Monthly Archives

May 2025

ଜୟପୁରରେ ପିଲାଙ୍କ ମୁହଁରେ ହସ କାର୍ଯ୍ୟକ୍ରମ

ଜୟପୁର, (କେପିଏନ୍‌ଏସ୍‌) : ଜୟପୁର ବିଜୁ ପଟ୍ଟନାୟକ ଶାନ୍ତି ଉଦ୍ୟାନ ପରିସରରେ ବଲାଙ୍ଗିର ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ନିର୍ଝରିଣୀ ତରଫରୁ ନିଆରା ସମ୍ପର୍କ ପିଲାଙ୍କ ମୁହଁରେ ହସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ସମ୍ପାଦକ ବିରଞ୍ଚି ନାରାୟଣ ଦାଶଙ୍କ ପ୍ରତ୍ୟକ୍ଷ
Read More...

ଆମ ପୁଲିସର ସଚେତନତା କାର୍ଯ୍ୟକ୍ରମ ସହ ଯୋଗଶିକ୍ଷା କେନ୍ଦ୍ରର ବାର୍ଷିକ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୯ ସ୍ଥିତ ନେହେରୁ ଟ୍ରାଫିକ ପାର୍କ ଠାରେ ସେକ୍ଟର ୧୯ ଥାନାର ଆମ ପୁଲିସ, ସାମାଜିକ ଅନୁଷ୍ଠାନ ସାହି ଭରସା ଓ ନିଃଶୁଳ୍କ ଯୋଗ ଶିକ୍ଷା କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମ ସହ ଯୋଗକେନ୍ଦ୍ରର ବାର୍ଷିକ ଉତ୍ସବ ପାଳନ କରାଯାଇଥିଲା
Read More...

ମୁଖ୍ୟମନ୍ତ୍ରୀଙ୍କ ମୟୁରଭଞ୍ଜ ଗସ୍ତ

ରାଇରଙ୍ଗପୁର ଠାରେ ଆୟୋଜିତ ଅଲଚିକି ଲିପି ଉଦ୍ଭାବନର ଶତବାର୍ଷିକୀ ଏବଂ ଗୁରୁ ଗୋମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୨୦ତମ ଜନ୍ମବାର୍ଷିକୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦାନମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ପଣ୍ଡିତ ମୁର୍ମୁଙ୍କ ବାସଭବନକୁ ସ୍ମାରକୀ ତୀର୍ଥସ୍ଥଳୀ ଓ ତାଙ୍କ ସମାଧି ପୀଠକୁ
Read More...

ଜିଲ୍ଲାସ୍ତରୀୟ ବୁଦ୍ଧ ଜୟନ୍ତୀ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାନବ ସମାଜରେ ମାନବିକତା ଏବଂ ଜ୍ଞାନର ଆଲୋକ ଅତ୍ୟନ୍ତ ଆବଶ୍ୟକତା ଓ ଏହା ବୁଦ୍ଧଙ୍କ ବିଚାର ଗ୍ରହଣ ଦ୍ୱାରା ହିଁ ସମ୍ଭବ । ଏହା ହେଲେ ମାନବ ସମାଜ ବିଶୃଙ୍ଖଳା ଶୁନ୍ୟ ଏବଂ ବିଶ୍ୱରେ ଶାନ୍ତି ସ୍ଥାପନ ସମ୍ଭବ ବୋଲି ଆଜି ରାଜେନ୍ଦ୍ର ପାର୍କ ପରିସରରେ ଦଣ୍ଡୁଆ
Read More...

ଇସ୍ପାତ ସାହିତ୍ୟ ସଂସଦ ପକ୍ଷରୁ ସନ୍ଥକବିଙ୍କ ଜୟନ୍ତୀ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ପୂରାତନ ସାହିତ୍ୟ ଅନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦ ପକ୍ଷରୁ ସଂସଦର ସେକ୍ଟର-୭ ସ୍ଥିତ କାର୍ଯ୍ୟାଳୟଠାରେ ସନ୍ଥକବି ଭୀମଭୋଇଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ସଂସଦର କାର୍ଯ୍ୟକାରୀ ସଭାପତି ପ୍ରତାପ ପଣ୍ଡାଙ୍କ ପୌରୋହିତ୍ୟରେ ହୋଇଥିବା ଏହି
Read More...

