Daily Archives

ହଳଦୀରେ ଜନମୁକ୍ତି ଅନୁଷ୍ଠାନର ୨୯ତମ ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ କଲ୍ୟାଣ ମଣ୍ଡପଠାରେ ଜନମୁକ୍ତି ଅନୁଷ୍ଠାନର ସମ୍ପାଦକ ଭଜରାମ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଜନମୁକ୍ତି ଅନୁଷ୍ଠାନର ୨୯ତମ ବାର୍ଷିକ ସାଧାରଣ ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ
Read More...

ଚାରି ମାସ ହେଲା ସୁରକ୍ଷାକର୍ମୀଙ୍କୁ ଦରମା ବନ୍ଦ

କେସିଙ୍ଗା, (ପ୍ରୀତେଶ ପଟେଲ) : ଗତ କିଛି ମାସ ପୂର୍ବେ କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ତରଫରୁ ଜିଲ୍ଲାର ସମସ୍ତ ସରକାରୀ ଚିକିତ୍ସା କେନ୍ଦ୍ରରେ ସୁରକ୍ଷା କର୍ମୀ ଯୋଗାଇବା ପାଇଁ ଟେଣ୍ଡର ହୋଇଥିଲା । ଏହି ଟେଣ୍ଡର ଜରିଆରେ ଭୁବନେଶ୍ଵରର କେଆର ସିକୁରିଟୀ ନାମକ ଏକ ବେସରକାରୀ
Read More...

ପୁସ୍ତକ’ ଧନ୍ୟବାଦ ‘ ଓ ‘ଶୁନ୍ୟ ସଂଭୋଗ ‘ସମୀକ୍ଷାୟନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ସମ୍ବାଦ ସାହିତ୍ୟଘରର ସାରସ୍ୱତ ସଭା ତା ୨୨/୦୩/୨୦୨୫ ବେଲପଡା ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରକୃତିବନ୍ଧୁ ଆଇନଜୀବୀ କବି ହୃଷୀକେଶ ପାଢ଼ୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାରସ୍ୱତ ସଭାରେ ମୁଖ୍ୟଅତିଥି ଭାବେ
Read More...

ଜିଲ୍ଲାସ୍ତରୀୟ ସଂୟୋଜନା ଓ ସମନ୍ୱୟ କର୍ମଶାଳା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସ୍ଥିତ ପଞ୍ଚାୟତ ସମ୍ବଳ କେନ୍ଦ୍ର ଠାରେ ୱାଏସସିଓ ଲେହେର ଅନୁଷ୍ଠାନ ତରଫରୁ ଏକ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏହି କର୍ମଶାଳାରେ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଲମ୍ବୋଦର ଦୀପଙ୍କ ଅଧ୍ୟକ୍ଷତାରେ କର୍ମଶାଳା ପରିଚାଳନା କରାଯାଇଥିଲା
Read More...

ବିକଶିତ ଭାରତ ଯୁବ ସଂସଦ କାର୍ଯ୍ୟକ୍ରମ ସମ୍ପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତ ସରକାରଙ୍କ ଯୁବ ବ୍ୟାପାର ମନ୍ତ୍ରଣାଳୟ, ଅଖିଳ ଭାରତୀୟ ସ୍ତରରେ ଏକ ବିକଶିତ ଭାରତ ସମ୍ପର୍କୀତ ଯୁବ ସଂସଦ କାର୍ଯ୍ୟକ୍ରମ ପାଇଁ ୨୧ ଓ ୨୨ ତାରିଖ, ଦୁଇ ଦିନ ଧରି ମ୍ୟୁନିସିପାଲ ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଭାରପ୍ରାପ୍ତ
Read More...

ରାଉରକେଲାର ଅଷ୍ଟ ଚତୁର୍ଦ୍ଦଶ ବାର୍ଷିକ ଉତ୍ସବ ତଥା ବସନ୍ତ ଉତ୍ସବ ୨୯ରୁ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ସମ୍ଭ୍ରାନ୍ତ ନୃତ୍ୟସଂଗୀତ ଅନୁଷ୍ଠାନ 'ମ୍ୟୁଜିକ ସର୍କଲ'ର ଅଷ୍ଟ ଚତୁର୍ଦ୍ଦଶ ବାର୍ଷିକ ଉତ୍ସବ ତଥା ବସନ୍ତ ଉତ୍ସବ ଚଳିତ ମାର୍ଚ୍ଚ ମାସ ୨୭ ରୁ ୩୧ ତାରିଖ ଯାଏ ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା
Read More...

