Monthly Archives

April 2025

ଆସନ୍ତା ୪ରୁ ୯ ଏପ୍ରିଲ ମାଁ ଚନ୍ଦ୍ରସେନୀ ମହୋତ୍ସବ

ବିଶେଷ ଆକର୍ଷଣ ମୀନାବଜାର ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସନ୍ତା ଏପ୍ରିଲ ୪ ରୁ ୯ ତାରିଖ ପର୍ଯ୍ୟନ୍ତ ମାଁ ଚନ୍ଦ୍ରସେନୀ ମହୋତ୍ସବ ଚିମିନିଭାଟି ପଡା ସ୍ଥିତ ଚନ୍ଦ୍ରସେନୀ ମନ୍ଦିରରେ ଜିଲ୍ଲା ସଂସ୍କୃତି ବିଭାଗ ଏବଂ ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗରେ ଅନୁଷ୍ଠିତ ହେବ
Read More...

ନାଗାବଳୀ ଏକ୍ସପ୍ରେସ୍‌ ଲାଇନଚ୍ୟୁତ, ଟ୍ରାକ୍‌ରୁ ଖସିପଡ଼ିଲା ଗୋଟିଏ ବଗି

ଭୁବନେଶ୍ୱର : ଆନ୍ଧ୍ରପ୍ରଦେଶର ବିଜୟନଗରମ୍‌ ଷ୍ଟେସନ୍‌ ନିକଟରେ ବୁଧବାର ୧୧ଟା ୪୦ ମିନିଟ୍‌ରେ ନାନ୍ଦେଡ-ସମ୍ବଲପୁର ଏକ୍ସପ୍ରେସ୍‌ ଲାଇନଚ୍ୟୁତ ହୋଇଛି । ଯେଉଁଥିରେ ନାଗାବଳୀ ଏକ୍ସପ୍ରେସ୍‌ର ଶେଷରେ ଥିବା ଜେନେରାଲ୍ ବଗି ଲାଇନଚ୍ୟୁତ ହୋଇଛି । ବର୍ତ୍ତମାନ ଯାଏଁ କୌଣସି ମୃତାହତ ହୋଇନଥିବା
Read More...

ଡୁଙ୍ଗୁରିପାଲି ବ୍ଲକରେ ଗଡିଲା ଶିକ୍ଷା ସଚେତନତା ରଥ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକର ବିଭିନ୍ନ ଗାଁରେ ଶିକ୍ଷା ସଚେତନତା ରଥ ଗଡିଛି । ପ୍ରଥମେ ରାମପୁର ନୋଡାଲ ଉଚ୍ଚ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅବସରରେ ବିଦ୍ୟାଳୟରେ ସମ୍ମୁଖରେ ଶିକ୍ଷା ସଚେତନତା ରଥକୁ ମୁଖ୍ୟ
Read More...

ଯେଶୱାଲ ସମାଜ ପକ୍ଷରୁ ଚୈତ୍ର ପର୍ବ

ସୁନ୍ଦରାକାଣ୍ଡ ଏବଂ ୧୫୦୦ ଭକ୍ତଙ୍କୁ ପ୍ରସାଦ ବଣ୍ଟନ କଲେ ବଲାଙ୍ଗିର, (ଦେବାଶିଷ ମିଶ୍ର) : ସମଲେଇ ମନ୍ଦିର ଚୈତ୍ର ମାସରେ ମାଁଙ୍କ ପୂଜାର୍ଚ୍ଚନା ସହ ମାଁଙ୍କ ବେଶ ଦେଖିବା ପାଇଁ ବେଶ୍‌ ଭିଡ ହେଉଛି । ଏହି ଅବସରରେ ଯେଶୱାଲ ସମାଜ ପକ୍ଷରୁ ଚୈତ୍ର ମାସ ଆଜି ଦିନରେ ପ୍ରଭୁଶ୍ରୀ ରାମଚନ୍ଦ୍ର
Read More...

ଶ୍ରୀରାମ ନବମୀ ଓ ହନୁମାନ ଜୟନ୍ତୀ ମହୋତ୍ସବ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସନ୍ଥ ଶ୍ରୀ ଚିନ୍ମୟ ଦାସଜୀ ମହାରାଜଙ୍କ ପ୍ରେରଣାରେ ବଲାଙ୍ଗିର ସୁଦପଡା ହନୁମାନ ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ରାମନବମୀ ଓ ହନୁମାନ ଜୟନ୍ତୀ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବରୁଣ କୁମାର ହେର୍ଣ୍ଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି
Read More...

