Monthly Archives

June 2025

ପଶ୍ଚିମ ଓଡ଼ିଶା ତେଲି ସମାଜର ସାଧାରଣ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ମାଉସୀ ମନ୍ଦିର ପରିସରରେ ରାଜୀବ ସାହୁଙ୍କ ସଭାପତିତ୍ୱରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସମାଜ ଉପରେ ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା । ଓବିସି ଆକ୍ଟ ଉପରେ ଆଲୋଚନା ହୋଇ ଓଡିଶାରେ
Read More...

ବଲାଙ୍ଗିର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦ୍ୱାରା ଗୃହ ପରିଦର୍ଶନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ ନାଗଙ୍କ ତତ୍ତ୍ୱାବଧାନରେ ଚାଲୁଥିବା ଲାର୍ନିଙ୍ଗ ଏଟ୍‌ ଡୋର ଷ୍ଟେପ ଅନୁସାରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ସେବଶ୍ରୀ ଭୋଇ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଚିମିନିଭାଟି ପଡା ଓ ବିଭୁତିପଡାର
Read More...

ଦାଦନ ଶ୍ରମିକ ତାମିଲନାଡୁରେ ମୃତ୍ୟୁ ଘଟଣା : ମୃତ ଶ୍ରମିକଙ୍କ ପରିବାରକୁ ଭେଟି ସହାୟତା କଲେ ଅଜିତ ଯୋଶୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ପଞ୍ଚାୟତ ବରତୁଣ୍ଡା ଗ୍ରାମର ନାରାୟଣ ସୁଲିଆ ତାମିଲନାଡୁର ଇଟା ଭାଟିକୁ ଶ୍ରମିକ ଭାବେ କାମ କରିବାକୁ ଯାଇ ସେଠାରେ ମୃତ୍ୟୁ ବରଣ କରିଥିଲେ । ସେଠାରେ ସ୍ୱାସ୍ଥ୍ୟବସ୍ଥା ବିଗିଡିଯାଇଥିଲା ।
Read More...

ସ୍ୱର୍ଗତ ନିତ୍ୟାନନ୍ଦ ନାୟକଙ୍କ କାବ୍ୟାକୃତି କଳିଙ୍ଗର ବୀରାଙ୍ଗନା ଉନ୍ମୋଚିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଜଣେ ଜଣାଶୁଣା ସାହିତ୍ୟିକ, କବି ନିତ୍ୟାନନ୍ଦ ନାୟକ (କାଶ୍ୟପ)ଙ୍କ ବିୟୋଗ ପରେ, ତାଙ୍କର ଗଙ୍ଗାଭୋଜି ଅବସରରେ ତାଙ୍କ ଦ୍ୱାରା ରଚିତ କାବ୍ୟାକୃତି "କଳିଙ୍ଗର ବୀରାଙ୍ଗନା" ସେକ୍ଟର ୧୮ ସ୍ଥିତ ସୋସିଆଲ ହୋମଠାରେ ଉନ୍ମୋଚିତ ହୋଇଯାଇଛି । ସୂଚନାଯୋଗ୍ୟ ଯେ
Read More...

ପାଇକମାଲରେ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ କାର୍ଯ୍ୟାଳୟ ପରିସରରେ ମିଶନ ଶକ୍ତି ବିଭାଗ ଦ୍ୱାରା ବ୍ଲକ ସ୍ତରୀୟ ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ବ୍ଲକ ସଭା ଗୃହଠାରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବରେ ସାଂସଦ
Read More...

ମା’ ପାଟ୍ଟଖଣ୍ଡାଙ୍କ ସମ୍ପତ୍ତି ଓ ଆୟବ୍ୟୟର ତଥ୍ୟ ଦେବାକୁ ଗ୍ରାମ୍ୟ କମିଟିର ଦାବି

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା' ପାଟ୍ଟଖଣ୍ଡାଙ୍କ ଦୈନିକ ନିତିର ସୁପରିଚାଳନା ସହ ମା'ଙ୍କ ସ୍ଥାବର ଅସ୍ଥାବର ସମ୍ପତ୍ତିର ସମ୍ପୂର୍ଣ୍ଣ ତାଲିକା ଏବଂ ତାହାର ରକ୍ଷଣାବେକ୍ଷଣ କିଭଳି ହୋଇପାରିବ ସେନେଇ ସ୍ଥାନୀୟ
Read More...