ଆସନ୍ତା ୨୭ ତାରିଖ ବିଧାନସଭା ଘେରାଓ କାର୍ଯ୍ୟକ୍ରମ : ବଲାଙ୍ଗିର ଜିଲ୍ଲା କଂଗ୍ରେସର ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କଂଗ୍ରେସ ଭବନ ଠାରେ ପିସିସି ତରଫରୁ ନିଯୁକ୍ତ ବଲାଙ୍ଗିର ଜିଲ୍ଲା ପ୍ରଭାରି ଚିନ୍ମୟ ସାହୁ ଯୋଗ ଦେଇ ଆସନ୍ତା ୨୭ ତାରିଖରେ କଂଗ୍ରେସ ଦଳ ତରଫରୁ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ଘେରାଓ ଓ ବିକ୍ଷୋଭ କାର୍ଯ୍ୟକ୍ରମ ସମ୍ପର୍କରେ ଜିଲ୍ଲାର
Read More...

ଅପହୃତଙ୍କ କବଳରୁ ଖସିଆସିଲେ ବ୍ୟବସାୟୀ : ବନ୍ଧୁକ ମୁନରେ କିଡ୍‌ନାପ କରିଥିଲେ ଦୁର୍ବୃତ୍ତ

ଜୟପୁର : ଶୁକ୍ରବାର ସନ୍ଧ୍ୟା ବନ୍ଧୁକ ମୁନରେ ବ୍ୟବସାୟୀଙ୍କୁ ଉଠାଇନେଇଥିଲେ ଅପହରଣକାରୀ । ଆଜି ସକାଳେ କୌଶଳ କ୍ରମେ କିଡ୍‌ନାପରଙ୍କ କବଳରୁ ବ୍ୟବସାୟୀ ଏ.ରାଜୁ ଖସି ଆସିଛନ୍ତି । ଶ୍ରୀ ରାଜୁଙ୍କୁ ଉଦ୍ଧାର ପରେ ବୋରିଗୁମ୍ମା ଥାନରେ ରଖାଯାଇଛି । ତେବେ କଣ ପାଇଁ ଅପହରଣ କରାଯାଇଥିଲା ତାହାକୁ
Read More...

ନବ ଦାସଙ୍କ ରୋଷେୟା ଲଳିତ ସାହୁ ମୃତ୍ୟୁ ମାମଲା : ମୁଖ୍ୟ ସାକ୍ଷୀ ମନୁଙ୍କ ବାଇକ୍ ଦୁର୍ଘଟଣା

ଝାରସୁଗୁଡା : ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ରୋଷେୟା ଲଳିତ ସାହୁ ମୃତ୍ୟୁ ମାମଲା । ସଡ଼କ ଦୁର୍ଘଟଣାରେ ମୁଖ୍ୟ ସାକ୍ଷୀ ମନୁ ପ୍ରସାଦ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ କେଉଁ ପରିସ୍ଥିତି ଦୁର୍ଘଟଣା
Read More...

ଟଙ୍କା ମାଗିବାରୁ ଯୁବତୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

ମାଲକାନଗିରି : ଭାଗ ପୋଖରୀରୁ ମାଛ ଚୋରି । ଟଙ୍କା ମାଗିବାରୁ ଟାଙ୍ଗିଆରେ ହାଣି ଯୁବତୀଙ୍କୁ ହତ୍ୟା । ମାଲକାନଗିରି ଜିଲ୍ଲା ମାଥିଲି ଥାନା ମହୁପଦର ଗ୍ରାମରେ ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ହତ୍ୟା ସନ୍ଦେହରେ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି । ସୂଚନାଯୋଗ୍ୟ ଯେ, ମହୁପଦର
Read More...