Monthly Archives

June 2025

ଭାରତୀୟ ମଜଦୂର ସଙ୍ଘ ଦ୍ଵାରା ଅନୁବନ୍ଧିତ ଅଲ୍ ଓଡ଼ିଶା ସି.ଆର.ପି. ସଙ୍ଘ ଗଞ୍ଜାମଜିଲ୍ଲା ଶାଖା ପକ୍ଷରୁ ସାଧାରଣ ବୈଠକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସ୍ଥିତ ଜିଲ୍ଲା ସଂସ୍କୃତି ଭବନ ସଭାଗୃହରେ ଭାରତୀୟ ମଜଦୂର ସଙ୍ଘ ଦ୍ଵାରା ସହଅନୁବନ୍ଧିତ ଅଲ୍ ଓଡ଼ିଶା ସି.ଆର.ପି. ସଙ୍ଘ ଗଞ୍ଜାମଜିଲ୍ଲା ଶାଖା ପକ୍ଷରୁ ଏକ ସାଧାରଣ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି ।…
Read More...

ଆସନ୍ତା ୧୭ରେ ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତ

ଆଇଏସଏସ ନିର୍ମାଣ କୃଷିବିଶ୍ୱବିଦ୍ୟାଳୟ, ଇକୋଟୁରିଜମ ଦାବି ରଖିଲା ଜିଲ୍ଲା ଉନ୍ନୟନ ପରିଷଦ ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ଜୁନ ୧୭ ତାରିଖ ମଙ୍ଗଳବାର ଦିନ ଓଡିଶା ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ବଲାଙ୍ଗିର ଜିଲ୍ଲା ଗସ୍ତରେ ଆସୁଛନ୍ତି । ପଥରଚେପା ପଡିଆଠାରେ ଆୟୋଜିତ କୃଷକ ଶକ୍ତି…
Read More...

ଇସ୍ପାତ ଫିଟନେସ ପାଥରେ ରଜ ମହୋତ୍ସବ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସେକ୍ଟର ୧୯ ସ୍ଥିତ ଇସ୍ପାତ ଫିଟନେସ ପାଥଠାରେ ରଜ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଫିଟନେସ ପାଥର ବରିଷ୍ଠ ସଦସ୍ୟ ନିମାଇଁ ଚରଣ ରାୟଙ୍କ ସଭାପତିତ୍ୱରେ ଆୟୋଜିତ ଏହି ମହୋତ୍ସବରେ ଆରଏସପିର କାର୍ମିକ ବିଭାଗର ନିର୍ବାହୀ ନିର୍ଦ୍ଦେଶକ…
Read More...

ବଜ୍ରପାତରେ ଛତ୍ରପୁର ବ୍ଲକ ଅନ୍ତର୍ଗତ ଚିକଲଖଣ୍ଡି ଅଞ୍ଚଳରେ ୫୦ରୁ ଅଧିକ ଛେଳି ମୃତ : ଚାଷୀ ହତାଶ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପବିତ୍ର ରଜସଂକ୍ରାନ୍ତି ଅବସରରେ ଦ୍ୱିତୀୟ ଦିବସର ରଜପର୍ବ ଆନନ୍ଦ ଉତ୍ସାହର ସହ ପାଳନ କରାଯାଇଥିବା ବେଳେ ଛତ୍ରପୁର ଅଞ୍ଚଳରେ ଚାଷୀକୁଳ ଉପରେ ଅନେକ କ୍ଷତି ପହଞ୍ଚାଇଥିବା ନେଇ ଏହି ଅଞ୍ଚଳରେ ରଜପର୍ବ ଏକ ପ୍ରକାର ଫିକା ପଡ଼ିଯାଇଛି । ରବିବାର ଅପରାହ୍ନ…
Read More...

ପଞ୍ଚାୟତ ସ୍ତରୀୟ ସମ୍ବିଧାନ ସଚେତନତା ସଭା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ଚାରପାଳି ପଞ୍ଚାୟତଠାରେ ପଞ୍ଚାୟତ ସ୍ତରୀୟ ସମ୍ବିଧାନ ସଚେତନତା ସଂଗଠନ ତରଫରୁ ଏକ ସମ୍ବିଧାନ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ମୁଖ୍ୟ ଅତିଥିଭାବେ କ୍ଷେତ୍ରୀ ଲୁହାର, ମୁଖ୍ୟବକ୍ତା ଦିନବନ୍ଧୁ କୁମ୍ଭାର ସମ୍ମାନିତ…
Read More...