ଓଲଟିଲା ଯାତ୍ରୀବାହୀ ବସ୍

ନୀଳଗିରି : ଓଲଟିଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣା ଫଳରେ ୧୫ ଜଣ ଗୁରୁତର ହୋଇଛନ୍ତି । ୨୫ରୁ ଅଧିକ ଆହତ ହୋଇଛନ୍ତି । ବାଲେଶ୍ୱର ଜିଲ୍ଲା ସେରଗଡ଼ ଉଦଳା ରାସ୍ତା ଭାଲୁକାଶୁଣି ଛକରେ ଘଟିଛି ଦୁର୍ଘଟଣା । ସୂଚନାଯୋଗ୍ୟ ଯେ, ‘ମାମା’ ନାମକ ବସ୍ ବାଲେଶ୍ଵରରୁ ଉଦଳା ଯାଉଥିବା ବେଳେ ଓଲଟିପଡିଛି ।
Read More...

କୋଶଳୀ ଭାଷାକୁ ରାଜ୍ୟ ଭାଷା ସ୍ଵୀକୃତି ଦେବାକୁ ଶୂନ୍ୟକାଳରେ ଦାବି ଉଠାଇଲେ ବିରୋଧୀ ଦଳ ଉପନେତା

ଭୁବନେଶ୍ୱର : କୋଶଳୀ ଭାଷାକୁ ରାଜ୍ୟ ଭାଷାର ସ୍ଵୀକୃତି ଦେବାକୁ ଶୂନ୍ୟକାଳରେ ଦାବି ଉଠାଇଲେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ । ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ ସଂକଳ୍ପକୁ ଦିବସରେ ପାଳନ କଲେ ହେବନି । ଓଡ଼ିଶା କହିଲେ ସମଗ୍ର ଅଞ୍ଚଳ । ଭାଷା ଓ ଭୂଷଣକୁ ଛାଡି ଜାତି ବଞ୍ଚି ପାରିବନି ।
Read More...

ଆସ୍ଥା ତରଫରୁ ଉତ୍କଳ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସରକାରୀ ସୀକୃତି ପ୍ରାପ୍ତ ରାଉରକେଲାର ଅଗ୍ରଣୀ ସ୍ଵେଚ୍ଛାସେବୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଆସ୍ଥା, ରାଉରକେଲା ଇସ୍ପାତ କାରଖାନା ଅବସର ପ୍ରାପ୍ତ କର୍ମଚାରୀ ସଂଘ ଓ ରୋଜା ନୃତ୍ୟାନୁଷ୍ଠାନର ମିଳିତ ଆନୁକୁଲ୍ୟରେ ଗତ ୧ ରିଖ ଦିନ ଅବସର ଭବନ, କୋଏଲ ନଗର
Read More...

ପାଇକମାଲ ବ୍ଲକସ୍ତରୀୟ ପ୍ରବେଶ ଉତ୍ସବ ଓ ଶିକ୍ଷା ସଚେତନତା ରଥର ଶୁଭାରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକସ୍ତରୀୟ ପ୍ରବେଶ ଉତ୍ସବ ଓ ଶିକ୍ଷା ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି । ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ସଭାରେ ପାଇକମାଲ ପଞ୍ଚାୟତ ସରପଞ୍ଚ ତୁଳାବତୀ ତାଣ୍ଡି, ସମିତି ସଭ୍ୟା ନିରୁପମା ନାଗ, ଶିଶୁ
Read More...

ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଅବିଭକ୍ତ ଗଞ୍ଜାମ ଜିଲ୍ଲାର ଅବଦାନ ଅବିସ୍ମରଣୀୟ

ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ ତରଫରୁ ୯୦ତମ ଉକ୍ରଳ ଦିବସ ପାଳିତ ବ୍ରହ୍ମପୁର, (କେପିଏନ୍‌ଏସ୍‌) : ସ୍ୱତନ୍ତ୍ର ପ୍ରଦେଶ ଗଠନରେ ଅବିଭକ୍ତ ଗଞ୍ଜାମ ଜିଲ୍ଲାର ଅବଦାନ ଅବିସ୍ମରଣୀୟ ବୋଲି ବିଶିଷ୍ଟ ବକ୍ତାମାନେ ମତପ୍ରକାଶ କରିଛନ୍ତି । ସ୍ଥାନୀୟ ନବୀନ ଭବନ ପରିସରରେ ନବୀନ ପାଠାଗାର ଓ
Read More...