Monthly Archives

June 2025

ମୋଦୀ ସରକାରଙ୍କ ଉଦ୍ୟମ ଯୋଗୁଁ ଗତ ୧୧ ବର୍ଷରେ ଭାରତରେ ସାମାଜିକ ସୁରକ୍ଷା କଭରେଜ କ୍ଷେତ୍ରରେ ଉଲ୍ଲେଖନୀୟ ବିସ୍ତାର…

ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଓ) ଭାରତର ସାମାଜିକ ସୁରକ୍ଷା କଭରେଜରେ ଏକ ବଡ଼ ବୃଦ୍ଧି ରେକର୍ଡ କରିଛି, ଯାହାକି ୨୦୧୫ରେ ୧୯ ପ୍ରତିଶତରୁ ୨୦୨୫ରେ ୬୪.୩ ପ୍ରତିଶତକୁ ବୃଦ୍ଧି ପାଇଛି ଏବଂ ଏହାକୁ ନିଜର ଡ୍ୟାସବୋର୍ଡରେ ପ୍ରକାଶ କରିଛିଏହି ବୃଦ୍ଧି ବିଶ୍ୱ ସ୍ତରରେ ସାମାଜିକ ସୁରକ୍ଷା କଭରେଜର
Read More...

ନୂଆପଡ଼ାରେ ଜଙ୍ଗଲ ପରିବେଶ ଓ ଶ୍ରମ ମନ୍ତ୍ରୀଙ୍କୁ ସ୍ଵାଗତ : ଜିଲ୍ଲା ବିକାଶ ମେଳାରେ ଯୋଗଦେବେ ମନ୍ତ୍ରୀ

ନୂଆପଡ଼ା : ନୂଆପଡ଼ାରେ ରାଜ୍ୟ ସରକାରଙ୍କ ଜଙ୍ଗଲ ପରିବେଶ ଓ ଶ୍ରମ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦେଇଛନ୍ତି । ଗୁରୁବାର ଜିଲ୍ଲା ସ୍ତରୀୟ ବିକାଶ ମେଳାରେ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଯୋଗଦେବେ । ପୂର୍ବାହ୍ଣରେ ଟ୍ରେନ୍‌ ଯୋଗେ ନୂଆପଡା ଷ୍ଟେସନରେ
Read More...

ବାଲିପାଟଣାରେ ଗୋଷ୍ଠୀ ସଙ୍ଘର୍ଷ : ୫ ଆହତ

ବାଲିପାଟଣା : ଭୁବନେଶ୍ଵର ଉପକଣ୍ଠ ବାଲିପାଟଣା ଥାନା ବୋଧଖଣ୍ଡି ଗାଁରେ ଗୋଷ୍ଠୀ ସଙ୍ଘର୍ଷ । ଏକ ଚୋରି ଘଟଣାରେ ଅଭିଯୁକ୍ତକୁ କାବୁ କରି ଗଛରେ ବାନ୍ଧି ମାରପିଟ୍ କରିବା ଘଟଣାରେ ବୁଧବାର ଦିନ ଗୋଷ୍ଠୀ ସଙ୍ଘର୍ଷ ହୋଇଛି । ପୁଲିସ ପୃଥକ ପୃଥକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
Read More...

ମ.ରାମପୁର ଜଗନ୍ନାଥ ମନ୍ଦିରରେ ସ୍ନାନଯାତ୍ରା

ମ.ରାମପୁର, (ପ୍ରଦୀପ କୁମାର ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ସହର ସ୍ଥିତ ଜଗନ୍ନାଥ ମନ୍ଦିରରେ ସ୍ନାନଯାତ୍ରା ମହାସମାରୋହର ପାଳିତ ହୋଇଯାଇଛି । ପ୍ରଥମେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ରତ୍ନ ସିଂହାସନରୁ ସ୍ନାନ ମଣ୍ଡପକୁ ପହଣ୍ଡି କରି ଅଣା ଯିବା ପରେ ରୀତିନୀତି ଅନୁଯାୟୀ ଭଗବାନ ଜଗନ୍ନାଥ,
Read More...

