Monthly Archives

August 2025

‘ବିଜୟଶ୍ରୀ ସମ୍ମାନ’ ପାଇଲେ ଚାରି ବିଶିଷ୍ଟ ଅଧ୍ୟାପକ ଡ. ବିଜୟ ପଟ୍ଟନାୟକ

ଭାଷା ସାହିତ୍ୟର ଚିର ସମୃଦ୍ଧ ସ୍ୱାକ୍ଷର ଓ ଗଙ୍ଗାଧର ଓଡ଼ିଆ ସାହିତ୍ୟର ଅଭିମନ୍ୟୁ ରାଉରକେଲା, (ସସ୍ମିତା ପ୍ରଧାନ) : ଡ. ବିଜୟ ପଟ୍ଟନାୟକ ସାରସ୍ୱତ ସ୍ମୃତି ସଂସଦ ଆୟୋଜିତ ରାଜ୍ୟସ୍ତରୀୟ ଡ. ବିଜୟ ପଟ୍ଟନାୟକ ସ୍ମାରକୀ ବକ୍ତୃତାମାଳା 'ବିଜୟଶ୍ରୀ' ଆଜି ସେକ୍ଟର-୬ ସ୍ଥିତ ସରସ୍ୱତୀ ଶିଶୁ
Read More...

ବିବିଧା ଫାଉଣ୍ଡେସନ ଆର୍ଟ କଳଚର୍ ସଂଗଠନର ଅଷ୍ଟମ ବାର୍ଷିକ ଉତ୍ସବ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସ୍ଥିତ ଜିଲ୍ଲା ସଂସ୍କୃତି ଭବନରେ ଏକ ଦିନ ତମାମ ଧରି ସାଂସ୍କୃତିକ ବିଦ୍ଭବ ଭିତ୍ତିକ କାର୍ଯ୍ୟକ୍ରମ ଆନନ୍ଦ ଉଲ୍ଲାସ ମଧ୍ୟରେ ସମାହିତ ହୋଇଯାଇଛି । ବିବିଧା ଫାଉଣ୍ଡେସନ ଫର୍ ଆର୍ଟ ଏଣ୍ଡ କଳଚର୍ ଅନୁଷ୍ଠାନର
Read More...

ବାଲିଗୁଡ଼ାର ପୂର୍ବତନ ବିଧାୟକଙ୍କ ପରଲୋକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧ ବ୍ଲକ ବାଲିଗୁଡ଼ାର ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀଙ୍କ ଅକସ୍ମାତ୍ ଦେହାନ୍ତ ହୋଇଯାଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିବା ଜଣାଯାଇଛି । ମୁଖ୍ୟମନ୍ତ୍ରୀ
Read More...

ବିଶ୍ୱ ରୋଷେଇ ଘର ଉଦ୍ୟାନ ଦିବସ

ଡେ଼ଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ୨୫ ଅଗଷ୍ଟ ବିଶ୍ଵ ରୋଷେଇ ଘର ଉଦ୍ୟାନ ଦିବସ, ଯାହା ମାସର ଶେଷ ରବିବାରରେ ପାଳନ ହୋଇଥାଏ । ସାଙ୍କେତିକ ଭାବରେ, ଗ୍ରୀଷ୍ମ ରୁତୁର ଶେଷ ସମୟକୁ ଏହା ପ୍ରତିପାଦିତ କରେ । ଏହି ପାଳନ ହେଉଛି ଅଳ୍ପ ପରିମାଣରେ ଉତ୍ପାଦିତ ଖାଦ୍ୟର ବାର୍ଷିକ, ବିକେନ୍ଦ୍ରୀକରଣ
Read More...

ପୁଣି ଅଲୋଡା ଶିଶୁ କନ୍ୟା : ଚାକୁଣ୍ଡା ଗଛ ମୂଳେ ସଦ୍ୟଜାତ ଶିଶୁ କନ୍ୟା ଉଦ୍ଧାର

କଟକ : ପୁଣି ଅଲୋଡା ଶିଶୁ କନ୍ୟା । ଚାକୁଣ୍ଡା ଗଛ ମୂଳେ ସଦ୍ୟଜାତ ଶିଶୁ କନ୍ୟା ଉଦ୍ଧାର । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ସଦର ଥାନା ଅନ୍ତର୍ଗତ ମହୀଧରପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ । ଖବର ନେବାରୁ ଜଣାପଡିଛି ଯେ, ଆଜି ସକାଳ ସମୟ ୬ଟାରେ ମହୀଧରପଡା ଗୋଷ୍ଠୀ
Read More...

ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଟିମ୍ କ୍ଲିନ୍ ସିଟି ପକ୍ଷରୁ ପୋଷ୍ଟର ଚିରା-ସଫେଇ ଅଭିଯାନ ଜାରୀ

ସାମିଲ ହେଲେ ଡେପୁଟି କମିଶନର ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଟିମ୍ କ୍ଲିନ୍ ସିଟି ପକ୍ଷରୁ ବ୍ରହ୍ମପୁର ସହରର ସୌନ୍ଦଯ୍ୟ ବୃଦ୍ଧି କରିବା ଦିଗରେ ନିଜ ଉଦ୍ୟମ ଜାରି ରଖିଛି । ପ୍ରତି ରବିବାର ଭଳି ଗତକାଲି ମଧ୍ୟ ଟିମ୍ ପକ୍ଷରୁ ପୋଷ୍ଟର ଚିରା ଅଭିଯାନ
Read More...

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ କଳାହାଣ୍ଡି ଆଗମନକୁ ନେଇ ପ୍ରସ୍ତୁତି ବୈଠକ

କେସିଙ୍ଗା, (ପ୍ରୀତେଶ ପଟେଲ) : ଆସନ୍ତା ୨୬ ତାରିଖ ଦିନ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ କଳାହାଣ୍ଡି ଜିଲ୍ଲା ଗସ୍ତ ସମୟରେ କେସିଙ୍ଗା ହୋଇ ଯିବାର କାର୍ଯ୍ୟକ୍ରମ ଚୂଡାନ୍ତ ହେବା ପରେ କେସିଙ୍ଗାରେ ସଭାପତିଙ୍କ ସମ୍ମାନରେ ଏକ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ ବୋଲି ନଗର ସଭାପତି ପିଙ୍କୁ
Read More...

ଏବିସିଡି ନୂଆଖାଇ ଭେଟଘାଟ ରଙ୍ଗୋଲି : ଝୋଟି ଓ ଚିତ୍ରାଙ୍କନ ପ୍ରତିଯୋଗିତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ରବିବାର ଦିନ ଏବିସିଡି ଆୟୋଜିତ ବୋଡାସମ୍ବର ନୂଆଖାଇ ଭେଟଘାଟ ଉପଲକ୍ଷେ ପଦ୍ମପୁର ମେହେରପଡାଠାରେ ଥିବା ଗଙ୍ଗାଧର ମେହେର ଧରମ ସାଲାଠାରେ ରଙ୍ଗୋଲି, ଝୋଟି ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ପ୍ରତିଯୋଗିତାରେ ମୁଖ୍ୟ ଅତିଥି
Read More...

‘ନାରୀନିର୍ଯ୍ୟାତନା ଓ ସଶକ୍ତିକରଣ’ ଶୀର୍ଷକ ଆଲୋଚନାଚକ୍ର

“ସମାଜ ସଚେତନ ଓ ପ୍ରତିକ୍ରୀୟାଶୀଳ ହେଲେ ନାରୀନିର୍ଯ୍ୟାତନା କମିବ” ବଲାଙ୍ଗିର, (କେପିଏନ୍‌ଏସ୍‌) : ଯୁଗେ ଯୁଗେ ପୁରୁଷକେନ୍ଦ୍ରୀକ ସମାଜରେ ନାରୀମାନଙ୍କୁ ଦୁର୍ବଳା, ଅବଳା ଇତ୍ୟାଦି କହି ଅବହେଳା କରାଯାଇ ଆସିଛି । ନାରୀ ସମାଜ ସୃଷ୍ଟିର ମୂଳ ଆଧାର ଓ ପରିବାର ଗଠନରେ ସଂପୂର୍ଣ୍ଣ ସମର୍ପିର୍ତ
Read More...

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକାଣ୍ଡକୁ ୧୭ବର୍ଷ ପରେ ମଧ୍ୟ ସାର୍ବଜନୀନ ହେଉନି ତଦନ୍ତ ରିପୋର୍ଟ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକାଣ୍ଡକୁ ୧୭ବର୍ଷ ପୂରଣ ହୋଇଯାଇଛି ।୨୦୦୮, ଅଗଷ୍ଟ ୨୩ରେ ଜନ୍ମାଷ୍ଟମୀ ଉତ୍ସବ ପାଳନ ପାଇଁ ସ୍ୱାମୀଜୀ କନ୍ଧମାଳର ଜଳେଶପଟ୍ଟା ଆଶ୍ରମକୁ ଯାଇଥିବା ସମୟରେ ପ୍ରାୟ ୪୦ରୁ ଅଧିକ ଆତତାୟୀ ଗୁଳି ବର୍ଷଣ କରିବା
Read More...