Monthly Archives

June 2025

ରାସ୍ତାରେ ପଡ଼ିଛି ମାନସିକ ବିକାରଗ୍ରସ୍ତ ମହିଳାଙ୍କ ମୃତଦେହ : ଅଜଣା ଗାଡ଼ି ଧକ୍କା ଦେଇଥିବା ସନ୍ଦେହ

ନରସିଂହପୁର : କଟକ ଜିଲ୍ଲା ନରସିଂହପୁର ମୁଖ୍ୟ ରାସ୍ତାର ଋଷିପଡା-ସିଆରିଆ ଛକ ନିକଟରେ ପଡ଼ିଛି ମାନସିକ ବିକାରଗ୍ରସ୍ତ ମହିଳାଙ୍କ ମୃତଦେହ । ତାଙ୍କୁ ଅଜଣା ଗାଡ଼ି ଧକ୍କା ଦେଇଥିବା ସନ୍ଦେହ କରାଯାଉଛି । ଖବର ପାଇ କାନପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ସୂଚନା ମୁତାବକ,
Read More...

ଜେଏସଏମ କମର୍ସ ଡିଗ୍ରୀ କଲେଜର ଛାତ୍ର ଅର୍ଚ୍ଚିସ୍ମାନ ମିଶ୍ର ବି.କମ୍ ୨୦୨୨-୨୫ ଶିକ୍ଷା ବର୍ଷରେ ରାଜେନ୍ଦ୍ର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜେଏସଏମ କମର୍ସ ଡିଗ୍ରୀ କଲେଜ, ଯାହା ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସଂଯୁକ୍ତ, ଛାତ୍ର ଅର୍ଚ୍ଚିସ୍ମାନ ମିଶ୍ର ବି.କମ୍ (୨୦୨୨–୨୦୨୫) ଶିକ୍ଷା ବର୍ଷରେ ବିଶ୍ୱବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରି ସୂର୍ଣ୍ଣ ପଦକରେ ସମ୍ମାନିତ ହେଇଛନ୍ତି । ଏହି ଅଭୂତପୂର୍ବ
Read More...

ଭାରତର ଯୁବ ପିଢ଼ି ବିଶ୍ୱସ୍ତରରେ ଏକ ଛାପସୃଷ୍ଟି କରିଛନ୍ତି, ଆମର ଯୁବ ଶକ୍ତି ଗତିଶୀଳତା, ନବସୃଜନ ଏବଂ ଦୃଢ଼ ସଂକଳ୍ପ ସହିତ…

• ନୂତନ ଶିକ୍ଷାନୀତି ଏବଂ ଦକ୍ଷତା ବିକାଶ ଏବଂ ଷ୍ଟାର୍ଟ-ଅପ୍ଉପରେ ଧ୍ୟାନ ଦେଇ ଆମର ଯୁବପିଢ଼ି ‘ବିକଶିତଭାରତ’ ସଂକଳ୍ପରେ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ହୋଇଛନ୍ତି : ପ୍ରଧାନମନ୍ତ୍ରୀ• ଆମେ ସର୍ବଦା ଆମର ଯୁବ ଶକ୍ତିକୁ ଚମକ ଦେଖାଇବା ପାଇଁ ସମସ୍ତସମ୍ଭାବ୍ୟ ସୁଯୋଗ ଦେବୁ, ସେମାନେ ହେଉଛନ୍ତି ଏକ
Read More...

ନୂଆଦିଲ୍ଲୀରେ ଭାରତୀୟ ଭାଷା ଅନୁଭାଗ ଭାରତୀୟ ଭାଷା ବିଭାଗର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ…

ଭାରତୀୟ ଭାଷା ଅନୁଭାଗ (ଭାରତୀୟ ଭାଷା ବିଭାଗ) ର ପ୍ରତିଷ୍ଠା ସହିତ, ସରକାରୀ ଭାଷା ବିଭାଗ ବର୍ତ୍ତମାନ ଏକ ସମ୍ପୂର୍ଣ୍ଣ ବିଭାଗରେ ପରିଣତ ହୋଇଛିପ୍ରଶାସନକୁ ବିଦେଶୀ ଭାଷାର ପ୍ରଭାବରୁ ମୁକ୍ତ କରିବା ଦିଗରେ ଏହା ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବଏହି ବିଭାଗ ଭାରତର ଭାଷାଗତ ବିବିଧତାକୁ ସାମିଲ କରି
Read More...

ଜାମ୍ମୁ ଏବଂ କାଶ୍ମୀରରେ ୪୬,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ…

● ପ୍ରଧାନମନ୍ତ୍ରୀ ବିଶ୍ୱର ସର୍ବୋଚ୍ଚ ରେଳ ଆର୍କ ସେତୁ - ଚେନାବ ସେତୁ ଏବଂ ଭାରତର ପ୍ରଥମ କେବୁଲ - ସମର୍ଥିତ ରେଳ ସେତୁ - ଅଞ୍ଜି ସେତୁକୁ ଉଦଘାଟନ କରିଛନ୍ତି● ଆଜି ବୃହତ୍ ଭିତ୍ତିଭୂମି ପ୍ରକଳ୍ପ ଗୁଡ଼ିକର ଉଦଘାଟନ ଜାମ୍ମୁ ଏବଂ କାଶ୍ମୀରର ବିକାଶ ଯାତ୍ରାର ଆଧାର ପାଲଟିଛି : ପ୍ରଧାନମନ୍ତ୍ରୀ●
Read More...