ଝରିଏଲ୍‌ରେ ଝଁକେର୍ କବିତା ଆସର ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ପୁସ୍ତମ ଯୁଆଡି ) : କୋଶଲ ଯୁବଶକ୍ତି ବଙ୍ଗୋମୁଣ୍ଡା ଓ କୋଶଲ ଭାରତୀ, ଗାଇସିଲାଟର ମିଳିତ ଆନୁକୁଲ୍ୟରେ ସଭାପତି କେକି ସିଂ ଭୋଇଙ୍କ ସଭାପତିତ୍ୱରେ ଚଉଷଠୀ ଯୋଗିନୀ ରାଣିପୁର ଝରିଆଲ ଠାରେ ଯୁବ କବିମାନଙ୍କୁ ନେଇ ଝଁକେର୍ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ
Read More...

ସରକାରଙ୍କ ଏକବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ ଓ କୃଷକ ଶକ୍ତି ସମାବେଶ ସମୀକ୍ଷା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ଜିଲ୍ଲାର ପ୍ରଭାରୀ ମନ୍ତ୍ରୀ ରବି ନାରାୟଣ ନାଏକ ଦିନିକିଆ ଜିଲ୍ଲା ଗସ୍ତରେ ଆସି ସ୍ଥାନୀୟ ଡିଏଫ୍‌ଓ ସମ୍ମିଳନୀ କକ୍ଷଠାରେ ସରକାରଙ୍କ ଏକବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ ।
Read More...

ମହୁଲପାଲିଠାରେ ଜ୍ୟେଷ୍ଠ ପୂର୍ଣିମାରେ ଅଙ୍ଗ ଆଳତୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରରତୀୟ ସଂସ୍କୃତି ପରମ୍ପରାରେ କେଉଁ ଅନାଦିକାଳରୁ ପ୍ରକୃତି, ନଦନଦୀ, ବୃକ୍ଷଳତାକୁ ଉପାସନା କରିବାର ଧାରା ରହି ଆସିଛି । ପଦ୍ମପୁରର ଜୀବନ ଧାରା ବୋଲାଉଥିବା ଅଙ୍ଗ ନଦୀରେ ଆଜି ବୁଧବାର ଜ୍ୟେଷ୍ଠ ପୂର୍ଣିମା ଅବସରରେ ସନ୍ଧ୍ୟା ୭ ଘଣ୍ଟା ସମୟରେ
Read More...

ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ । ଜଣେ ଆଦିବାସୀ ଝିଅକୁ ଜଣେ ଦଳିତ ଯୁବକ ପ୍ରେମ କରି ସାଂଗରେ ନେଇଯିବାବାରୁ ଜାତି ଆଳରେ ଝିଅର ବଂଶଧରଙ୍କୁ ଲଣ୍ଡା ହେବାକୁ ପଡୁଛି । ଆଜିର ସମୟରେ ବି ଏଭଳି ଏକ ଘଟଣା ଘଟିଥିବା ଦେଖିବାକୁ ମିଳିଛି । ଏହି
Read More...

ଶ୍ରୀ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ନୀତି ସମ୍ପନ୍ନ : ଗଜାନନ ବେଶରେ ଦର୍ଶନ ଦେଲେ ମହାବାହୁ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ନିର୍ଦ୍ଧାରିତ ରୀତିନୀତି ଅନୁସାରେ ମହାପ୍ରଭୁଙ୍କ ମହା ଦିବ୍ୟସ୍ନାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସକାଳୁ ସକାଳୁ ଶ୍ରଦ୍ଧାଳୁ ମାନଙ୍କ
Read More...

ଧର୍ମପରାୟଣ ମହିଳାଙ୍କ ବିୟୋଗରେ ଶୋକ

ରାଉରକେଲା, (ସସ୍ମିତା ପ୍ରଧାନ) : ବାସନ୍ତୀ କଲୋନୀ ବାସିନ୍ଦା ସୁରୁଚି ସାହୁଙ୍କ ୯୫ ବର୍ଷ ବୟସରେ ଗତ ୨୯ ତାରିଖରେ ପରଲୋକ ହୋଇଯାଇଥିଲା । ଜଣେ ଅମାୟିକ ଓ ଧର୍ମପରାୟଣ ମହିଳା ଭାବେ ସେ ସ୍ଥାନୀୟ ଅଞ୍ଚଳରେ ପରିଚିତ ଥିଲେ । ଏହି ଉପଲକ୍ଷେ ଆଜି ସେକ୍ଟର ୧୪ ଲକ୍ଷ୍ମୀ ନାରାୟଣ ମନ୍ଦିରଠାରେ ଆୟୋଜିତ
Read More...