Monthly Archives

August 2025

ଗଞ୍ଜେଇ ଚାଲାଣ ବେଳେ କାର୍ ଜବତ, ଚାଳକ ଫେରାର୍

ଆଗଲପୁର, (ସୁଶିଲ କୁମାର ମିଶ୍ର) : ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ । ଗଞ୍ଜେଇ ଚାଲାଣ ହେଉଥିବା ସନ୍ଦେହରେ ଏକ କାର୍ (ଓଡି ୩୩ଏଏଲ୍‌-୭୨୨୩)କୁ ସାଲେଭ-କୁଟାସିଂହା ରାସ୍ତାର ରେଳ ଫାଟକ ନିକଟରେ ପୁଲିସ ଜବତ କରିଛି । ବଲାଙ୍ଗିର -ବରଗଡ଼ ରାଜପଥରେ ଗଞ୍ଜେଇ ଚାଲାଣ ହେଉଥିବା ପୁଲିସ
Read More...

ମହାନଦୀକୁ ଡେଇଁଲେ ଛାତ୍ରୀ

ସମ୍ବଲପୁର : ମହାନଦୀକୁ ଡେଇଁଲେ ଛାତ୍ରୀ । ବ୍ରିଜ ଉପରେ ପଡିଛି ମୋବାଇଲ-ବ୍ୟାଗ-ସାଇକେଲ୍ । ନାବାଳିକା ଜଣକ ବୁଢାରାଜା ଗାର୍ଲସ ହାଇସ୍କୁଲର ଛାତ୍ରୀ ବୋଲି ସୂଚନାଛି । ଖବର ଅନୁଯାୟୀ, ଛାତୀ ଜଣଙ୍କ ସମ୍ବଲପୁର ଗୋପାଲମାଳ ଅଞ୍ଚଳରେ ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରେ ରହି ପାଠ ପଢୁଥିଲେ । ଆଜି
Read More...

ନୂଆପଡ଼ାରେ ବାଘ ଆତଙ୍କ

ନୂଆପଡ଼ା : ନୂଆପଡ଼ାରେ ବାଘ ଆତଙ୍କ । ଛେଳିକୁ ମାରି ଖାଇଲା କଲରାପତିିଆ ବାଘ । ନୂଆପଡ଼ା ଜିଲ୍ଲା କୋମନା ରେଞ୍ଜ ସୁନାବେଡ଼ା ଅଭୟାରଣ୍ୟ ଭିତରେ ଥିବା ଖୋଲିଭିତର ଗାଁରେ ଘଟଛି ଏହି ଘଟଣା । ଜଙ୍ଗଲ ଭିତରେ ଛେଳିକୁ ଆକ୍ରମଣ କରିଥିଲା ବାଘ । ଛେଳି ଚରାଳିମାନେ ବାଘକୁ ଦେଖି ଚିତ୍କାର କରିବା ପରେ
Read More...

ତହଁକ୍ କୁଟୁମ୍ କଲେଜ ମୁହାଁ

ପାଟଣାଗଡ : କୋଶଲୀ ଭାଷାକୁ ବଞ୍ଚାଇବା ତଥା ତାର ଶବ୍ଦ ଏବଂ ଇତିହାସକୁ ବଳବତ୍ତର ରଖିବା ପାଇଁ ତହଁକ୍ କୁଟୁମ୍ ପକ୍ଷରୁ ଅଭିଯାନ ଆରମ୍ଭ ହୋଇଯାଇଛି । ପାଟଣାଗଡ଼ ବ୍ଲକ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ଘସିଏନ ଠାରେ ତହଁକ୍ କୁଟୁମ୍ ପକ୍ଷରୁ ସ୍କୁଲ୍ ନୁ କଲେଜ୍ ଗାଁ ନୁ ସହର୍ ତହଁକ୍
Read More...

ଜାତୀୟ ମହାକାଶ ଦିବସ କାର୍ଯ୍ୟକ୍ରମକୁ ଭର୍ଚୁଆଲ ମାଧ୍ୟମରେ ସମ୍ବୋଧିତ କରିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ…

"ମହାକାଶ ବିଜ୍ଞାନ କୃଷିରେ ଚମତ୍କାର ପରିବର୍ତ୍ତନ ଆଣିଛି"- ଶିବରାଜ ସିଂହ"ଦେଶରେ ରେକର୍ଡ ସ୍ତରର ଉତ୍ପାଦନ ମହାକାଶ ବିଜ୍ଞାନର ଅତୁଳନୀୟ ଅବଦାନ"-ଶ୍ରୀ ଚୌହାନ"ଇସ୍ରୋର 'ଜିଓ ପୋର୍ଟାଲ" ରୁ ସଠିକ ତଥ୍ୟ ମାଧ୍ୟମରେ କୃଷକମାନେ ଉପକୃତ ହେଉଛନ୍ତି " ଶିବରାଜ ସିଂହ"ରିମୋଟ ସେନ୍ସିଂ ଦ୍ୱାରା ଫସଲ
Read More...