ନାଗରିକମାନଙ୍କୁ ୧୧ ବର୍ଷର ପରିବର୍ତ୍ତନଶୀଳ ଶାସନକୁ ସ୍ମରଣୀୟ କରିବା ପାଇଁ “ବିକଶିତ ଭାରତ ୨୦୨୫…

୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନଗଦ ପୁରସ୍କାର ଜ୍ଞାନର ପରୀକ୍ଷଣ ଏବଂ ଭାରତର ବିକାଶ ଯାତ୍ରାକୁ ପାଳନ କରିବା ପାଇଁ ପ୍ରତିଯୋଗିତାର ଶୃଙ୍ଖଳା ଆରମ୍ଭ କରିଛି ମାଇଁଗଭ୍ ନୂଆଦିଲ୍ଲୀ, (ପିଆଇବି) : ମାଇଁଗଭ୍ ନାଗରିକମାନଙ୍କ ପାଇଁ ୧୧ ବର୍ଷର ପରିବର୍ତ୍ତନଶୀଳ ଶାସନ ଉତ୍ସବ ଏବଂ 'ବିକଶିତ ଭାରତ'
Read More...

ମା ’ପାଟ୍ଟଖଣ୍ଡା ଠାକୁରାଣୀ ଯାତ୍ରା ଉଦଯାପିତ : ଶହ ଶହ ଶ୍ରଦ୍ଧାଳୁଙ୍କ ଗହଣରେ ପଞ୍ଚ ଠାକୁରାଣୀ ନିଜସ୍ୱ ମନ୍ଦିରକୁ…

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା 'ପାଟଖଣ୍ଡା ଠାକୁରାଣୀଙ୍କ ଦ୍ୱିବାର୍ଷିକ ଯାତ୍ରା ଶୁକ୍ରବାର ଉଦଯାପିତ ହୋଇଯାଇଛି । ଦୀର୍ଘ ଏକମାସ ଧରି ମା 'ବରାଳ ଦେବୀଙ୍କ ଅସ୍ଥାୟୀ ପୀଠରେ ପଞ୍ଚ ଠାକୁରାଣୀ ମା 'ପାଟଖଣ୍ଡାଙ୍କ
Read More...

ଇଣ୍ଟର ସ୍କୁଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ରେଡ କମ୍ବାଇନ କଣ୍ଟାବାଞ୍ଜି ବିଜୟୀ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମଠାରେ ଓଡିଶା କ୍ରିକେଟ ଏସୋସିଏସନ ଓ ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟରେ ଇଣ୍ଟର ସ୍କୁଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ଆଜିର ଉଦ୍‌ଘାଟନୀ ମ୍ୟାଚ ଟି ରେଡ
Read More...

କୃଷି ଭିତ୍ତିକ ମଣ୍ଡେଇ ପର୍ବ ଅନୁଷ୍ଠିତ

ଜୟପାଟଣା, (ଶେଷ ଦେବ ବେହେରା) : ମହୁଲ ପାଟ ଜମିଦାରୀ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା' ଡୋକ ରିଙ୍କ କୃଷି ଭିତ୍ତିକ ମଣ୍ଡେଇ ପର୍ବ ଶ୍ରଦ୍ଧାର ସହ ଅନୁଷ୍ଠିତ ହୋଇ ଯାଇଛି । ଜୟପାଟଣା ଏକ କୃଷିଭିତ୍ତିକ ଅଞ୍ଚଳ ହୋଇଥିବା ବେଳେ ପାରମ୍ପାରିକ ଚାଷ, ତୈଳ ବୀଜ, ଡାଲି ଜାତୀୟ, ଓ ଫଳ ଉତ୍ପାଦନ
Read More...

ଆଇ.ଆର୍.ଇ.ଏଲ୍. ପକ୍ଷରୁ ତାମ୍ପରାଠାରେ ବିଶ୍ଵ ପରିବେଶ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆଇ.ଆର୍.ଇ.ଏଲ୍.(ଇଣ୍ଡିଆ) ତରଫରୁ ଛତ୍ରପୁର ନିକଟସ୍ଥ ଟ୍ୟୁରିଜିୟମ୍ ସ୍ପଟ୍ ମଧୁର ଜଳ ହ୍ରଦ "ତାମ୍ପରା" ଠାରେ ବିଶ୍ଵ ପରିବେଶ ଦିବସ ପାଳିତ ହେଇଯାଇଛି । ଆଇ.ଆର୍.ଇ.ଏଲ୍. କର୍ତ୍ତୃପକ୍ଷ ଶ୍ୟାମସୁନ୍ଦର ମଲ୍ଲିକ, ଡି.ଜି.ଏମ୍. (ସି.ଏସ. ଆର୍.) ଙ୍କ
Read More...