ମହିଳା ଶାନ୍ତିଲତା ଦାସଙ୍କ ପରଲୋକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ମାଲପଡା ନିବାସୀ ଶାନ୍ତିଲତା ଦାସଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୮୬ ବର୍ଷ ହେଉଥିଲା । ସେ କିଛି ଦିନ ହେଲା ବାଦ୍ଧକ୍ୟଜନିତ ସମସ୍ୟାରେ ପୀଡିତ ଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର…
Read More...

ମାସିକ ରଚନା ସନ୍ଧ୍ୟା କାର୍ଯ୍ୟକ୍ରମରେ ନାଟ୍ୟଭୂଷଣ ଜଗଦାନନ୍ଦଙ୍କ ସହ ଅନ୍ତରଙ୍ଗ ଆଳାପ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୁଃଖ ହେଉଛି ଆମର ସବୁଠାରୁ ଅନ୍ତରଙ୍ଗ ସାଥି ଆଉ ଏହି ଦୁଃଖକୁ ଆହୁରି ଆପଣାର କରିବା ପାଇଁ ତା ସହ ମିଶି ନିଜ କର୍ମମୟ ଜୀବନକୁ ସରଳ କରିବାର ବାଟ ଦେଖାଏ ନାଟକ । ସମୟ ପରିବର୍ତ୍ତନ ହେଉଛି, ଦର୍ଶକଙ୍କ ରୁଚି ବି ପରିବର୍ତ୍ତନ ହେଉଛି, ନାଟକର ମୁଳ ଉଦ୍ଦେଶ୍ୟକୁ…
Read More...

ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ ସମୂହ ଦୀପଦାନ ସହ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗତ ତା.୧୩-୦୬-୨୦୨୫ ରିଖ ଶୁକ୍ରବାର ଦିନ ସନ୍ଧ୍ୟା ସମୟରେ ବ୍ରାହ୍ମଣ ସମିତି, ସୁନ୍ଦରପଦା ଭୁବନେଶ୍ୱର ଆନୁକୂଲ୍ୟରେ ଅହମ୍ମଦାବାଦ-ଲଣ୍ଡନ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ମୃତବ୍ୟକ୍ତି ବିଶେଷ୍ୟଙ୍କ ଅମର ଆତ୍ମାର ସଦଗତି…
Read More...

ସଂକ୍ରାନ୍ତି ପୁରୁଷଙ୍କ ତିରୋଧାନ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା ବିକାଶ ମଞ୍ଚ ତରଫରୁ ସଂକ୍ରାନ୍ତି ପୁରୁଷ ବ୍ୟାସକବି ଫକୀରମୋହନ ସେନାପତିଙ୍କ ତିରୋଧାନ ଦିବସ ପାଳିତ ହୋଇଯାଇଛି । ମଞ୍ଚର ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ଵ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସେକ୍ଟର ୭ ସ୍ଥିତ…
Read More...

ସାଥୀର ପରିବେଶ ସଚେତନତା ସାଇକେଲ ରାଲି

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ସାଥୀ, କ୍ଲିନ୍ ଆଣ୍ଡ ଗ୍ରୀନ ଓ ମିସନ ସଣ୍ଡେ ତରଫରୁ ପ୍ରଦୂଷଣ ନିୟନ୍ତ୍ରଣ କରିବା ଉପଲକ୍ଷେ ଏକ ସଚେତନତା ସାଇକେଲ ରାଲି ଅନୁଷ୍ଠିତ ହୋଇଯାଇଛି । ସାଥୀର ସଭାପତି ଆଇନଜୀବୀ ସଦାନନ୍ଦ ସାହୁଙ୍କ ଆବାହକତ୍ଵରେ ଆୟୋଜିତ ଏହି ରାଲି ସେକ୍ଟର ୭/୧୭…
Read More...