“ପ୍ରାଣୀପାଳନ ଓ ଉତ୍ପାଦନ ବୃଦ୍ଧି ପାଇଁ ଚାରା ପ୍ରୋତ୍ସାହନ’’ ଉପରେ ପାଞ୍ଚ ଦିନିଆ ତାଲିମ ଶିବିର

ଭୁବନେଶ୍ୱର, (ପିଆଇବି) : ଗତ ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ସ୍ଥିତକେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନଠାରେ ‘‘ପ୍ରାଣୀପାଳନ ଓ ଉତ୍ପାଦନ ବୃଦ୍ଧି ପାଇଁ ଚାରା ପ୍ରୋତ୍ସାହନ’’ ଉପରେଏକ ପାଞ୍ଚ ଦିନିଆ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଓଡ଼ିଶା
Read More...

ଟିଟିଲାଗଡ଼ ଥାନାରେ ବିଭିନ୍ନ ଗଣେଶ ପୂଜା କମିଟି ସଦସ୍ୟଙ୍କୁ ନେଇ ଶାନ୍ତି ବୈଠକ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଶନିବାର ସନ୍ଧ୍ୟାରେ ଟିଟିଲାଗଡ଼ ଥାନାରେ ଏସଡିପିଓ ଯଶୋବନ୍ତ ନାରାୟଣ ପ୍ରଧାନ, ଥାନାଧିକାରୀ କଲ୍ୟାଣୀ ବେହେରା ଆଗାମୀ ଗଣେଶ ପୂଜା କିପରି ଶାନ୍ତି ଶୃଙ୍ଖଳାର ସହିତ ଧୁମଧାମରେ ପାଳନ କରାଯିବ ସେ ନେଇ ସହରର ବିଭିନ୍ନ ଗଣେଶ ପୂଜା କମିଟିର ସଭାପତି ଓ
Read More...

ଗୁଳି କରି ବ୍ୟବସାୟୀଙ୍କ ହୀରା ଅଳଙ୍କାର ଲୁଟ୍ ଘଟଣାରେ ଆଉ ୪ ଜଣ ଅଭିଯୁକ୍ତ ଗିରଫ : ପିସ୍ତଲ ଜବତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗତ ଅଗଷ୍ଟ ୫ ତାରିଖରେ ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଶାସ୍ତ୍ରୀ ନଗର ୫ଲାଇନରେ ବ୍ୟବସାୟୀ ବାଳକୃଷ୍ଣ ଆଚାରୀ ଓରଫ ରୁନା ଓ ଶଳା ସୁନୀଲ ସାହୁଙ୍କୁ ଗୁଳି କରି ହୀରା ଅଳଙ୍କାର ଲୁଟ୍ ହୋଇଥିଲା । ଏହି ଘଟଣାରେ ପୁଲିସ ଆଉ ୪ ଅଭିଯୁକ୍ତକୁ ଗିରଫ
Read More...

ଟଟୋପରା ଗ୍ରାମରେ ସାମୁହିକ ଭାବେ ୬ ଶହ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଲେବଡ଼ା ପଞ୍ଚାୟତ ଟଟୋପରା ଗ୍ରାମରେ ସ୍ଥାନୀୟ ବାପୁଜୀ ଯୁବକ ସଂଘ ଓ ଜନମୁକ୍ତି ଅନୁଷ୍ଠାନର ମିଳିତ ସହଯୋଗରେ ଏକ ସାମୁହିକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି
Read More...

ଧର୍ମ ପରାୟଣା ମହିଳାଙ୍କ ପରଲୋକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବଙ୍କିଲୋ ଗ୍ରାମର ଧର୍ମ ପରାୟଣା ମହିଳା କାଞ୍ଚନଲତା ବାରିକ(୮୨)ଙ୍କ ପରଲୋକ ହୋଇଯାଇଛି । ସେ ବାର୍ଦ୍ଧକ୍ୟ ଜନିତ କାରଣରୁ ମୃତ୍ୟୁ ବରଣ କରିଥିବା ନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି । ସେ ଜଣେ ଧର୍ମ
Read More...