ହାପି ମୋମେଣ୍ଟସର ଶିଶୁ ମହୋତ୍ସବ ଓ ବିଶ୍ୱ ମାତୃତ୍ଵ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟସ ଇଣ୍ଡିଆ ତରଫରୁ ୧୨ ତମ ଓଡିଶା ଶିଶୁ ମହୋତ୍ସବ ଓ ବିଶ୍ୱ ମାତୃତ୍ଵ ଦିବସ ସେକ୍ଟର ୫ ସ୍ଥିତ ଆଦର୍ଶ ସାହିତ୍ୟ ଘର ଠାରେ ଅନୁଷ୍ଠିତ ହୋଇଯାଇଛି । ଦୁଇ ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ପ୍ରତିଷ୍ଠାତା
Read More...

ବଲାଙ୍ଗିର ଜିଲ୍ଲା କରାଟେ ସଂଘକୁ ୨୦ଟି ପଦକ ସ୍ୱର୍ଣ୍ଣ-୧, ରୌପ୍ୟ-୬, କାଂସ୍ୟ -୧୩

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭୁବନେଶ୍ୱର ସ୍ଥିତ କରାଟେ ସ୍କୁଲଠାରେ ୩୬ ଜଣ କ୍ୟାଡେଟ, ଜୁନିୟର ଓ ୩୭ତମ ସବ ଜୁନିୟର ରାଜ୍ୟ କରାଟେ ପ୍ରତିଯୋଗିତା ତିନି ଦିନ ଧରି ତା.୯ରୁ ୧୧ ରିଖ ୨୦୨୫ ଅନୁଷ୍ଠିତ ହୋଇଯାଇଛି । ପ୍ରତିଯୋଗିତାରେ ବଲାଙ୍ଗିର ଜିଲ୍ଲା କରାଟେ ସଂଘକୁ ୫୫ ଜଣ ଉଭୟ ବାଳିକା ବାଳକ
Read More...

ମାଲପଡା ନାଗରିକ କମିଟିର ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମାଲପଡା ନାଗରିକ କମିଟିର ବୈଠକ ସଭାପତି ଗୋପବନ୍ଧୁ ପୁରୋହିତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ମାଲପଡାର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ବିଶେଷତ ବିଜୁଳି ବିଭାଗ ଦ୍ୱାରା ଘନ ଘନ ବିଜୁଳି କାଟ ଯୋଗୁଁ ଜନସାଧାରଣ ଅସ୍ତବ୍ୟସ୍ତ
Read More...

ସାନ୍ତାଳୀ ଲିପିର ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ପାଳିତ

ସାନ୍ତାଳୀ ଭାଷା ଏବଂ ସାରନା ଧର୍ମ କୋଡ ମାନ୍ୟତା ନେବା ପାଇଁ ଆହ୍ୱାନ ସାରସକଣା, (କେପିଏନ୍‌ଏସ୍‌) : ଝାର ପୋଖରୀଆ ଥାନା ଅନ୍ତର୍ଗତ ପୋଖରୀଆ ଗ୍ରାମ ପଞ୍ଚାୟତ ନାରାନଡିହି ଗ୍ରାମର ମାଝୀବାବା (ଗ୍ରାମ ମୁଖ୍ୟ) ନାରାନ ମୁର୍ମୁଙ୍କ ନେତୃତ୍ୱରେ ଅଲଗୁରୁ ପଣ୍ଡିତ ରଘୁନାଥ ମୁର୍ମୁଙ୍କର ୧୨୧ତମ
Read More...

ସେଞ୍ଚୁରିଅନ ବିଦ୍ୟାଳୟ (ଜେଆଇଟିଏମ)ରେ ଗ୍ରୀଷ୍ମ ଶିବିର ୨୦୨୫-୨୬ ସମାପ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶିକ୍ଷାର ମୂଳ ଉଦ୍ଦେଶ୍ୟ ହେଲା ବ୍ୟକ୍ତିର ସର୍ବାଙ୍ଗୀନ ବିକାଶ କରିବା ଓ ପାଠ୍ୟ ପୁସ୍ତକଗତ ଶିକ୍ଷା ବ୍ୟତୀତ ଆନ୍ୟନ୍ୟ ବିଷୟରେ ମଧ୍ୟ ଛାତ୍ରଛାତ୍ରୀଙ୍କର ଦକ୍ଷତା ବୃଦ୍ଧି କରିବା । ଏହି ଆଭିମୁଖ୍ୟ ନେଇ ସେଞ୍ଚୁରିଅନ ବିଦ୍ୟାଳୟ (ଜେଆଇଟିଏମ)ର କର୍ତ୍ତୁପକ୍ଷ
Read More...