ଓ ତର୍କ ପ୍ରତିଯୋଗିତା ପୃଥ୍ଵୀରାଜ ହାଇସ୍କୁଲ ଛାତ୍ରଙ୍କ ଭିତରେ କନିଷ୍ଠ ଓ ବରିଷ୍ଠ ବର୍ଗରେ ଅନୁଷ୍ଠିତ ହେଇଯାଇଛି । କୃତି ଛାତ୍ରମାନଙ୍କୁ ଆସନ୍ତା ଗୁରୁଦିବସ ଦିନ ସଂଘ
Read More...

ନର୍ଥ ଇଣ୍ଡିଆ କରାଟେ ଚମ୍ପିୟାନସିପ

ବେଥାନୀ କନଭେଣ୍ଟ ସ୍କୁଲ ଛାତ୍ରଙ୍କ ସଫଳତା ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ନର୍ଥ ଇଣ୍ଡିଆ କରାଟେ ଚମ୍ପିୟାନସିପରେ ଲୋଇସିଂହା ବ୍ଲକ ଅନ୍ତର୍ଗତ ଝାରମୁଣ୍ଡା ବେଥାନୀ କନଭେଣ୍ଟ ସ୍କୁଲ ଛାତ୍ରଙ୍କୁ ସଫଳତା ମିଳିଛି । ସ୍କୁଲର ୪ଜଣ ପ୍ରତିଯୋଗୀ ଏଥିରେ ଭାଗ ନେଇ ୨ଟି ସ୍ଵର୍ଣ୍ଣ ସମେତ ୭
Read More...