‘ଇଗ୍ନୋ’ରେ ଜୁଲାଇ ୨୦୨୫ ସେସନ ପାଇଁ ନାମଲେଖା ଆରମ୍ଭ

ଭୁବନେଶ୍ୱର, (ପିଆଇବି) : ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ)ରେ ଜୁଲାଇ-୨୦୨୫ ଶିକ୍ଷା ସେସନ ପାଇଁ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବା ସଂପର୍କରେ ଘୋଷଣା କରାଯାଇଛି । ବିଭିନ୍ନ ପାଠ୍ୟକ୍ରମରେ ନାମଲେଖାଇବା ପାଇଁ ଆଗ୍ରହୀ ବ୍ୟକ୍ତି ବିଶେଷ ଏହି ସୁଯୋଗର ଲାଭ ଉଠାଇ
Read More...

କିଡନୀ ରୋଗର ସାମାଧନ ଓ ନିରାକରଣ ନେଇ ଗାଁକୁ ପହଞ୍ଚିଲେ ଡାକ୍ତରୀ ଟିମ୍‌

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ଅଞ୍ଚଳରେ ଦିନକୁ ଦିନ କିଡନୀ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଥିବାବେଳେ ତାହାର କାରଣ ଏବଂ ରୋଗୀ କେମିତି ଠିକ ହେବେ ତାହାକୁ ଦୃଷ୍ଟିରେ ରଖି ଆଜି ଭୀମସାର ବୁର୍ଲାରୁ ଏକ ଡାକ୍ତରୀ ଟିମଙ୍କ ସହ ଗାଇସିଲେଟର ଡାକ୍ତରୀ ଟିମ୍,
Read More...

ଦିଲ୍ଲୀ ନ୍ୟାସନାଲ ପାୱାର ଲିଫ୍ଟିଂ ଡେଡଲିଫ୍ଟ ଚ୍ୟାମ୍ପିୟନସିପ୍ -୨୦୨୫ରେ ରୋହିତ ରାଜ ଭଟ୍ଟଙ୍କ ସ୍ୱର୍ଣ୍ଣ ପଦକ ଲାଭ

ରାଉରକେଲା, (ସସ୍ମିତା ପ୍ରଧାନ) ରାଉରକେଲା ଦିଲ୍ଲୀଠାରେ ଆୟୋଜିତ ନ୍ୟାସନାଲ ପାୱାର ଲିଫ୍ଟିଂ ଡେଡଲିଫ୍ଟ ଚ୍ୟାମ୍ପିୟନସିପ - ୨୦୨୫ ପ୍ରତିଯୋଗୀତାରେ ରାଉରକେଲା ସହରର ରୋହିତ ରାଜ ଭଟ୍ଟ ସ୍ୱର୍ଣ୍ଣ ପଦକ ଲାଭ କରି ଓଡିଶାର ଗୌରବ ଆଣିବା ସହିତ ରାଉରକେଲାର ଗୌରବ ଆଣିଛନ୍ତି । ଏହି ଗୌରବକୁ
Read More...

ଶିକ୍ଷକଙ୍କ ପଦୋନ୍ନତି ପାଇଁ ଓଟିଇଟି ବାଧ୍ୟତାମୂଳକ ନିର୍ଦ୍ଦେଶକୁ ବିରୋଧ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା ପ୍ରାଥମିକ ଶିକ୍ଷକ ସଂଘ (ଏନ୍‌ପିଏସ୍‌)ର ଜିଲ୍ଲା ସଂଘ ତରଫରୁ ପ୍ରାଥମିକ ଶିକ୍ଷମାନଙ୍କ ପଦୋନ୍ନତି ପାଇଁ ଓଟିଇଟି ବାଧ୍ୟତାମୂଳକ ନିର୍ଦ୍ଦେଶ କୁ ବିରୋଧ କରି ଆଜି ମାନନୀୟ ମୁଖ୍ୟମନ୍ତ୍ରୀ, ମାନନୀୟ ଗଣଶିକ୍ଷା ମନ୍ତ୍ରୀ ଓ ଶିକ୍ଷା ସଚିବଙ୍କୁ ବଲାଙ୍ଗିର
Read More...