କବି ଶ୍ରୀଧର ବାଗ୍ଙ୍କ ଅନୂଦିତ କୋଶଲି ଗୀତଗୋବିନ୍ଦର ଦ୍ୱିତୀୟ ସଂସ୍କରଣ ଉନ୍ମୋଚିତ
ସାଲେଭଟା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ବକଟି ଗ୍ରାମରେ ପର୍ବାସି କୁଟୁମ୍ର ନୂଆଁଖାଇ ଭେଟ୍-୨୦୨୫ ମହାସମାରୋହରେ ଆୟୋଜିତ ହୋଇଯାଇଛି । ଏହି କୃଷି ଭିତ୍ତିକ ପର୍ବ ନୂଆଁଖାଇର ସାମାଜିକ, ପାରମ୍ପରିକ, ଧାର୍ମିକ ଓ ସାଂସ୍କୃତିକ ମହତ୍ଵ ଓ ତାତ୍ପର୍ଯ୍ୟ ଦିଗ ଉପରେ ଅତିଥିମାନେ ନିଜ!-->…
Read More...
Read More...